ତୃତୀୟ ଟେଷ୍ଟ: ଟସ୍ ହାରି ଭାରତର ବ୍ୟାଟିଂ ଆରମ୍ଭ

ଆଣ୍ଟିଗୁଆ: ଆଜି ଠାରୁ ଡ୍ୟାରେନ୍‌ ସାମି ନ୍ୟାସନାଲ କ୍ରିକେଟ୍‌ ଷ୍ଟାଡିୟମରେ ଭାରତ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ତୃତୀୟ ଟେଷ୍ଟ ଆରମ୍ଭ ହୋଇଛି। ୱେଷ୍ଟ ଇଣ୍ଡିଜ୍ ଟସ୍‌ ଜିତି ପ୍ରଥମେ ବୋଲିଂ  କରିବାକୁ ନିଷ୍ପତ୍ତି ନେଇଛି। ନିମନ୍ତ୍ରଣ ପାଇ ବ୍ୟାଟିଂ ଆରମ୍ଭ କରିଛି। ଖବର ଲେଖାଯିବା ପର୍ଯ୍ୟନ୍ତ ଭାରତ ୧୯ ରନ୍‌ରେ ୨ଟି ୱିକେଟ ହରାଇଛି। ଦଳ ଶିଖର ଧୱାନ(୪ ବଲରୁ ୧ ରନ୍) ଓ ବିରାଟ କୋହଲି ( ୮ବଲରୁ ୩) କରି ଆଉଟ୍‌ ହୋଇଛନ୍ତି। ୱେଷ୍ଟଇଣ୍ଡିଜ୍‌ ପକ୍ଷରୁ […]

wi-vs-ind

Rakesh Mallick
  • Published: Tuesday, 09 August 2016
  • , Updated: 09 August 2016, 08:05 PM IST

ଆଣ୍ଟିଗୁଆ: ଆଜି ଠାରୁ ଡ୍ୟାରେନ୍‌ ସାମି ନ୍ୟାସନାଲ କ୍ରିକେଟ୍‌ ଷ୍ଟାଡିୟମରେ ଭାରତ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ତୃତୀୟ ଟେଷ୍ଟ ଆରମ୍ଭ ହୋଇଛି। ୱେଷ୍ଟ ଇଣ୍ଡିଜ୍ ଟସ୍‌ ଜିତି ପ୍ରଥମେ ବୋଲିଂ  କରିବାକୁ ନିଷ୍ପତ୍ତି ନେଇଛି। ନିମନ୍ତ୍ରଣ ପାଇ ବ୍ୟାଟିଂ ଆରମ୍ଭ କରିଛି।

ଖବର ଲେଖାଯିବା ପର୍ଯ୍ୟନ୍ତ ଭାରତ ୧୯ ରନ୍‌ରେ ୨ଟି ୱିକେଟ ହରାଇଛି। ଦଳ ଶିଖର ଧୱାନ(୪ ବଲରୁ ୧ ରନ୍) ଓ ବିରାଟ କୋହଲି ( ୮ବଲରୁ ୩) କରି ଆଉଟ୍‌ ହୋଇଛନ୍ତି।

ୱେଷ୍ଟଇଣ୍ଡିଜ୍‌ ପକ୍ଷରୁ ଏସ୍‌ ଗାବ୍ରିଏଲ ଓ ଏ.ଜୋସେଫ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି।

ୱେଷ୍ଟଇଣ୍ଡିଜ ଦଳ ପ୍ରଥମ ଟେଷ୍ଟ ଗୋଟିଏ ଇନିଂସ ଓ ୯୨ରନ୍‌ରେ ହାରି ଯାଇଥିଲେ କିନ୍ତୁ ବର୍ଷା ପ୍ରଭାବିତ ଦ୍ୱିତୀୟ ଟେଷ୍ଟକୁ ଡ୍ର ରଖିବାରେ ସଫଳ ହୋଇଥିଲା। ଭ୍ରମଣକାରୀ ଭାରତୀୟ ଦଳ ୧-୦ରେ ସିରିଜ୍‌ ଆଗୁଆ ଥିବା ବେଳେ ଏହି ମ୍ୟାଚକୁ ଜିତି ସିରିଜ୍‌ ହାତେଇବାକୁ ଚେଷ୍ଟା କରିବ।

Related story