ରିଓ ଅଲିମ୍ପିକ୍‌ ପାଇଁ ଯୋଗ୍ୟତା ଅର୍ଜନ କଲେ ଅଙ୍କିତ ଶର୍ମା

ଅଲ୍‌ମାଇଟି(କାଜାଖାସ୍ତାନ): ଭାରତ ପକ୍ଷରୁ ଦୂର ଡିଆଁ ଇଭେଣ୍ଟରେ ରିଓ ଅଲିମ୍ପିକ୍‌ ପାଇଁ ଆଜି ଯୋଗ୍ୟତା ଅର୍ଜନ କରିଛନ୍ତି ଭାରତୀୟ ପ୍ରତିଯୋଗୀ ଅଙ୍କିତ ଶାର୍ମା। କାଜାଖାସ୍ତାନରେ ଜାରି ରହିଥିବା ପୋଲିଶ ଆଥ୍‌ଲେଟିକ୍‌ ଚାମ୍ପିଅନ୍‌ସିପ୍‌ରେ ସେ ଆଜି ଏହି କୃତ୍ତିତ୍ୱ ହାସଲ କରିଛନ୍ତି। ମଧ୍ୟପ୍ରଦେଶର ଏହି ପ୍ରତିଯୋଗୀ ଜଣକ ୮.୧୭ ମିଟର ଡେଇଁ ରେକର୍ଡ ସ୍ଥାପନ କରିବା ସହ ରିଓ ଅଲିମ୍ପିକ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ରିଓ ଅଲିମ୍ପିକ୍ସ ଆସନ୍ତା ଅଗଷ୍ଟ ୫ ତାରିଖରୁ ଅଗଷ୍ଟ ୨୧ ତାରିଖ […]

ankit-sharma

Rakesh Mallick
  • Published: Sunday, 26 June 2016
  • , Updated: 26 June 2016, 06:40 PM IST

ଅଲ୍‌ମାଇଟି(କାଜାଖାସ୍ତାନ): ଭାରତ ପକ୍ଷରୁ ଦୂର ଡିଆଁ ଇଭେଣ୍ଟରେ ରିଓ ଅଲିମ୍ପିକ୍‌ ପାଇଁ ଆଜି ଯୋଗ୍ୟତା ଅର୍ଜନ କରିଛନ୍ତି ଭାରତୀୟ ପ୍ରତିଯୋଗୀ ଅଙ୍କିତ ଶାର୍ମା। କାଜାଖାସ୍ତାନରେ ଜାରି ରହିଥିବା ପୋଲିଶ ଆଥ୍‌ଲେଟିକ୍‌ ଚାମ୍ପିଅନ୍‌ସିପ୍‌ରେ ସେ ଆଜି ଏହି କୃତ୍ତିତ୍ୱ ହାସଲ କରିଛନ୍ତି। ମଧ୍ୟପ୍ରଦେଶର ଏହି ପ୍ରତିଯୋଗୀ ଜଣକ ୮.୧୭ ମିଟର ଡେଇଁ ରେକର୍ଡ ସ୍ଥାପନ କରିବା ସହ ରିଓ ଅଲିମ୍ପିକ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।

ରିଓ ଅଲିମ୍ପିକ୍ସ ଆସନ୍ତା ଅଗଷ୍ଟ ୫ ତାରିଖରୁ ଅଗଷ୍ଟ ୨୧ ତାରିଖ ଯାଏଁ ଅନୁଷ୍ଠିତ ହେବ।

Related story