ରାଞ୍ଚି: ଅନ୍ତର୍ଜାତୀୟ କ୍ରିକେଟରେ ଆଜିଙ୍କ୍ୟ ରାହାଣେ ୪୦୦୦ରନ୍ ପୂରଣ କରିଛନ୍ତି। ରାଞ୍ଚିରେ ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟ-ଟ୍ୱେଣ୍ଟି ମ୍ୟାଚ୍ରେ ସେ ଏହି ଟାର୍ଗେଟ ଛୁଇଁଛନ୍ତି। ଆଜି ସେ ୨୫ ରନ୍ କରି ଆଉଟ୍ ହୋଇ ଯାଇଥିଲେ।
ରାହାଣେ ଟେଷ୍ଟ, ଦିନିକିଆ ଓ ଟି-ଟ୍ୱେଣ୍ଟିରେ ମିଶି ଏଯାବତ୍ ୧୦୪ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ଏଥିରୁ ସେ ମୋଟ ୪୦୧୪ ରନ ସଂଗ୍ରହ କରିଛନ୍ତି। ସେ ୨୨ଟି ଟେଷ୍ଟ ମ୍ୟାଚ୍ରେ ୪୦ଟି ଇନିଂସ ଖେଳି ୬ଟି ଶତକ, ୭ଟି ଅର୍ଦ୍ଧଶତକ ବଳରେ ୧୦୧୯ ରନ ସଂଗ୍ରହ କରିଛନ୍ତି। ସେହିପରି ୬୭ଟି ଦିନିକିଆ ମ୍ୟାଚ୍ରେ ୬୫ଟି ଇନିଂସ ଖେଳି ୨ଟି ଶତକ ଓ ୧୫ଟି ଅର୍ଦ୍ଧଶତକ ସହ ୨୦୯୩ ରନ୍ ସଂଗ୍ରହ କରିଥିବା ବେଳେ ୧୫ଟି ଟି-୨୦ରୁ ଗୋଟିଏ ଅର୍ଦ୍ଧଶତକ ବଳରେ ୩୦୨ ରନ୍ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ରାଜସ୍ଥାନ ରାଜ ପ୍ରାସାଦରେ ଉତ୍ତେଜନା, ୩ ଆହତ
ମେୱଡା ପୂର୍ବତନ ରାଜ ପରିବାରର ମୁଖିଆ ଭାବେ ବିଜେପି ନେତା ବିଶ୍ୱରାଜ ସିଂହଙ୍କ ରାଜାଭିଶେକକୁ ବିରୋଧରୁ ଉତ୍ତେଜନା।
National
ଡିଜିଟାଲ ଆରେଷ୍ଟ: ନକଲି ପୁଲିସ ସାଜି ବୃଦ୍ଧାଙ୍କଠାରୁ ଠକି ନେଲେ ୩.୮ କୋଟି
ମହିଳା ଜଣଙ୍କୁ ଏତେ ମାତ୍ରାରେ ଭୟଭୀତ କରାଯାଇଥିଲା ଯେ, ତାଙ୍କୁ ଏକ ମାସ ଧରି ହ୍ୱାଟ୍ସ୍ଆପ୍ରେ ଭିଡିଓ କଲ୍ରେ ରଖାଯାଇଥିଲା।
National
ଇସ୍ତଫା ଦେଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ
ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ ଆଜି ତଥା ନଭେମ୍ବର ୨୬ରେ ଶେଷ ହେଉଛି।
National
RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି
ଗତକାଲି ରାତିରେ ଶକ୍ତିକାନ୍ତ ଦାସ ଛାତିରେ ଜଳାପୋଡା ସାଙ୍ଗକୁ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
National
ରାପର୍ ବାଦଶାହଙ୍କ ନାଇଟ୍ କ୍ଲବ୍ ବାହାରେ ବିସ୍ଫୋରଣ
ଦୁଇ ଜଣ ଦୁର୍ବୃତ୍ତ ବାଇକ୍ରେ ଆସି ନାଇଟ୍ କ୍ଲବ୍ ନିକଟରେ ବିସ୍ଫୋରକ ସାମଗ୍ରୀ ଫିଙ୍ଗି ଚାଲି ଯାଇଥିବା ସୂଚନା ମିଳିଛି।