କେଏସ୍‌ସି ସଭାପତି ପଦବୀ ଛାଡିଲେ ଅଞ୍ଜୁ ବବି ଜର୍ଜ

ନୂଆଦିଲ୍ଲୀ: କେରଳ ସ୍ପୋର୍ଟ୍ସ କାଉନ୍‌ସିଲ୍‌(କେଏସ୍‌ସି) ସଭାପତି ପଦବୀ ଛାଡିଛନ୍ତି ଆଥ୍‌ଲେଟ୍‌ ଅଞ୍ଜୁ ବବି ଜର୍ଜ। କେଏସ୍‌ସିର ଅନ୍ୟତମ ସଦସ୍ୟ ଓ କ୍ରୀଡାମନ୍ତ୍ରୀ ଇ.ପି. ଜୟରାଜନ୍‌ ତାଙ୍କୁ ମାନସିକ ଭାବେ ନିର୍ଯାତନା ଦେବା ଅଭିଯୋଗ କରିବାର ଦିନକ ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି। ମିଳିଥିବା ସୂଚନା ମୁତବକ କାଉନ୍‌ସିଲ୍‌ର ଅନ୍ୟତମ ସଦସ୍ୟ ଭଲ୍ଲିବଲ ଖେଳାଳି ଟମ୍‌ ଜୋସେଫ୍‌ ମଧ୍ୟ ପଦବୀ ଛାଡି ଦେବା ଆଶା କରାଯାଉଛି। ଗତବର୍ଷ ଓମେନ୍‌ ଚାଣ୍ଡିଙ୍କ ସରକାର ଥିବା ବେଳେ ସେ ସଭାପତି […]

anju-bobby-george

Rakesh Mallick
  • Published: Wednesday, 22 June 2016
  • , Updated: 22 June 2016, 05:26 PM IST

ନୂଆଦିଲ୍ଲୀ: କେରଳ ସ୍ପୋର୍ଟ୍ସ କାଉନ୍‌ସିଲ୍‌(କେଏସ୍‌ସି) ସଭାପତି ପଦବୀ ଛାଡିଛନ୍ତି ଆଥ୍‌ଲେଟ୍‌ ଅଞ୍ଜୁ ବବି ଜର୍ଜ। କେଏସ୍‌ସିର ଅନ୍ୟତମ ସଦସ୍ୟ ଓ କ୍ରୀଡାମନ୍ତ୍ରୀ ଇ.ପି. ଜୟରାଜନ୍‌ ତାଙ୍କୁ ମାନସିକ ଭାବେ ନିର୍ଯାତନା ଦେବା ଅଭିଯୋଗ କରିବାର ଦିନକ ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି।

ମିଳିଥିବା ସୂଚନା ମୁତବକ କାଉନ୍‌ସିଲ୍‌ର ଅନ୍ୟତମ ସଦସ୍ୟ ଭଲ୍ଲିବଲ ଖେଳାଳି ଟମ୍‌ ଜୋସେଫ୍‌ ମଧ୍ୟ ପଦବୀ ଛାଡି ଦେବା ଆଶା କରାଯାଉଛି।

ଗତବର୍ଷ ଓମେନ୍‌ ଚାଣ୍ଡିଙ୍କ ସରକାର ଥିବା ବେଳେ ସେ ସଭାପତି ଭାବେ ନିଯୁକ୍ତି ପାଇଥିଲେ।

Related story