ଆଜି ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟି-ଟେଣ୍ଟି

ରାଞ୍ଚି: ଆଜି ଭାରତ-ଶ୍ରୀଲାଙ୍କ ଟି-ଟ୍‌ଆଣ୍ଟି ସିରିଜର ଦ୍ୱିତୀୟ ମୁକାବିଲା। କ୍ୟାପଟେନ ମହେନ୍ଦ୍ର ସିଂ ଧୋନୀଙ୍କ ହୋମ ଗ୍ରାଉଣ୍ଡ ରାଞ୍ଚିରେ ଏହି ମ୍ୟାଚ୍‌ ଖେଳାଯିବ। ପ୍ରଥମ ମ୍ୟାଚରେ ନୈରାଶ୍ୟଜନକ ପ୍ରଦର୍ଶନ ସହ ପରାଜିତ ହୋଇଥିଲା। ଆଜିର ମ୍ୟାଚ୍‌ ଜିତି ସିରିଜକୁ ୧-୧ କରିବାକୁ ଭାରତ ଚାହିଁବ। ଭାରତୀୟ ଦଳରେ ସାମିଲ ପବନ ନେଗୀ ଆଜି ଡେବ୍ୟୁ କରି ପାରନ୍ତି। ସେହିଭଳି ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ପ୍ଲେଇଂ-11ରୁ ବାଦ ଦିଆଯାଇପାରେ। ୩ ମ୍ୟାଚ୍‌ ବିଶିଷ୍ଟ ସିରିଜକୁ ଭାରତ ୨-୧ରେ ଜିତିରେ ୱେଷ୍ଟଣ୍ଡିଜ […]

rohit-ajinkya

rohit-ajinkya

Rakesh Mallick
  • Published: Friday, 12 February 2016
  • Updated: 12 February 2016, 04:06 AM IST

ରାଞ୍ଚି: ଆଜି ଭାରତ-ଶ୍ରୀଲାଙ୍କ ଟି-ଟ୍‌ଆଣ୍ଟି ସିରିଜର ଦ୍ୱିତୀୟ ମୁକାବିଲା। କ୍ୟାପଟେନ ମହେନ୍ଦ୍ର ସିଂ ଧୋନୀଙ୍କ ହୋମ ଗ୍ରାଉଣ୍ଡ ରାଞ୍ଚିରେ ଏହି ମ୍ୟାଚ୍‌ ଖେଳାଯିବ। ପ୍ରଥମ ମ୍ୟାଚରେ ନୈରାଶ୍ୟଜନକ ପ୍ରଦର୍ଶନ ସହ ପରାଜିତ ହୋଇଥିଲା। ଆଜିର ମ୍ୟାଚ୍‌ ଜିତି ସିରିଜକୁ ୧-୧ କରିବାକୁ ଭାରତ ଚାହିଁବ। ଭାରତୀୟ ଦଳରେ ସାମିଲ ପବନ ନେଗୀ ଆଜି ଡେବ୍ୟୁ କରି ପାରନ୍ତି। ସେହିଭଳି ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ପ୍ଲେଇଂ-11ରୁ ବାଦ ଦିଆଯାଇପାରେ। ୩ ମ୍ୟାଚ୍‌ ବିଶିଷ୍ଟ ସିରିଜକୁ ଭାରତ ୨-୧ରେ ଜିତିରେ ୱେଷ୍ଟଣ୍ଡିଜ ସହ ଆଇସିସି ରାଙ୍କରେ ଯୁଗ୍ମ ଭାବେ ୧ ନମ୍ବରରେ ରହିବ।

ଆଜିର ମ୍ୟାଚ୍‌ ଉଭୟ ଦଳ ଲାଗି ଗୁରୁତ୍ୱପୂର୍ଣ୍ଣ। ଶ୍ରୀଲଙ୍କା ମ୍ୟାଚ୍ ଜିତି ସିରିଜ୍ ହାତେଇବାକୁ ଉଦ୍ୟମ କରିବ। ସେହିପରି ଭାରତ ଏହି ମ୍ୟାଚ୍ ଜିତି ସିରିଜ୍‌ରେ ଶ୍ରୀଲଙ୍କା ସହିତ ବରାବରି କରିବାକୁ ଚେଷ୍ଟା କରିବ।

ଗତ ମ୍ୟାଚ୍‌ରେ ଭାରତ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଆଜିର ମ୍ୟାଚ୍‌ରେ ଦଳ ଏହି ତ୍ରୁଟିକୁ ନିଶ୍ଚିତ ସୁଧାରିବାକୁ ଚେଷ୍ଟା କରିବ। ବ୍ୟାଟିଂରେ ରୋହିତ ଶାର୍ମା, ଶିଖର ଧାୱନ, ଆଜିଙ୍କ୍ୟ ରାହାଣେ, ସୁରେଶ ରାଇନା ଓ ଯୁବରାଜ ସିଂହଙ୍କ ଉପରେ ନଜର ରହିବ। ‍ବୋଲିଂରେ ଆଶିଷ ନେହରା, ଅଶ୍ୱିନ୍ ଓ ବୁମରାଙ୍କ ଯଦି ନିଜ ଦାୟିତ୍ୱ ଠିକ୍‌ଠାକ୍‌ ତୁଲାଇଲେ ତେବେ ମ୍ୟାଚ୍‌ ଜିତିବାକୁ ଭାରତକୁ ବେଶି ପରିଶ୍ରମ କରିବାକୁ ପଡି ନ ପାରେ।

ଅନ୍ୟପକ୍ଷେ ଶ୍ରୀଲଙ୍କା ଟପ୍ ବୋଲର କାଶୁନ୍ ରାଜିଥା ଓ ଦାଶୁନ୍ ଶାନାକାଙ୍କ ଉପରେ ଅନେକାଂଶରେ ନିର୍ଭର କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story