କୋଏମ୍ବାଟୁର ମାରାଥନ୍ ଜିତିଲେ ଅନୁପ ପ୍ରକାଶ ଓ ବସନ୍ତମଣି

କୋଏମ୍ବାଟୁର:  ମାଡ୍ରାସ୍ ରେଜିମେଣ୍ଟାଲ୍ ସେଣ୍ଟର (ଏମ୍‌ଆର୍‌ସି)ର ଅନୁପ ପ୍ରକାଶ ଆଜି ୨୧.୧ କି.ମି କୋଏମ୍ବାଟୁର ମାରାଥନର ପୁରୁଷ ବର୍ଗରେ ବିଜୟୀ ହୋଇଛନ୍ତି। ସେହିଭଳି ଆର୍. ବସନ୍ତମଣି ମହିଳା ବର୍ଗରେ ବିଜୟୀ ହୋଇଛନ୍ତି। କେରଳର ଇଦୁକ୍କିର ଅନୁପ ୧ ଘଣ୍ଟା ୫ ମିନିଟ୍ ୨୨ ସେକେଣ୍ଡରେ ନିର୍ଦ୍ଧାରିତ ଦୂରତା ଅତିକ୍ରମ କରିଥିଲେ। ସେହିଭଳି ଆର୍.ବସନ୍ତମଣି ଏହି ଦୂରତ୍ୱ ଅତିକ୍ରମ କରିବାକୁ ୧ ଘଣ୍ଟା ୩୩ ମିନିଟ୍ ୫ ସେକେଣ୍ଡ ସମୟ ନେଇଥିଲେ।

marathon

Rakesh Mallick
  • Published: Sunday, 02 October 2016
  • , Updated: 02 October 2016, 05:17 PM IST

କୋଏମ୍ବାଟୁର:  ମାଡ୍ରାସ୍ ରେଜିମେଣ୍ଟାଲ୍ ସେଣ୍ଟର (ଏମ୍‌ଆର୍‌ସି)ର ଅନୁପ ପ୍ରକାଶ ଆଜି ୨୧.୧ କି.ମି କୋଏମ୍ବାଟୁର ମାରାଥନର ପୁରୁଷ ବର୍ଗରେ ବିଜୟୀ ହୋଇଛନ୍ତି। ସେହିଭଳି ଆର୍. ବସନ୍ତମଣି ମହିଳା ବର୍ଗରେ ବିଜୟୀ ହୋଇଛନ୍ତି।

କେରଳର ଇଦୁକ୍କିର ଅନୁପ ୧ ଘଣ୍ଟା ୫ ମିନିଟ୍ ୨୨ ସେକେଣ୍ଡରେ ନିର୍ଦ୍ଧାରିତ ଦୂରତା ଅତିକ୍ରମ କରିଥିଲେ। ସେହିଭଳି ଆର୍.ବସନ୍ତମଣି ଏହି ଦୂରତ୍ୱ ଅତିକ୍ରମ କରିବାକୁ ୧ ଘଣ୍ଟା ୩୩ ମିନିଟ୍ ୫ ସେକେଣ୍ଡ ସମୟ ନେଇଥିଲେ।

Related story