ପ୍ରଥମ ଟି-୨୦ ପରେ ଇଣ୍ଡିଜ ବୋଲରଙ୍କୁ ସତର୍କ କରାଇଲେ ବିଗ ବି

ନୂଆଦିଲ୍ଲୀ: ବିରାଟ କୋହଲିଙ୍କ ବ୍ୟାଟିଂ ପାୱାର ବଳରେ ଟିମ୍‌ ଇଣ୍ଡିଆ ପ୍ରଥମ ଟି-୨୦ରେ ୱେଷ୍ଟଇଣ୍ଡିଜକୁ ୬ ୱିକେଟରେ ପରାସ୍ତ କରିଛି। ବିରାଟ କୋହଲି ମାତ୍ର ୫୦ ବଲରେ ୯୪ ରନ୍‌ର ଅପରାଜିତ ଇନିଂସ୍‌ ଖେଳିବା ସହ ଇଣ୍ଡିଜ ବୋଲରଙ୍କୁ ପ୍ରବଳ ଧୂଲେଇ କରିଥିଲେ। ଏହାପରେ ବଲିଉଡର ବିଗ ବି ତଥା ଅମିତାଭ ବଚ୍ଚନ ଟ୍ୱିଟ କରି ବିରାଟଙ୍କ ପ୍ରଶଂସା କରିଛନ୍ତି। ଖାଲି ସେତିକି ନୁହେଁ ସେ ଇଣ୍ଡିଜ ବୋଲରଙ୍କୁ ସତର୍କ କରାଇଛନ୍ତି। ପ୍ରଥମ ଟି-୨୦ରେ ଇଣ୍ଡିଜ ବୋଲରମାନେ […]

d

d

Hemant Lenka
  • Published: Saturday, 07 December 2019
  • Updated: 07 December 2019, 06:41 PM IST

Sports

Latest News

ନୂଆଦିଲ୍ଲୀ: ବିରାଟ କୋହଲିଙ୍କ ବ୍ୟାଟିଂ ପାୱାର ବଳରେ ଟିମ୍‌ ଇଣ୍ଡିଆ ପ୍ରଥମ ଟି-୨୦ରେ ୱେଷ୍ଟଇଣ୍ଡିଜକୁ ୬ ୱିକେଟରେ ପରାସ୍ତ କରିଛି। ବିରାଟ କୋହଲି ମାତ୍ର ୫୦ ବଲରେ ୯୪ ରନ୍‌ର ଅପରାଜିତ ଇନିଂସ୍‌ ଖେଳିବା ସହ ଇଣ୍ଡିଜ ବୋଲରଙ୍କୁ ପ୍ରବଳ ଧୂଲେଇ କରିଥିଲେ।

ଏହାପରେ ବଲିଉଡର ବିଗ ବି ତଥା ଅମିତାଭ ବଚ୍ଚନ ଟ୍ୱିଟ କରି ବିରାଟଙ୍କ ପ୍ରଶଂସା କରିଛନ୍ତି। ଖାଲି ସେତିକି ନୁହେଁ ସେ ଇଣ୍ଡିଜ ବୋଲରଙ୍କୁ ସତର୍କ କରାଇଛନ୍ତି। ପ୍ରଥମ ଟି-୨୦ରେ ଇଣ୍ଡିଜ ବୋଲରମାନେ ବିରାଟଙ୍କ ସହ ଯେଉଁ ଭୁଲ କରିଥିଲେ ଦ୍ୱିତୀୟ ଟି-୨୦ରେ ସେମିତି ଭୁଲ ନ କରିବା ପାଇଁ ଅମିତାଭ ପରାମର୍ଶ ଦେଇଛନ୍ତି।

ସେ କହିଛନ୍ତି, “ବନ୍ଧୁ ମୁଁ କେତେଥର କହିଛି ତୁମେ ମାନେ ବିରାଟଙ୍କୁ ଚିଡ଼ାଅ ନାହିଁ, ଚିଡ଼ାଅ ନାହିଁ, ଚିଡ଼ାଅ ନାହିଁ। କିନ୍ତୁ ତୁମେମାନେ କେବେ ହେଲେ ମୋ କଥାକୁ ଶୁଣିଲ ନାହିଁ। ତୁମେ ମାନେ ତାଙ୍କୁ ଚିଡ଼ାଇଲ ଏବଂ ସେ ଏହାର ଉପଯୁକ୍ତ ଜବାବ ତୁମମାନଙ୍କ ହାତରେ ଧରାଇ ଦେଲେ। ଦେଖ ଦେଖ ଇଣ୍ଡିଜ ଖେଳାଳିଙ୍କ ମୁହଁ ଦେଖ। କେତେ ମାଇଲେ , କେତେ ପଟିଲେ।”

ବିଗ୍‌ ବି ଏହି ଟ୍ୱିଟ ସହ ବିରାଟଙ୍କ ନୋଟ୍‌ ବୁକ୍‌ ସେଲିବ୍ରେସନର ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି। ଅମିତାଭଙ୍କ ଏହି ଟ୍ୱିଟକୁ ସମସ୍ତେ ଶେୟାର କରିବାରେ ଲାଗିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story