ଆଜି ଜାତୀୟ କ୍ରୀଡା ଦିବସ: ହକି ତାରକା ବିରେନ୍ଦ୍ର ଲାକ୍ରା ପାଇବେ ଶ୍ରେଷ୍ଠ କ୍ରୀଡାବିତ ପୁରସ୍କାର

ଭୁବନେଶ୍ୱର: ଆଜି ଜାତୀୟ କ୍ରୀଡା ଦିବସ। ହକି ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିନ। ତାଙ୍କ ଜନ୍ମଦିନକୁ ସାରାଦେଶରେ ଜାତୀୟ କ୍ରୀଡା ଦିବସ ରୂପେ ପାଳନ କରାଯାଉଛି। ଏହି ଅବସରରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଥିବା ସରକାରୀ ଫିଜିକାଲ୍ ଏଜୁକେସନ କଲେଜ, କ୍ରୀଡା ଛାତ୍ରାବାସର ଅନ୍ତେବାସୀମାନେ କଳିଙ୍ଗ ଷ୍ଟାଡ଼ିୟମରୁ କମିଶନରେଟ୍ ଅଫିସ ପର୍ଯ୍ୟନ୍ତ ଏକ ରାଲି କରିଥିଲେ। ସେପଟେ ଆଜି ସଂଧ୍ୟାରେ ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ ପକ୍ଷରୁ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ପ୍ରଦାନ […]

sports day

sports day

Rakesh Mallick
  • Published: Saturday, 29 August 2015
  • Updated: 29 August 2015, 04:18 AM IST

Sports

Latest News

ଭୁବନେଶ୍ୱର: ଆଜି ଜାତୀୟ କ୍ରୀଡା ଦିବସ। ହକି ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିନ। ତାଙ୍କ ଜନ୍ମଦିନକୁ ସାରାଦେଶରେ ଜାତୀୟ କ୍ରୀଡା ଦିବସ ରୂପେ ପାଳନ କରାଯାଉଛି। ଏହି ଅବସରରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଥିବା ସରକାରୀ ଫିଜିକାଲ୍ ଏଜୁକେସନ କଲେଜ, କ୍ରୀଡା ଛାତ୍ରାବାସର ଅନ୍ତେବାସୀମାନେ କଳିଙ୍ଗ ଷ୍ଟାଡ଼ିୟମରୁ କମିଶନରେଟ୍ ଅଫିସ ପର୍ଯ୍ୟନ୍ତ ଏକ ରାଲି କରିଥିଲେ।

sports dayସେପଟେ ଆଜି ସଂଧ୍ୟାରେ ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ ପକ୍ଷରୁ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ପ୍ରଦାନ କରାଯିବ। ହକି ତାରକା ବିରେନ୍ଦ୍ର ଲାକ୍ରାଙ୍କୁ ଶ୍ରେଷ କ୍ରୀଡାବିତ ପୁରସ୍କାର, ମହିଳା ଫୁଟବଲ୍ କୋଚ୍ ନନ୍ଦକିଶୋର ପଟ୍ଟନାୟକଙ୍କୁ ଶ୍ରେଷ୍ଠ କୋଚ ପୁରସ୍କାର, ଓଡ଼ିଶା ବାସ୍କେଟବଲ୍ ଆସୋସିଏସନର ସମ୍ପାଦକ ଅଶୋକ ସାହୁଙ୍କୁ ଜୀବନବ୍ୟାପୀ ସାଧନା କ୍ରୀଡା ପୁରସ୍କାର ଏବଂ ଶତୀସ ଶର୍ମାଙ୍କୁ ଶ୍ରେଷ୍ଠ କ୍ରୀଡା ସାମ୍ୱାଦିକ ପୁରସ୍କାର ପ୍ରଦାନ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos