ଆନ୍ତର୍ଜାତିକ କବାଡି ଖେଳାଳି କବଳାନାଙ୍କ ଡେଙ୍ଗୁରେ ମୃତ୍ୟୁ

ନୂଆଦିଲ୍ଲୀ: ପୂର୍ବତନ ଆନ୍ତରାଷ୍ଟ୍ରୀୟ କବାଡି ଖେଳାଳି ପ୍ରତାପ ସିଂ କବଳାନାଙ୍କ ଶୁକ୍ରବାର ଡେଙ୍ଗୁରେ ମୃତ୍ୟୁ ଘଟିଛି। ଡେଙ୍ଗୁ ଆକ୍ରାନ୍ତ ହୋଇ କବଳାନା ଗୁଡଗାଁଓ ସ୍ଥିତି ମେଦାତ ହସ୍ପିଟାଲରେ ଚିକିତ୍ସା ହେଉଥିଲେ। ହସ୍ପିଟାଲକୁ ଆଣିବା ସମୟରେ କବଳାନାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ଡାକ୍ତର କହିଛନ୍ତି। ତାଙ୍କ ମୃତ୍ୟୁ ଖବର ଜାଣିବା ପରେ ଖେଳପ୍ରେମୀଙ୍କ ମଧ୍ୟରେ ନିରାଶା ଖେଳିଯାଇଛି। ସୂଚନାଯୋଗ୍ୟ, ରାଜଧାନୀ ଦିଲ୍ଲୀ ଅନ୍ତର୍ଗତ ଏହାର ଆଖପାଖ ଅଞ୍ଚଳରେ ଡେଙ୍ଗୁ ରୋଗୀ ସଂଖ୍ୟା ବୃଦ୍ଧି ପାଇବା ସହ ମୃତକଙ୍କ ସଂଖ୍ୟ […]

medanta_

medanta_

Rakesh Mallick
  • Published: Friday, 18 September 2015
  • Updated: 19 September 2015, 01:58 PM IST

Sports

Latest News

ନୂଆଦିଲ୍ଲୀ: ପୂର୍ବତନ ଆନ୍ତରାଷ୍ଟ୍ରୀୟ କବାଡି ଖେଳାଳି ପ୍ରତାପ ସିଂ କବଳାନାଙ୍କ ଶୁକ୍ରବାର ଡେଙ୍ଗୁରେ ମୃତ୍ୟୁ ଘଟିଛି। ଡେଙ୍ଗୁ ଆକ୍ରାନ୍ତ ହୋଇ କବଳାନା ଗୁଡଗାଁଓ ସ୍ଥିତି ମେଦାତ ହସ୍ପିଟାଲରେ ଚିକିତ୍ସା ହେଉଥିଲେ।

ହସ୍ପିଟାଲକୁ ଆଣିବା ସମୟରେ କବଳାନାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ଡାକ୍ତର କହିଛନ୍ତି। ତାଙ୍କ ମୃତ୍ୟୁ ଖବର ଜାଣିବା ପରେ ଖେଳପ୍ରେମୀଙ୍କ ମଧ୍ୟରେ ନିରାଶା ଖେଳିଯାଇଛି। ସୂଚନାଯୋଗ୍ୟ, ରାଜଧାନୀ ଦିଲ୍ଲୀ ଅନ୍ତର୍ଗତ ଏହାର ଆଖପାଖ ଅଞ୍ଚଳରେ ଡେଙ୍ଗୁ ରୋଗୀ ସଂଖ୍ୟା ବୃଦ୍ଧି ପାଇବା ସହ ମୃତକଙ୍କ ସଂଖ୍ୟ ମଧ୍ୟ ବଢି ଚାଲିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story