ଅଲ୍ ଇଣ୍ଡିଆ କବାଡି ଟୁର୍ଣ୍ଣାମେଣ୍ଟ ପଟିଆ କପ୍ ଆରମ୍ଭ,ଭାଗନେଲେ ୨୪ଟି ଟିମ

ଭୁବନେଶ୍ୱର:ଭୁବନେଶ୍ୱରରେ ଅଲ୍ ଇଣ୍ଡିଆ କବାଡି ଟୁର୍ଣ୍ଣାମେଣ୍ଟ ପଟିଆ କପ୍ ଆରମ୍ଭ ହୋଇଛି। ଆସନ୍ତା ୧୭ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ଉଭୟ ପୁରୁଷ ଓ ମହିଳା ବର୍ଗରେ ଲିଗ୍ କମ୍ ନକ୍ ଆଉଟ ଭିତ୍ତିରେ ପ୍ରତିଯୋଗିତା ହେଉଛି। ଏହି ଟୁର୍ଣ୍ଣାମେଣ୍ଟ ମୋଟ ୨୪ଟି ଟିମ୍ ଭାଗ ନେଇଛନ୍ତି। ସମାନଙ୍କମଧ୍ୟରୁ ପୁରୁଷ ବର୍ଗରେ ଦେଶର ବଛା ବଛା ୧୪ଟି ଏବଂ ମହିଳା ବର୍ଗରେ ୧୦ଟି ଟିମ ରହିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟରେ ପ୍ରୋ କବାଡିରେ ସାମିଲ ହୋଇଥିବା ଆନ୍ତର୍ଜାତିକ […]

Indian-Women-Kabaddi-Team

Rakesh Mallick
  • Published: Friday, 15 May 2015
  • , Updated: 15 May 2015, 09:54 AM IST

ଭୁବନେଶ୍ୱର:ଭୁବନେଶ୍ୱରରେ ଅଲ୍ ଇଣ୍ଡିଆ କବାଡି ଟୁର୍ଣ୍ଣାମେଣ୍ଟ ପଟିଆ କପ୍ ଆରମ୍ଭ ହୋଇଛି। ଆସନ୍ତା ୧୭ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ଉଭୟ ପୁରୁଷ ଓ ମହିଳା ବର୍ଗରେ ଲିଗ୍ କମ୍ ନକ୍ ଆଉଟ ଭିତ୍ତିରେ ପ୍ରତିଯୋଗିତା ହେଉଛି। ଏହି ଟୁର୍ଣ୍ଣାମେଣ୍ଟ ମୋଟ ୨୪ଟି ଟିମ୍ ଭାଗ ନେଇଛନ୍ତି। ସମାନଙ୍କମଧ୍ୟରୁ ପୁରୁଷ ବର୍ଗରେ ଦେଶର ବଛା ବଛା ୧୪ଟି ଏବଂ ମହିଳା ବର୍ଗରେ ୧୦ଟି ଟିମ ରହିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟରେ ପ୍ରୋ କବାଡିରେ ସାମିଲ ହୋଇଥିବା ଆନ୍ତର୍ଜାତିକ ସ୍ତରର ଖେଳାଳି ମାନେ ଭାଗ ନେଇଛନ୍ତି। ପ୍ରାୟ ୩ଲକ୍ଷ ଟଙ୍କ। ପୁରସ୍କାର ରାଶି ରହିଛି। କଳିଙ୍ଗ କବାଡି ଏକାଡେମୀ ପକ୍ଷରୁ ପଟିଆରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଛି।

Related story