ଅଲ୍ ଇଣ୍ଡିଆ ସାଇ ଇଣ୍ଟର ରିଜିଅନ୍ ହକି ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଉଦଯାପିତ ହୋଇଛି ଅଲ୍ ଇଣ୍ଡିଆ ସାଇ ଇଣ୍ଟର ରିଜିଅନ୍ ହକି ଟୁର୍ଣ୍ଣାମେଣ୍ଟ। ସବ୍ ଜୁନିୟର ବାଳିକା ବର୍ଗରେ ନର୍ଥ ଇଷ୍ଟ ଜୋନ୍ ଚାମ୍ପିଅନ୍ ହୋଇଥିବା ବେଳେ ବାଳକ ବର୍ଗରେ ହରିଆଣା ଟାଇଟଲ ଜିଣିଛି। ସେପଟେ ଜୁନିୟର ଫ।ଇନାଲରେ ମହିଳା ବର୍ଗରେ ସୋନେପତ ଏବଂ ପୁରୁଷ ବର୍ଗରେ ଭୋପାଲ ଚାମ୍ପିଅନ୍ ହୋଇଛନ୍ତି। ସିନିୟର ମହିଳା ବର୍ଗରେ ସୋନେପତ ଏଅବଂ ପୁରୁଷ ବର୍ଗରେ ସାଉଥ୍ ଜୋନ୍ ଚାମ୍ପିଅନ୍ ହୋଇଛି। ପୂର୍ବାଞ୍ଚଳ ଦଳକୁ ସମସ୍ତ ୪ଟି […]

hockey

hockey

Rakesh Mallick
  • Published: Thursday, 01 October 2015
  • Updated: 01 October 2015, 07:52 AM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଉଦଯାପିତ ହୋଇଛି ଅଲ୍ ଇଣ୍ଡିଆ ସାଇ ଇଣ୍ଟର ରିଜିଅନ୍ ହକି ଟୁର୍ଣ୍ଣାମେଣ୍ଟ। ସବ୍ ଜୁନିୟର ବାଳିକା ବର୍ଗରେ ନର୍ଥ ଇଷ୍ଟ ଜୋନ୍ ଚାମ୍ପିଅନ୍ ହୋଇଥିବା ବେଳେ ବାଳକ ବର୍ଗରେ ହରିଆଣା ଟାଇଟଲ ଜିଣିଛି। ସେପଟେ ଜୁନିୟର ଫ।ଇନାଲରେ ମହିଳା ବର୍ଗରେ ସୋନେପତ ଏବଂ ପୁରୁଷ ବର୍ଗରେ ଭୋପାଲ ଚାମ୍ପିଅନ୍ ହୋଇଛନ୍ତି। ସିନିୟର ମହିଳା ବର୍ଗରେ ସୋନେପତ ଏଅବଂ ପୁରୁଷ ବର୍ଗରେ ସାଉଥ୍ ଜୋନ୍ ଚାମ୍ପିଅନ୍ ହୋଇଛି। ପୂର୍ବାଞ୍ଚଳ ଦଳକୁ ସମସ୍ତ ୪ଟି ବର୍ଗରେ ରନର୍ସ ଅପରେ ସନ୍ତୁଷ୍ଟ ହେବାକୁ ପଡିଛି। ଏହି ଟୁର୍ଣ୍ଣାମେଣ୍ଟରେ ପ୍ରାୟ ୭ଶହ ହକି ଖେଳାଳି ଭାଗ ନେଇଥିଲେ। ଉଦଯାପନୀ ଉ-ବରେ କ୍ରୀଡ଼ାମନ୍ତ୍ରୀ ସୁଦାମ ମାରାଣ୍ଡି ଏବଂ ସଚିବ ଶ୍ୱାସତ ମିଶ୍ର ପ୍ରମୁଖ ଯୋଗ ଦେଇ ବିଜୟୀ ଦଳକୁ ଟ୍ରଫି ପ୍ରଦାନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story