ପ୍ରଥମ ଭାରତୀୟ ଭାବେ ଆଇପିଏଲରେ ଏହି ରେକର୍ଡ କଲେ ଅମିତ୍ ମିଶ୍ର

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସ ଦଳର ଲେଗ୍ ସ୍ପିନର ଅମିତ୍ ମିଶ୍ର ଆଇପିଏଲରେ ୧୫୦ ୱିକେଟ୍ ନେବାରେ ପ୍ରଥମ ଭାରତୀୟ ବୋଲର ହୋଇଛନ୍ତି। ଗୁରୁବାର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରେ ରୋହିତ୍ ଶର୍ମାଙ୍କୁ ବୋଲ୍ଡ କରି ଅମିତ୍ ଏହି ଉପଲବ୍ଧି ହାସଲ କରିଛନ୍ତି। ଅମିତ୍ ଆଇପିଏଲରେ ଷଷ୍ଠଥର ପାଇଁ ରୋହିତଙ୍କୁ ଆଉଟ୍ କରିଛନ୍ତି। ନିଜର ୧୪୦ତମ ଆଇପିଏଲ୍ ମ୍ୟାଚ୍ ଖେଳୁଥିବା ୩୬ ବର୍ଷୀୟ ଅମିତ୍ ଗୁରୁବାର ଫିରୋଜ୍ ଶାହ କୋଟଲାରେ ନିଜର ପ୍ରଥମ ବଲରେ ରୋହିତଙ୍କ ବେଲ୍ ଉଡାଇ […]

AMIT

AMIT

Ranjit Kumar Jena
  • Published: Friday, 19 April 2019
  • Updated: 19 April 2019, 02:13 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସ ଦଳର ଲେଗ୍ ସ୍ପିନର ଅମିତ୍ ମିଶ୍ର ଆଇପିଏଲରେ ୧୫୦ ୱିକେଟ୍ ନେବାରେ ପ୍ରଥମ ଭାରତୀୟ ବୋଲର ହୋଇଛନ୍ତି। ଗୁରୁବାର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରେ ରୋହିତ୍ ଶର୍ମାଙ୍କୁ ବୋଲ୍ଡ କରି ଅମିତ୍ ଏହି ଉପଲବ୍ଧି ହାସଲ କରିଛନ୍ତି। ଅମିତ୍ ଆଇପିଏଲରେ ଷଷ୍ଠଥର ପାଇଁ ରୋହିତଙ୍କୁ ଆଉଟ୍ କରିଛନ୍ତି।

ନିଜର ୧୪୦ତମ ଆଇପିଏଲ୍ ମ୍ୟାଚ୍ ଖେଳୁଥିବା ୩୬ ବର୍ଷୀୟ ଅମିତ୍ ଗୁରୁବାର ଫିରୋଜ୍ ଶାହ କୋଟଲାରେ ନିଜର ପ୍ରଥମ ବଲରେ ରୋହିତଙ୍କ ବେଲ୍ ଉଡାଇ ଦେଇଥିଲେ, ଯିଏ ଏହି ମ୍ୟାଚରେ ନିଜର ୮ହଜାର ଟି-୨୦ ରନ୍ ପୂରଣ କରିଥିଲେ। ଆଇପିଏଲରେ ସର୍ବାଧିକ ୱିକେଟ୍ ନେବାରେ ଶ୍ରୀଲଙ୍କାର ଲସିଥ୍ ମାଲିଙ୍କା ଶୀର୍ଷରେ ଅଛନ୍ତି।

ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଥିବା ମାଲିଙ୍ଗା ୧୧୪ ମ୍ୟାଚ୍ ଖେଳି ୧୬୧ ୱିକେଟ୍ ନେଇଛନ୍ତି। ଏହି ମାମଲାରେ ଅମିତ୍ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସେହିପରି ତୃତୀୟ ସ୍ଥାନରେ ପୀୟୂଷ ଚାୱଲା ଅଛନ୍ତି, ଯିଏ ୧୫୨ ମ୍ୟାଚରେ ୧୪୬ ୱିକେଟ୍ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story