ସନ୍ଦେହରେ ଅମ୍ବାତିଙ୍କ ବୋଲିଂ ଆକ୍‌ସନ୍‌

ସିଡ୍‌ନୀ: ଶନିବାର ଅଷ୍ଟ୍ରେଲିଆ ବିରୋଧୀ ୩ ଟିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ପରାଜୟ ସହିତ ନକାରାତ୍ମକ ସ୍ଥିତିରୁ ଦିନିକିଆ ଅଭିଯାନ ଆରମ୍ଭ କରିଛି ଭାରତ। ଭ୍ରମଣକାରୀ ଦଳର ମିଡିଲ୍‌ ଅର୍ଡର ପୁଣି ଥରେ ବିଫଳ ହୋଇଥିବାବେଳେ ଏହି ସମାନ କାରଣରୁ ଦଳ ଟାର୍ଗେଟ୍‌ଠାରୁ ୩୪ ରନ୍‌ ପଛରେ ରହି ଅଲ୍‌ଆଉଟ୍‌ ହୋଇଯାଇଥିଲା। ତେବେ ଏହି ମ୍ୟାଚ୍‌ରେ ୫ ଜଣ ବୋଲରଙ୍କୁ ନେଇ ଦଳ ଓହ୍ଲାଇଥିଲେ ମଧ୍ୟ ରୋଟେସନ୍‌ ବିକଳ୍ପ ଭାବେ ଅମ୍ବାତି ରାୟଡ଼ୁଙ୍କୁ ମଧ୍ୟ ବ୍ୟବହାର କରାଯାଉଥିଲା। […]

ambati

ambati

Subrat Kumar Nayak
  • Published: Sunday, 13 January 2019
  • Updated: 13 January 2019, 05:24 PM IST

Sports

Latest News

ସିଡ୍‌ନୀ: ଶନିବାର ଅଷ୍ଟ୍ରେଲିଆ ବିରୋଧୀ ୩ ଟିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ପରାଜୟ ସହିତ ନକାରାତ୍ମକ ସ୍ଥିତିରୁ ଦିନିକିଆ ଅଭିଯାନ ଆରମ୍ଭ କରିଛି ଭାରତ। ଭ୍ରମଣକାରୀ ଦଳର ମିଡିଲ୍‌ ଅର୍ଡର ପୁଣି ଥରେ ବିଫଳ ହୋଇଥିବାବେଳେ ଏହି ସମାନ କାରଣରୁ ଦଳ ଟାର୍ଗେଟ୍‌ଠାରୁ ୩୪ ରନ୍‌ ପଛରେ ରହି ଅଲ୍‌ଆଉଟ୍‌ ହୋଇଯାଇଥିଲା। ତେବେ ଏହି ମ୍ୟାଚ୍‌ରେ ୫ ଜଣ ବୋଲରଙ୍କୁ ନେଇ ଦଳ ଓହ୍ଲାଇଥିଲେ ମଧ୍ୟ ରୋଟେସନ୍‌ ବିକଳ୍ପ ଭାବେ ଅମ୍ବାତି ରାୟଡ଼ୁଙ୍କୁ ମଧ୍ୟ ବ୍ୟବହାର କରାଯାଉଥିଲା।

ଦୁଇ ଓଭର ବୋଲିଂ କରି କୌଣସି ୱିକେଟ୍‌ ପାଇନଥିବା ରାୟଡ଼ୁ ୧୩ ରନ୍‌ ବ୍ୟୟ କରିଥିଲେ। ତେବେ ରବିବାର ଆଇସିସି ପକ୍ଷରୁ ଏକ ଟ୍ୱିଟ୍‌ କରି କୁହାଯାଇଥିଲା ଯେ ଅମ୍ବାତିଙ୍କ ସନ୍ଦେହଜନକ ବୋଲିଂ ଷ୍ଟାଇଲ୍‌କୁ ନେଇ ପ୍ରଶ୍ନ ଉଠୁଛି। ୧୪ ଦିନ ମଧ୍ୟରେ ତାଙ୍କୁ ବୋଲିଂର ଯାଞ୍ଚ କରାଇବାକୁ ହେବ ଏବଂ ଅନୁମତି ଆସିବାଯାଏ ସେ ବୋଲିଂ କରିପାରିବେନି ବୋଲି କୁହାଯାଇଛି। କିନ୍ତୁ ଏହି ଅବଧିରେ ସେ ବ୍ୟାଟିଂ କରିପାରିବେ।

ସେ ଅଷ୍ଟ୍ରେଲିଆ ବିପକ୍ଷରେ ସିଡ୍‌ନୀଠାରେ ଖେଳାଯାଉଥିବା ଦିନିକିଆର ୨୨ତମ ଏବଂ ୨୪ତମ ଓଭର ବୋଲିଂ କରିଥିଲେ। ମିଡିଲ୍‌ ଅର୍ଡରରେ ବ୍ୟାଟିଂ କରୁଥିବା ଏହି ଖେଳାଳି ଦରକାର ସମୟରେ ପାର୍ଟଟାଇମ୍‌ ଅଫ୍‌ ସ୍ପିନ୍‌ ବୋଲିଂ କରନ୍ତି। ସେ ସମୁଦାୟ ୪୬ ଅନ୍ତର୍ଜାତୀୟ କ୍ରିକେଟ୍‌ ମ୍ୟାଚ୍‌ରୁ ୩ଟି ୱିକେଟ୍‌ ନେଇପାରିଛନ୍ତି। ୯୭ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ରୁ ୧୦ଟି ୱିକେଟ୍‌ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story