ଅନ୍ତର୍ଜାତୀକ କ୍ରିକେଟରୁ ବର୍ଷେ ପାଇଁ ସାମୁଏଲ୍ସ ବାସନ୍ଦ

ବ୍ରିସବେନ୍: ତ୍ରୁଟିପୂର୍ଣ୍ଣ ବୋଲିଂ ଆକ୍ସନ ଯୋଗୁଁ ଆନ୍ତର୍ଜାତୀକ ମ୍ୟାଚରେ  ବୋଲିଂ କରିପାରିବେ ନାହିଁ ୱେଷ୍ଟଇଣ୍ଡିଜ୍ ଅଲରାଉଣ୍ଡର ମାର୍ଲୋନ୍ ସାମୁଏଲ୍ସ। ଆଇସିସି ତାଙ୍କୁ ଏକ ବର୍ଷ ପାଇଁ ବାସନ୍ଦ କରିଛି। ଏ ନେଇ ଅଭିଯୋଗ ଆସିବା ପରେ ବ୍ରିସବେନରେ ଆଇସିସିର ଏକ ସ୍ୱତନ୍ତ୍ର ଟିମ୍ ତାଙ୍କ ବୋଲିଂ ଆକ୍ସନ ପରୀକ୍ଷା କରିଥିଲେ। ଦୀର୍ଘଦିନ ଆଇସିସିର ଏହି ଟିମ୍ ତତ୍ତ୍ୱାବଧାନରେ ସାମୁଏଲ୍ସ ଥିଲେ ମଧ୍ୟ ତାଙ୍କ ବୋଲିଂରେ ସୁଧାର ଆସି ନ ଥିଲା। ଶେଷରେ ଆଇସିସି ଏ ନେଇ ୱେଷ୍ଟଇଣ୍ଡିଜ […]

samuels_getty

samuels_getty

Rakesh Mallick
  • Published: Monday, 14 December 2015
  • Updated: 14 December 2015, 12:02 PM IST

Sports

Latest News

ବ୍ରିସବେନ୍: ତ୍ରୁଟିପୂର୍ଣ୍ଣ ବୋଲିଂ ଆକ୍ସନ ଯୋଗୁଁ ଆନ୍ତର୍ଜାତୀକ ମ୍ୟାଚରେ  ବୋଲିଂ କରିପାରିବେ ନାହିଁ ୱେଷ୍ଟଇଣ୍ଡିଜ୍ ଅଲରାଉଣ୍ଡର ମାର୍ଲୋନ୍ ସାମୁଏଲ୍ସ। ଆଇସିସି ତାଙ୍କୁ ଏକ ବର୍ଷ ପାଇଁ ବାସନ୍ଦ କରିଛି। ଏ ନେଇ ଅଭିଯୋଗ ଆସିବା ପରେ ବ୍ରିସବେନରେ ଆଇସିସିର ଏକ ସ୍ୱତନ୍ତ୍ର ଟିମ୍ ତାଙ୍କ ବୋଲିଂ ଆକ୍ସନ ପରୀକ୍ଷା କରିଥିଲେ। ଦୀର୍ଘଦିନ ଆଇସିସିର ଏହି ଟିମ୍ ତତ୍ତ୍ୱାବଧାନରେ ସାମୁଏଲ୍ସ ଥିଲେ ମଧ୍ୟ ତାଙ୍କ ବୋଲିଂରେ ସୁଧାର ଆସି ନ ଥିଲା। ଶେଷରେ ଆଇସିସି ଏ ନେଇ ୱେଷ୍ଟଇଣ୍ଡିଜ କ୍ରିକେଟ କଣ୍ଟ୍ରୋଲ ବୋର୍ଡକୁ ଜଣାଇବା ପରେ ଏହି ସୂଚନା ଦେଇଛି।

ସୂଚନାଯୋଗ୍ୟ, ଆଇସିସି ନିୟମ ଅନୁସାରେ ବୋଲିଂ ବେଳେ କହୁଣି ୧୫ ଡିଗ୍ରୀ ବୁଲିବା କଥା। ହେଲେ ସାମୁଏଲ୍ସ ବୋଲିଂ କରିବା ବେଳେ ତାଙ୍କ କହୁଣି ୧୫ ଡିଗ୍ରୀରୁ ଅଧିକ ବୁଲୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story