ଅନ୍ତର୍ଜାତୀୟ କ୍ରିକେଟରେ ରାହାଣେଙ୍କ ୪୦୦୦ ରନ୍‌

ରାଞ୍ଚି: ଅନ୍ତର୍ଜାତୀୟ କ୍ରିକେଟରେ ଆଜିଙ୍କ୍ୟ ରାହାଣେ ୪୦୦୦ରନ୍‌ ପୂରଣ କରିଛନ୍ତି। ରାଞ୍ଚିରେ ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟ-ଟ୍ୱେଣ୍ଟି ମ୍ୟାଚ୍‌ରେ ସେ ଏହି ଟାର୍ଗେଟ ଛୁଇଁଛନ୍ତି। ଆଜି ସେ ୨୫ ରନ୍‌ କରି ଆଉଟ୍‌ ହୋଇ ଯାଇଥିଲେ। ରାହାଣେ ଟେଷ୍ଟ, ଦିନିକିଆ ଓ ଟି-ଟ୍ୱେଣ୍ଟିରେ ମିଶି ଏଯାବତ୍ ୧୦୪ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ଏଥିରୁ ସେ ମୋଟ ୪୦୧୪ ରନ ସଂଗ୍ରହ କରିଛନ୍ତି। ସେ ୨୨ଟି ଟେଷ୍ଟ ମ୍ୟାଚ୍‌ରେ ୪୦ଟି ଇନିଂସ ଖେଳି ୬ଟି ଶତକ, ୭ଟି ଅର୍ଦ୍ଧଶତକ […]

08rahane1

08rahane1

Rakesh Mallick
  • Published: Friday, 12 February 2016
  • Updated: 12 February 2016, 03:52 PM IST

Sports

Latest News

ରାଞ୍ଚି: ଅନ୍ତର୍ଜାତୀୟ କ୍ରିକେଟରେ ଆଜିଙ୍କ୍ୟ ରାହାଣେ ୪୦୦୦ରନ୍‌ ପୂରଣ କରିଛନ୍ତି। ରାଞ୍ଚିରେ ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟ-ଟ୍ୱେଣ୍ଟି ମ୍ୟାଚ୍‌ରେ ସେ ଏହି ଟାର୍ଗେଟ ଛୁଇଁଛନ୍ତି। ଆଜି ସେ ୨୫ ରନ୍‌ କରି ଆଉଟ୍‌ ହୋଇ ଯାଇଥିଲେ।

ରାହାଣେ ଟେଷ୍ଟ, ଦିନିକିଆ ଓ ଟି-ଟ୍ୱେଣ୍ଟିରେ ମିଶି ଏଯାବତ୍ ୧୦୪ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ଏଥିରୁ ସେ ମୋଟ ୪୦୧୪ ରନ ସଂଗ୍ରହ କରିଛନ୍ତି। ସେ ୨୨ଟି ଟେଷ୍ଟ ମ୍ୟାଚ୍‌ରେ ୪୦ଟି ଇନିଂସ ଖେଳି ୬ଟି ଶତକ, ୭ଟି ଅର୍ଦ୍ଧଶତକ ବଳରେ ୧୦୧୯ ରନ ସଂଗ୍ରହ କରିଛନ୍ତି। ସେହିପରି ୬୭ଟି ଦିନିକିଆ ମ୍ୟାଚ୍‌ରେ ୬୫ଟି ଇନିଂସ ଖେଳି ୨ଟି ଶତକ ଓ ୧୫ଟି ଅର୍ଦ୍ଧଶତକ ସହ ୨୦୯୩ ରନ୍ ସଂଗ୍ରହ କରିଥିବା ବେଳେ ୧୫ଟି ଟି-୨୦ରୁ ଗୋଟିଏ ଅର୍ଦ୍ଧଶତକ ବଳରେ ୩୦୨ ରନ୍‌ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story