ଆଇପିସି ଆଥଲେଟିକ୍ସ ୱାର୍ଲ୍ଡରେ ଅମିତଙ୍କୁ ରୌପ୍ୟ

ଦୋହା: ଆଇପିସି ଆଥଲେଟିକ୍ସ ୱାର୍ଲ୍ଡ ଚମ୍ପିଅନସିପରେ ରୌପ୍ୟ ପଦକ ହାସଲ କରିଛନ୍ତି ଭାରତର ପରା ଆଥେଲଟ୍ ଅମିତ କୁମାର। ଗୁରବାର ସେ ମେନସ୍ କ୍ଲବ୍ ଥ୍ରୋ ଏଫ୍୫୧ ଇଭେଣ୍ଟରେ ରୌପ୍ୟ ପଦକ ଜିତି ଭାରତ ପାଇଁ ଦ୍ୱିତୀୟ ଗୌରବ ଆଣିଛନ୍ତି। ଏଥିରେ ସ୍ୱର୍ଣ୍ଣ ପଦକ ଜିତିଥିବା ସର୍ବିଆର ଜେଲକୋ ଦିମ୍ରିତ୍ରିଜେଭିକ୍ (୨୬.୨୯ ମି), ରୌପ୍ୟ ପଦକ ଜିତି ଭାରତର ଅମିତ (୨୫.୪୪ ମି) ଓ ବ୍ରୋଞ୍ଚ ପଦକ ଜିତିଥିବା ସର୍ବିଆର ମିଲୋ ମିଟିକ୍(୨୫.୪୦ ମି) ଥ୍ରୋ କରିଥିଲେ। […]

add add      Amit wins silver in IPC Athletics Worlds

add add Amit wins silver in IPC Athletics Worlds

Rakesh Mallick
  • Published: Thursday, 29 October 2015
  • Updated: 29 October 2015, 03:38 PM IST

Sports

Latest News

ଦୋହା: ଆଇପିସି ଆଥଲେଟିକ୍ସ ୱାର୍ଲ୍ଡ ଚମ୍ପିଅନସିପରେ ରୌପ୍ୟ ପଦକ ହାସଲ କରିଛନ୍ତି ଭାରତର ପରା ଆଥେଲଟ୍ ଅମିତ କୁମାର। ଗୁରବାର ସେ ମେନସ୍ କ୍ଲବ୍ ଥ୍ରୋ ଏଫ୍୫୧ ଇଭେଣ୍ଟରେ ରୌପ୍ୟ ପଦକ ଜିତି ଭାରତ ପାଇଁ ଦ୍ୱିତୀୟ ଗୌରବ ଆଣିଛନ୍ତି।

ଏଥିରେ ସ୍ୱର୍ଣ୍ଣ ପଦକ ଜିତିଥିବା ସର୍ବିଆର ଜେଲକୋ ଦିମ୍ରିତ୍ରିଜେଭିକ୍ (୨୬.୨୯ ମି), ରୌପ୍ୟ ପଦକ ଜିତି ଭାରତର ଅମିତ (୨୫.୪୪ ମି) ଓ ବ୍ରୋଞ୍ଚ ପଦକ ଜିତିଥିବା ସର୍ବିଆର ମିଲୋ ମିଟିକ୍(୨୫.୪୦ ମି) ଥ୍ରୋ କରିଥିଲେ।

ଅନ୍ୟପକ୍ଷରେ ମଙ୍ଗଳବାର ପୁରୁଷ ଜ୍ୟାଭିଲିନ୍ ଥ୍ରୋ ଏଫ୍୪୬ ଇଭେଣ୍ଟରେ ଭାରତ ଦେବେନ୍ଦ୍ର ଝାଝରିଆ ରୌପ୍ୟ ପଦକ ହାସଲ କରିଥିଲେ। ଦୁଇଟି ରୌପ୍ୟ ପଦକରେ ଭାରତୀୟ ୧୫ ଜଣିଆ ଟିମ୍ ତାର ଅଭିଯାନ ଶେଷ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos