ପିଏସଏଲ୍‌: ୧୨୮ ଖେଳାଳିଙ୍କ କରୋନା ରିପୋର୍ଟ ଆସିଲା

ଲାହୋର: କରୋନା ଯୋଗୁ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ତା’ର ଘରୋଇ ଟି-୨୦ ଟୁର୍ଣ୍ଣାମେଣ୍ଟ ପାକିସ୍ତାନ ସୁପର୍ ଲିଗ୍ (ପିଏସଏଲ୍‌)କୁ ସ୍ଥଗିତ କରିଛି। ତେବେ ଏହି ଲିଗରେ ଭାଗ ନେଇଥିବା ଖେଳାଳି, ସପୋର୍ଟ ଷ୍ଟାଫ୍‌, ମ୍ୟାଚ୍ ଅଫିସିଆଲ୍ସ, ପ୍ରସାରଣକର୍ତ୍ତା, ଟିମ୍ ମାଲିକଙ୍କ କରୋନା ଭାଇରସ୍ ପରୀକ୍ଷା କରାଯାଇଛି, ଯେଉଁଥିରେ ସମସ୍ତ ୧୨୮ ଟେଷ୍ଟ ନେଭେଟିଭ୍ ଆସିଥିବା ପିସିବି ପକ୍ଷରୁ ସ୍ପଷ୍ଟ କରାଯାଇଛି। କୋଭିଡ୍‌-୧୯ର ସମ୍ଭାବ୍ୟ ମାମଲାକୁ ଦୃଷ୍ଟିରେ ରଖି ପିସିବି ସମସ୍ତଙ୍କର ପରୀକ୍ଷଣ କରିବାର ଦାୟିତ୍ୱ ନିଜେ […]

psl

psl

Ranjit Kumar Jena
  • Published: Thursday, 19 March 2020
  • Updated: 19 March 2020, 09:19 PM IST

Sports

Latest News

ଲାହୋର: କରୋନା ଯୋଗୁ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ତା'ର ଘରୋଇ ଟି-୨୦ ଟୁର୍ଣ୍ଣାମେଣ୍ଟ ପାକିସ୍ତାନ ସୁପର୍ ଲିଗ୍ (ପିଏସଏଲ୍‌)କୁ ସ୍ଥଗିତ କରିଛି। ତେବେ ଏହି ଲିଗରେ ଭାଗ ନେଇଥିବା ଖେଳାଳି, ସପୋର୍ଟ ଷ୍ଟାଫ୍‌, ମ୍ୟାଚ୍ ଅଫିସିଆଲ୍ସ, ପ୍ରସାରଣକର୍ତ୍ତା, ଟିମ୍ ମାଲିକଙ୍କ କରୋନା ଭାଇରସ୍ ପରୀକ୍ଷା କରାଯାଇଛି, ଯେଉଁଥିରେ ସମସ୍ତ ୧୨୮ ଟେଷ୍ଟ ନେଭେଟିଭ୍ ଆସିଥିବା ପିସିବି ପକ୍ଷରୁ ସ୍ପଷ୍ଟ କରାଯାଇଛି।

କୋଭିଡ୍‌-୧୯ର ସମ୍ଭାବ୍ୟ ମାମଲାକୁ ଦୃଷ୍ଟିରେ ରଖି ପିସିବି ସମସ୍ତଙ୍କର ପରୀକ୍ଷଣ କରିବାର ଦାୟିତ୍ୱ ନିଜେ ବହନ କରିଥିଲା। ଏହାବ୍ୟତୀତ ମୁଲତାନ ସୁଲତାନ୍ସ ଟିମର ୧୭ କୋଭିଡ୍‌-୧୯ ଟେଷ୍ଟ ସୋମବାର କରାଯାଇଥିଲା ଏବଂ ସେସବୁ ମଧ୍ୟ ନେଗେଟିଭ୍ ଆସିଛି।

ପିସିବିର ମୁଖ୍ୟ କାର୍ଯ୍ୟକାରୀ ୱାସିମ୍ ଖାନ୍ କହିଛନ୍ତି, "ମାର୍ଚ୍ଚ ୧୦ ତାରିଖ ପର୍ଯ୍ୟନ୍ତ ଏଠାରେ ରହିଥିବା ସବୁ ଖେଳାଳି, ମ୍ୟାଚ୍ ଅଧିକାରୀ, ପ୍ରସାରଣକର୍ତ୍ତା, ମ୍ୟାଚ୍ ଅଧିକାରୀଙ୍କ କରୋନା ଟେଷ୍ଟ ପଜିଟିଭ୍ ରହିଛି, ଯାହାକି ପିଏସଏଲ୍ ଓ ପିସିବି ସମସ୍ତ ଖେଳାଳିଙ୍କର ଅଖଣ୍ଡତା ଓ ବିଶ୍ୱସନୀୟତାକୁ ପ୍ରମାଣିତ କରିଛି। ସବୁ ଟେଷ୍ଟ ନେଭେଟିଭ୍ ଆସିବା ପରେ ପିସିବି ଆଶ୍ୱସ୍ତ ଅନୁଭୂତ କରୁଛି ଏବଂ ସମସ୍ତେ ବିନା ଭୟରେ ନିଜ ନିଜର ପରିବାର ସହ ଯୋଗଦେଇଥିବାରୁ ଖୁସି ଲାଗୁଛି । ପିସିବି ସର୍ତକତା ଦୃଷ୍ଟିରୁ ସବୁ ପଦକ୍ଷେପ ଉଠାଇଛି।"

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story