ନିରାଶ କଲେ ଓଡ଼ିଆ ପୁଅ ଅମୀୟ: ସ୍ୱର୍ଣ୍ଣ ଆଶା ଧୂଳିସାତ, ଦୁଇ ଦୁଇଟି ଇଭେଣ୍ଟରୁ ଡିସକ୍ୱାଲିଫାଏ

ଭୁବନେଶ୍ୱର: ଏସୀୟ ଦୌଡ଼କୁଦ ପ୍ରତିଯୋଗିତାରେ ନିରାଶ କରିଛନ୍ତି ଭାରତର ଦୃତତ୍ତମ ଧାବକ ତଥା ଓଡିଆ ପୁଅ ଅମୀୟ ମଲ୍ଲିକ।  ତେବେ ୪ ଗୁଣା ଶହେ ମିଟର ପୁରୁଷ ରିଲେ ଦୌଡରେ ଭାରତ ଡିସକ୍ୱାଲିଫାଏ ହୋଇଯାଇଛି। ତେବେ ଏହି ଅଭେଣ୍ଟରେ ଅଂଶଗ୍ରହଣ କରିଥିବା ଜେ ଦେବନାଥ୍‌ ଓ ଅମୀୟଙ୍କ ମଧ୍ୟରେ ତାଳମେଳ ଅଭାବରୁ ଭାରତ ଡିସକ୍ୱାଲିଫାଏ ହୋଇଛି। ଏହାପରେ ମଧ୍ୟ ସମାନ ଘଟଣା ଅମୀୟଙ୍କ ସହ ପୁଣି ଘଟିଛି। ୧୦୦ ମିଟର ରେସ୍‌ ସେମିଫାଇନାଲ୍‌ରେ ସେ  ଡିସକ୍ୱାଲିଫାଏ ହୋଇଛନ୍ତି।  […]

amiya

amiya

Rakesh Mallick
  • Published: Friday, 07 July 2017
  • Updated: 07 July 2017, 07:23 PM IST

Sports

Latest News

ଭୁବନେଶ୍ୱର: ଏସୀୟ ଦୌଡ଼କୁଦ ପ୍ରତିଯୋଗିତାରେ ନିରାଶ କରିଛନ୍ତି ଭାରତର ଦୃତତ୍ତମ ଧାବକ ତଥା ଓଡିଆ ପୁଅ ଅମୀୟ ମଲ୍ଲିକ।  ତେବେ ୪ ଗୁଣା ଶହେ ମିଟର ପୁରୁଷ ରିଲେ ଦୌଡରେ ଭାରତ ଡିସକ୍ୱାଲିଫାଏ ହୋଇଯାଇଛି। ତେବେ ଏହି ଅଭେଣ୍ଟରେ ଅଂଶଗ୍ରହଣ କରିଥିବା ଜେ ଦେବନାଥ୍‌ ଓ ଅମୀୟଙ୍କ ମଧ୍ୟରେ ତାଳମେଳ ଅଭାବରୁ ଭାରତ ଡିସକ୍ୱାଲିଫାଏ ହୋଇଛି। ଏହାପରେ ମଧ୍ୟ ସମାନ ଘଟଣା ଅମୀୟଙ୍କ ସହ ପୁଣି ଘଟିଛି। ୧୦୦ ମିଟର ରେସ୍‌ ସେମିଫାଇନାଲ୍‌ରେ ସେ  ଡିସକ୍ୱାଲିଫାଏ ହୋଇଛନ୍ତି।  ଫଲ୍ସ ହିଟ୍ ପାଇଁ ସେ ୧୦୦ ମିଟର ରେସ୍‌ରୁ ବିଦା ହୋଇଛନ୍ତି। ସୂଚନା ମିଳିବା ପୂର୍ବରୁ ସେ ଦୌଡ଼ିବା ଆରମ୍ଭ କରିଦେଇଥିବାରୁ ତାଙ୍କୁ ଡିସକ୍ୱାଲିଫାଏ ଘୋଷଣା କରାଯାଇଛି। ଫଳରେ ଏହି ୨ଟି ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ପାଇଁ ପ୍ରମୁଖ ଦାବିଦାର ଥିବା ଅମୀୟ ରାଜ୍ୟ ତଥା ଦେଶବାସୀଙ୍କୁ ନିରାଶ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos