ୟୁଏସ୍ ଓପନ୍‌ ସେମିଫାଇନାଲରେ ଅଜୟ

ଇଆଇ ମୋଣ୍ଟେ(ୟୁଏସ୍‌ଏ): ୧୨୦,୦୦୦ ଆମେରିକୀୟ ଡଲାର ବିଶିଷ୍ଟ ୟୁଏସ୍‌ ଓପନ୍‌ ଗ୍ରାଁ ପ୍ରି ଗୋଲ୍ଡ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟର ପୁରୁଷ ଏକକ ବର୍ଗରେ ଏକ ମାତ୍ର ଭାରତୀୟ ଭାବେ ଅଜୟ ଜୟରାମ ସେମିଫାଇନାଲକୁ ଯାଇଛନ୍ତି। କ୍ୱାର୍ଟର ଫାଇନାଲରେ ଅଜୟ ତାଙ୍କ ପ୍ରତିପକ୍ଷ ଆନନ୍ଦ ପୱାରଙ୍କୁ ୨୧-୧୧, ୨୧-୧୧ରେ ପରାଜିତ କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଅଜୟ ଜାପାନର କାଣ୍ଟା ସୁକୁନାୟାମାଙ୍କୁ ଭେଟିପାରନ୍ତି।

ajay

Rakesh Mallick
  • Published: Saturday, 09 July 2016
  • , Updated: 09 July 2016, 05:33 PM IST

ଇଆଇ ମୋଣ୍ଟେ(ୟୁଏସ୍‌ଏ): ୧୨୦,୦୦୦ ଆମେରିକୀୟ ଡଲାର ବିଶିଷ୍ଟ ୟୁଏସ୍‌ ଓପନ୍‌ ଗ୍ରାଁ ପ୍ରି ଗୋଲ୍ଡ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟର ପୁରୁଷ ଏକକ ବର୍ଗରେ ଏକ ମାତ୍ର ଭାରତୀୟ ଭାବେ ଅଜୟ ଜୟରାମ ସେମିଫାଇନାଲକୁ ଯାଇଛନ୍ତି।

କ୍ୱାର୍ଟର ଫାଇନାଲରେ ଅଜୟ ତାଙ୍କ ପ୍ରତିପକ୍ଷ ଆନନ୍ଦ ପୱାରଙ୍କୁ ୨୧-୧୧, ୨୧-୧୧ରେ ପରାଜିତ କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଅଜୟ ଜାପାନର କାଣ୍ଟା ସୁକୁନାୟାମାଙ୍କୁ ଭେଟିପାରନ୍ତି।

Related story