ଇଣ୍ଡିଆ-ଜିମ୍ୱାୱେ ପ୍ରଥମ ଦିନିକିଆ:ଟସ୍ ଜିତି ଜିମ୍ୱାୱେର ଫିଲଡିଂ ନିଷ୍ପତ୍ତି

ଜିମ୍ୱାୱେ: ହରାରରେ ଭାରତ-ଜିମ୍ୱାୱେ ପ୍ରଥମ ଦିନିକିଆ ଖେଳାଯାଉଛି। ଟସ୍ ଜିତି ଜିମ୍ୱାୱେ ପ୍ରଥମେ ଫିଲଡିଂ କରୁଛି। ଆଜିଙ୍କ୍ୟ ରାହାଣେଙ୍କ ନେତୃତ୍ୱରେ ପଡ଼ିଆକୁ ଓହ୍ଲାଇଛି ଭାରତ। ତା’ସହ ଆଜିର ମ୍ୟାଚରେ ସମସ୍ତଙ୍କ ନଜର ରହିଛି ଦୀର୍ଘ ଦିନ ପରେ ଟିମକୁ ଫେରିଥିବା ଭେଟେରାନ୍ ଅଫ୍ ସ୍ପିନର୍ ହରଭଜନ ସିଂଙ୍କ ଉପରେ। ସେହିପରି ମନୀଷ ପାଣ୍ଡେ, ମନୋଜ ତିୱାରୀ, ଅଲରାଉଣ୍ଡର ଷ୍ଟୁଆର୍ଟ ବିନ୍ନିଙ୍କ ଭଳି ଖେଳାଳି  ଭଲ ପ୍ରଦର୍ଶନ କରି ଦଳରେ ନିଜ ସ୍ଥାନ ପକ୍କା କରିବାକୁ ଚେଷ୍ଟା କରିବେ।

zimbabwe_india

Rakesh Mallick
  • Published: Friday, 10 July 2015
  • , Updated: 10 July 2015, 09:05 AM IST

Related story