ପ୍ରଥମ ଟେଷ୍ଟରୁ କୀମୋ ପଲ୍ ଆଉଟ୍

ନର୍ଥ ସାଉଣ୍ଡ୍: ଭାରତ ବିପକ୍ଷ ଟେଷ୍ଟ ସିରିଜ୍ ଆରମ୍ଭ ହେବା ପୂର୍ବରୁ ୱେଷ୍ଟଇଣ୍ଡିଜକୁ ବଡ଼ ଝଟକା ଲାଗିଛି। ଅଲରାଉଣ୍ଡର କୀମୋ ପଲ ଆହତ କାରଣରୁ ଭାରତ ବିପକ୍ଷ ପ୍ରଥମ ଟେଷ୍ଟରୁ ବାଦ୍ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ପେସ୍ ବୋଲର ମିଜୁଏଲ କମିନ୍ସଙ୍କୁ ୱେଷ୍ଟଇଣ୍ଡିଜ୍ ଟିମରେ ସ୍ଥାନ ମିଳିଛି। ପଲଙ୍କ ବାମ ଗୋଡର ପାଦ ଗଣ୍ଠିରେ ଆଘାତ ଲାଗିଛି। ବର୍ତ୍ତମାନ ସେ ରିହ୍ୟାବିଲିଟେଶନ୍ ପାଇଁ ଆଣ୍ଟିଗୁଆରେ ରହିବେ। ୱେଷ୍ଟଇଣ୍ଡିଜ୍ ଟିମର ଅନ୍ତରୀଣ କୋଚ୍ ଫ୍ଲଏଡ୍ ରିଫର୍ କହିଛନ୍ତି, “ଆହତ […]

keemo

keemo

Ranjit Kumar Jena
  • Published: Thursday, 22 August 2019
  • Updated: 22 August 2019, 06:52 PM IST

Sports

Latest News

ନର୍ଥ ସାଉଣ୍ଡ୍: ଭାରତ ବିପକ୍ଷ ଟେଷ୍ଟ ସିରିଜ୍ ଆରମ୍ଭ ହେବା ପୂର୍ବରୁ ୱେଷ୍ଟଇଣ୍ଡିଜକୁ ବଡ଼ ଝଟକା ଲାଗିଛି। ଅଲରାଉଣ୍ଡର କୀମୋ ପଲ ଆହତ କାରଣରୁ ଭାରତ ବିପକ୍ଷ ପ୍ରଥମ ଟେଷ୍ଟରୁ ବାଦ୍ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ପେସ୍ ବୋଲର ମିଜୁଏଲ କମିନ୍ସଙ୍କୁ ୱେଷ୍ଟଇଣ୍ଡିଜ୍ ଟିମରେ ସ୍ଥାନ ମିଳିଛି। ପଲଙ୍କ ବାମ ଗୋଡର ପାଦ ଗଣ୍ଠିରେ ଆଘାତ ଲାଗିଛି। ବର୍ତ୍ତମାନ ସେ ରିହ୍ୟାବିଲିଟେଶନ୍ ପାଇଁ ଆଣ୍ଟିଗୁଆରେ ରହିବେ।

ୱେଷ୍ଟଇଣ୍ଡିଜ୍ ଟିମର ଅନ୍ତରୀଣ କୋଚ୍ ଫ୍ଲଏଡ୍ ରିଫର୍ କହିଛନ୍ତି, "ଆହତ କାରଣରୁ କୀମୋ ଏହି ମ୍ୟାଚରୁ ବାହାର ହୋଇଛନ୍ତି। ତାଙ୍କ ବଦଳରେ ସ୍ଥାନ ପାଇଥିବା ମିଜୁଏଲଙ୍କ ପାଖରେ ଭଲ ଅଭିଜ୍ଞତା ରହିଛି। କମିନ୍ସଙ୍କୁ ଭାରତ-ଏ ବିପକ୍ଷ ସିରିଜ୍ ଏବଂ ଟ୍ରେନିଂ ସେସନରେ ଦେଖିବାକୁ ମିଳିଥିଲା। ତାଙ୍କର ଲାଇନ୍ ଓ ଲେନ୍ଥରେ ଅନେକ ସୁଧାର ଆସିଛି। ବର୍ତ୍ତମାନ ସେ ଜଣେ ପରିଶ୍ରମୀ ବୋଲର ଏବଂ ୱେଷ୍ଟଇଣ୍ଡିଜକୁ ଟେଷ୍ଟ ସିରିଜ୍ ଜିତାଇବାରେ ପ୍ରମୁଖ ଯୋଗଦାନ କରିପାରନ୍ତି।"

ସୂଚନାଯୋଗ୍ୟ, ତିନିବର୍ଷ ପୂର୍ବେ କମିନ୍ସ ଭାରତ ବିପକ୍ଷରେ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିଥିଲେ। ସେ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଇନିଂସରେ ୪୮ ରନ୍ ଦେଇ ୬ ୱିକେଟ୍ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story