ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ଜାଠଙ୍କୁ ନିବେଦନ କଲେ ସେହୱାଗ

ନୂଆଦିଲ୍ଲୀ: ଭାରତର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହୱାଗ୍ ଜାଠ୍‌ମାନଙ୍କୁ ସେମାନେ ଚଳାଇଥିବା ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ନିବେଦନ କରିଛନ୍ତି। ସେ କହିଛନ୍ତି,‘ଜାଠ୍‌ମାନେ ବିନାଶକର୍ତ୍ତା ନ ହୋଇ ତ୍ରାଣକର୍ତ୍ତା ହୁଅନ୍ତୁ। ହିଂସା ପରିହାର କରି ସାମ୍ବିଧାନିକ ବ୍ୟବସ୍ଥା ମଧ୍ୟରେ ସେମାନେ ସରକାରଙ୍କ ସମ୍ମୁଖରେ ଦାବି ଉପସ୍ଥାପନ କରନ୍ତୁ।’ ସେ ଟ୍ୱିଟ୍‌ କରି କହିଛନ୍ତି, ‘ଆମେ ଦେଶ ଗଢ଼ିଛନ୍ତି। ଆମେ ଆମ ତ୍ୟାଗକୁ ଦେଶ ଗଠନ ପାଇଁ ବ୍ୟବହାର କରିବା ଉଚିତ।’ ଜାଠ୍‌ ଆନ୍ଦୋଳନକୁ ବନ୍ଦ କରିବା ସହ […]

Virender Sehwag

Virender Sehwag

Rakesh Mallick
  • Published: Sunday, 21 February 2016
  • Updated: 22 February 2016, 05:12 AM IST

Sports

Latest News

ନୂଆଦିଲ୍ଲୀ: ଭାରତର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହୱାଗ୍ ଜାଠ୍‌ମାନଙ୍କୁ ସେମାନେ ଚଳାଇଥିବା ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ନିବେଦନ କରିଛନ୍ତି। ସେ କହିଛନ୍ତି,‘ଜାଠ୍‌ମାନେ ବିନାଶକର୍ତ୍ତା ନ ହୋଇ ତ୍ରାଣକର୍ତ୍ତା ହୁଅନ୍ତୁ। ହିଂସା ପରିହାର କରି ସାମ୍ବିଧାନିକ ବ୍ୟବସ୍ଥା ମଧ୍ୟରେ ସେମାନେ ସରକାରଙ୍କ ସମ୍ମୁଖରେ ଦାବି ଉପସ୍ଥାପନ କରନ୍ତୁ।’

ସେ ଟ୍ୱିଟ୍‌ କରି କହିଛନ୍ତି, ‘ଆମେ ଦେଶ ଗଢ଼ିଛନ୍ତି। ଆମେ ଆମ ତ୍ୟାଗକୁ ଦେଶ ଗଠନ ପାଇଁ ବ୍ୟବହାର କରିବା ଉଚିତ।’

ଜାଠ୍‌ ଆନ୍ଦୋଳନକୁ ବନ୍ଦ କରିବା ସହ ଶାନ୍ତି ବଜାୟ ରଖିବାକୁ ହରିୟାଣା ମୁଖ୍ୟମନ୍ତ୍ରୀ ଏମଏଲ ଖଟ୍ଟର ମଧ୍ୟ ନିବେଦନ କରିଛନ୍ତି।

ଜାଠ୍‌ଙ୍କ ଆନ୍ଦୋଳନ ଯୋଗୁଁ ରୋହତକ, ଜିଣ୍ଡ୍, ଭିୱାନୀ ଓ ହିସାରରେ ଜିଲ୍ଲାରେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story