ଧୋନିଙ୍କ ପ୍ରତ୍ୟାବର୍ତ୍ତନ ନେଇ ଏମିତି କହିଲେ କୁମ୍ବଲେ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ୬ମାସରୁ ଅଧିକ ସମୟ ଧରି କ୍ରିକେଟ୍ ମଇଦାନରୁ ବାହାରେ ଅଛନ୍ତି। ଧୋନିଙ୍କୁ ପୁଣିଥରେ ନୀଳ ଜର୍ସିରେ ଦେଖିବା ପାଇଁ କ୍ରିକେଟପ୍ରେମୀ ଅପେକ୍ଷା କରି ରହିଛନ୍ତି। ଆସନ୍ତାବର୍ଷ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ୍ ଖେଳାଯିବ। ବିଶ୍ୱକପ୍ ପାଇଁ ଧୋନିଙ୍କୁ ଟିମରେ କରାଯିବ ନାହିଁ, ତାହା କେବଳ ଚୟନକର୍ତ୍ତା ଏବଂ କ୍ୟାପଟେନ୍ ବିରାଟ୍ କୋହଲି ହିଁ କହିପାରିବେ। ତେବେ ଏହି ମାମଲାରେ ଭାରତର ପୂର୍ବତନ କୋଚ୍ ଏବଂ କ୍ୟାପଟେନ୍ ଅନୀଲ […]

kumble

kumble

Ranjit Kumar Jena
  • Published: Tuesday, 31 December 2019
  • Updated: 31 December 2019, 09:03 PM IST

Sports

Latest News

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ୬ମାସରୁ ଅଧିକ ସମୟ ଧରି କ୍ରିକେଟ୍ ମଇଦାନରୁ ବାହାରେ ଅଛନ୍ତି। ଧୋନିଙ୍କୁ ପୁଣିଥରେ ନୀଳ ଜର୍ସିରେ ଦେଖିବା ପାଇଁ କ୍ରିକେଟପ୍ରେମୀ ଅପେକ୍ଷା କରି ରହିଛନ୍ତି। ଆସନ୍ତାବର୍ଷ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ୍ ଖେଳାଯିବ। ବିଶ୍ୱକପ୍ ପାଇଁ ଧୋନିଙ୍କୁ ଟିମରେ କରାଯିବ ନାହିଁ, ତାହା କେବଳ ଚୟନକର୍ତ୍ତା ଏବଂ କ୍ୟାପଟେନ୍ ବିରାଟ୍ କୋହଲି ହିଁ କହିପାରିବେ। ତେବେ ଏହି ମାମଲାରେ ଭାରତର ପୂର୍ବତନ କୋଚ୍ ଏବଂ କ୍ୟାପଟେନ୍ ଅନୀଲ କୁମ୍ବଲେଙ୍କର ଭିନ୍ନ ମତ ରହିଛି। କୁମ୍ବଲେଙ୍କ ମତରେ ଅଷ୍ଟ୍ରେଲିଆରେ ହେବାକୁଥିବା ଟି-୨୦ ବିଶ୍ୱକପ୍ ପାଇଁ ଟିମରେ ସ୍ଥାନ ପାଇବାକୁ ହେଲେ ଧୋନିଙ୍କୁ ୨୦୨୦ରେ ଆଇପିଏଲରେ ଭଲ ପ୍ରଦର୍ଶନ କରିଛନ୍ତି।

କୁମ୍ବଲେ କହିଛନ୍ତି, "ଧୋନି ଆଇପିଏଲରେ କେମିତି ପ୍ରଦର୍ଶନ କରୁଛନ୍ତି, ତାହା ଅଧିକ ଗୁରୁତ୍ୱପୂର୍ଣ୍ଣ। ଯଦି ଭାରତୀୟ ଟିମକୁ ଲାଗୁଛି ଯେ ବିଶ୍ୱକପରେ ସେମାନଙ୍କୁ ଧୋନିଙ୍କର ଆବଶ୍ୟକତା ରହିଛି, ତାହେଲେ ତାଙ୍କୁ ଟିମରେ ରଖିପାରନ୍ତି। ଧୋନିଙ୍କ ଉପସ୍ଥିତି ଟିମକୁ ନିଶ୍ଚିତ ଫାଇଦା ଦେବ। କାରଣ ୱିକେଟ୍ ପଛରେ ଧୋନିଙ୍କଠାରୁ ଭଲ ବିକଳ୍ପ ହୁଏତ ବର୍ତ୍ତମାନ କେହି ନାହାନ୍ତି। ମୋ ମତରେ ଯଦି ଧୋନି ପୁଣିଥରେ କମବ୍ୟାକ୍ କରିବାକୁ ଚାହୁଁଛନ୍ତି, ତାହେଲେ ତାଙ୍କୁ ଆଇପିଏଲରେ ନିଜ ବ୍ୟାଟ୍ ଦ୍ୱାରା ପ୍ରମାଣିତ କରିବାକୁ ପଡ଼ିବ।"

ସୂଚନାଯୋଗ୍ୟ, ଧୋନି ନିଜ ଭବିଷ୍ୟତକୁ ନେଇ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ କରିନାହାନ୍ତି। ଧୋନି ଜୁଲାଇ-୨୦୧୯ରେ ନିଜର ଶେଷ ଦିନିକିଆ ମ୍ୟାଚ୍ ଖେଳିଥିଲା, ଯାହା ବିଶ୍ୱକପ୍ ସେମିଫାଇନାଲ୍ ଥିଲା। ଏହି ମୁକାବିଲାରେ ପରାଜୟ ସହ ଭାରତର ବିଶ୍ୱକପ୍ ଅଭିଯାନ ଶେଷ ହୋଇଥିଲା। ଏହା ପରେ ଧୋନି ଜାତୀୟ ଦଳରୁ ଦୂରରେ ଅଛନ୍ତି। ଏହା ପୂର୍ବରୁ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କହିଥିଲେ, ଧୋନି ନିଜ ଭବିଷ୍ୟତ ସମ୍ବନ୍ଧରେ କ୍ୟାପଟେନ୍ ବିରାଟ୍ କୋହଲି ଏବଂ ଚୟନକର୍ତ୍ତାଙ୍କ ସହ କଥା ହେବେ ବୋଲି ମୁଁ ଆଶା କରୁଛି।

ଅନ୍ୟପକ୍ଷରେ ଭାରତୀୟ ଟିମର ବୋଲିଂ ଆକ୍ରମଣକୁ ନେଇ କୁମ୍ବଲେ କହିଛନ୍ତି, ବର୍ତ୍ତମାନ ଭାରତୀୟ ଟିମକୁ ଅଲରାଉଣ୍ଡର ଖେଳାଳି ବଦଳରେ ସ୍ପେଶାଲିଷ୍ଟ ବୋଲରଙ୍କ ଆବଶ୍ୟକତା ଅଛି। ଯେଉଁ ବୋଲର ୱିକେଟ୍ ନେବାର ଦକ୍ଷତା ରଖିଛନ୍ତି, ସେମାନଙ୍କୁ ଟିମରେ ସାମିଲ୍ କରାଯିବା ଦରକାର ଏବଂ ଏଥିପାଇଁ କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲଙ୍କୁ ଟିମରେ ନିୟମିତ ସୁଯୋଗ ମିଳିବା ଦରକାର। ତେଣୁ ବର୍ତ୍ତମାନ ଅଲରାଉଣ୍ଡର ଖୋଜିବା ବଦଳରେ ସ୍ପେଶାଲିଷ୍ଟ ବୋଲରଙ୍କ ଉପରେ ଅଧିକ ଫୋକସ୍ ଦେବାର ଆବଶ୍ୟକତା ରହିଛି।

କୁମ୍ବଲେ କହିଛନ୍ତି, ୨୦୨୦ ଶେଷଭାଗରେ ଭାରତ ଅଷ୍ଟ୍ରେଲିଆ ଗସ୍ତ କରିବ। ଅଷ୍ଟ୍ରେଲିଆ ଗସ୍ତ କୌଣସି ଟିମ୍ ପାଇଁ ସବୁଠାରୁ ଅଧିକ ଚ୍ୟାଲେଞ୍ଜିଂ ହୋଇଥାଏ। ଅଷ୍ଟ୍ରେଲିଆ ଗସ୍ତ ପାଇଁ ଚୟନ କରିବା ଏକ ଲମ୍ବା ପ୍ରକ୍ରିୟା। ଏବେଠାରୁ ଅଷ୍ଟ୍ରେଲିଆ ଗସ୍ତ ଉପରେ ଚିନ୍ତା କରାଯାଉ। ଅଷ୍ଟ୍ରେଲିଆରେ କେଉଁ ବୋଲର ଭଲ ପ୍ରଦର୍ଶନ କରିବେ ଏବଂ କାହା ପାଖରେ ୱିକେଟ୍ ନେବାର ଦକ୍ଷତା ରହିଛି, କାରଣ ଏହାଦ୍ୱାରା ବିପକ୍ଷ ଟିମ୍ ଉପରେ ଚାପ ପଡ଼ିବ। ଟି-୨୦ ବିଶ୍ୱକପକୁ ନେଇ କୁମ୍ବଲେ କହିଛନ୍ତି, ଟି-୨୦ ବିଶ୍ୱକପର ୧୦-୧୨ ମ୍ୟାଚ୍ ପୂର୍ବରୁ ଭାରତ ଟିମ୍ ଚୟନ କରିବା ଦରକାର। ବିଶ୍ୱକପ୍ ଭଳି ଇଭେଣ୍ଟ ପାଇଁ ବହୁ ଆଗରୁ ପ୍ରସ୍ତୁତ ହେବା ଦରକାର।"

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story