ଆଜିଠୁ ଶ୍ରୀଲଙ୍କା-ଭାରତ ଟେଷ୍ଟ୍

ଗାଲେ (ଶ୍ରୀଲଙ୍କା): ଆଜିଠୁ ଶ୍ରୀଲଙ୍କା ବିପକ୍ଷରେ ୩ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ ଟିମ୍ ଇଣ୍ଡିଆ। ବିରାଟ କୋହଲିଙ୍କ ନେତୃତ୍ୱରେ ଦଳ ପଡ଼ିଆକୁ ଓହ୍ଲାଇବ। ଆଜି ପୂର୍ବାହ୍ନରେ ଗାଲେ ଷ୍ଟାଡ଼ିୟମରେ ଖେଳାଯିବ ଏହି ମ୍ୟାଚ୍। ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ଆହତ କାରଣରୁ ମୂରଲୀ ବିଜୟଙ୍କ ସ୍ଥାନରେ କେଏଲ୍ ରାହୁଲ୍ ଏବଂ କର୍ଣ୍ଣ ଶର୍ମାଙ୍କ ବଦଳରେ ଅମିତ ମିଶ୍ରାଙ୍କୁ ଦଳରେ ସାମିଲ କରାଯାଇଛି। ୪ବର୍ଷ ପରେ ଦଳକୁ […]

virat

virat

Rakesh Mallick
  • Published: Wednesday, 12 August 2015
  • Updated: 12 August 2015, 03:17 AM IST

Sports

Latest News

ଗାଲେ (ଶ୍ରୀଲଙ୍କା): ଆଜିଠୁ ଶ୍ରୀଲଙ୍କା ବିପକ୍ଷରେ ୩ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ ଟିମ୍ ଇଣ୍ଡିଆ। ବିରାଟ କୋହଲିଙ୍କ ନେତୃତ୍ୱରେ ଦଳ ପଡ଼ିଆକୁ ଓହ୍ଲାଇବ। ଆଜି ପୂର୍ବାହ୍ନରେ ଗାଲେ ଷ୍ଟାଡ଼ିୟମରେ ଖେଳାଯିବ ଏହି ମ୍ୟାଚ୍। ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ଆହତ କାରଣରୁ ମୂରଲୀ ବିଜୟଙ୍କ ସ୍ଥାନରେ କେଏଲ୍ ରାହୁଲ୍ ଏବଂ କର୍ଣ୍ଣ ଶର୍ମାଙ୍କ ବଦଳରେ ଅମିତ ମିଶ୍ରାଙ୍କୁ ଦଳରେ ସାମିଲ କରାଯାଇଛି। ୪ବର୍ଷ ପରେ ଦଳକୁ ଫେରିଛନ୍ତି ଅମିତ। ଗତ ଜୁନରେ  ବାଂଲାଦେଶ ବିପକ୍ଷରେ ଖେଳାଯାଇଥିବା ଟେଷ୍ଟ ସିରିଜରେ ଭାରତୀୟ ଦଳରେ ସ୍ଥାନ ପାଇଥିବା ଖେଳାଳିମାନେ ଏହି ଟିମରେ ସ୍ଥାନ ପକ୍କା କରିଛନ୍ତି। ସେମାନେ ହେଲେ ବରୁଣ ଆରୋନ୍, ଆର. ଅଶ୍ୱିନ୍, ଶିଖର ଧାୱନ୍, ହରଭଜନ ସିଂ, ଭୁବନେଶ୍ୱର କୁମାର, ଚେତେଶ୍ୱର ପୂଜାରା, ଆଜିଙ୍କ୍ୟ ରାହାଣେ, ରିଦ୍ଧିମାନ ଶାହା, ଇଶାନ୍ତ ଶର୍ମା, ରୋହିତ ଶର୍ମା, ମୂରଲୀ ବିଜୟ, ଉମେଶ ଯାଦବ ଏବଂ କେ.ଏଲ୍ ରାହୁଲ। ତେବେ ଏହି ଟେଷ୍ଟ ସିରିଜରେ ଅଧିକାଂଶ ଖେଳାଳି ନିଜର ଟେଷ୍ଟ ମାନ୍ୟତାକୁ ସୁଧାରିବା ପାଇଁ ଉଦ୍ୟମ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story