ବିବାହ କାରଣରୁ କୋହଲିଙ୍କୁ ଶକ୍ତ ଝଟ୍‌କା: ବିରାଟଙ୍କ ପାଇଁ ଅନୁଷ୍କା ଅନ୍‌ଲକି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁନିଆର ଟପ୍‌ ବ୍ୟାଟ୍ସମ୍ୟାନ୍‌ଙ୍କ ମଧ୍ୟରେ ବିରାଟ କୋହଲି ଅନ୍ୟତମ। କୋହଲି ଟି-ଟ୍ୱେଣ୍ଟି ଆଇସିସି ମାନ୍ୟତାରେ ଦୁଇ ପାଦ ତଳକୁ ଖସି ତୃତୀୟ ସ୍ଥାନକୁ ଆସିଯାଇଛନ୍ତି। ସେହିପରି ଶ୍ରୀଲଙ୍କା ବିପକ୍ଷରେ ଆକର୍ଷଣୀୟ ପ୍ରଦର୍ଶନ ପାଇଁ ଲୋକେଶ ରାହୁଲ ଓ ରୋହିତ ଶର୍ମା ଆଇସିସି ମାନ୍ୟତାରେ ଉପରକୁ ଉଠିଛନ୍ତି। ନିକଟରେ ଭାରାତୀୟ ଟିମ୍‌ ଶ୍ରୀଲଙ୍କା ବିପକ୍ଷରେ ୩-୦ରେ ସିଜିଜ କ୍ଲିନ୍‌ ସୁଇପ୍‌ କରିଛି। ଏହି ସିରିଜିରେ ରୋହିତ ଶର୍ମା ଓ ଲୋକେଶ ରାହୁଲଙ୍କ ବ୍ୟାଟରୁ ବିସ୍ଫୋରକ ବ୍ୟାଟିଂ […]

anushka

anushka

Rakesh Mallick
  • Published: Tuesday, 26 December 2017
  • Updated: 26 December 2017, 06:38 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁନିଆର ଟପ୍‌ ବ୍ୟାଟ୍ସମ୍ୟାନ୍‌ଙ୍କ ମଧ୍ୟରେ ବିରାଟ କୋହଲି ଅନ୍ୟତମ। କୋହଲି ଟି-ଟ୍ୱେଣ୍ଟି ଆଇସିସି ମାନ୍ୟତାରେ ଦୁଇ ପାଦ ତଳକୁ ଖସି ତୃତୀୟ ସ୍ଥାନକୁ ଆସିଯାଇଛନ୍ତି। ସେହିପରି ଶ୍ରୀଲଙ୍କା ବିପକ୍ଷରେ ଆକର୍ଷଣୀୟ ପ୍ରଦର୍ଶନ ପାଇଁ ଲୋକେଶ ରାହୁଲ ଓ ରୋହିତ ଶର୍ମା ଆଇସିସି ମାନ୍ୟତାରେ ଉପରକୁ ଉଠିଛନ୍ତି।

ନିକଟରେ ଭାରାତୀୟ ଟିମ୍‌ ଶ୍ରୀଲଙ୍କା ବିପକ୍ଷରେ ୩-୦ରେ ସିଜିଜ କ୍ଲିନ୍‌ ସୁଇପ୍‌ କରିଛି। ଏହି ସିରିଜିରେ ରୋହିତ ଶର୍ମା ଓ ଲୋକେଶ ରାହୁଲଙ୍କ ବ୍ୟାଟରୁ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଥିଲା। ଫଳରେ ଲୋକେଶ ଏବେ ଆଇସିସି ମାନ୍ୟାତରେ ୪ର୍ଥ ସ୍ଥାନରେ ଅଛନ୍ତି। ଏବଂ ରୋହିତ ଶର୍ମା ୧୪ତମ ସ୍ଥାନରେ ପହଞ୍ଚିଛନ୍ତି। କୋହଲିଙ୍କ ଗୋଟିଏ ପାଦ ତଳେ ଅଛନ୍ତି ଲୋକେଶ ରାହୁଲ। ଏହା ବିରାଟଙ୍କ ପାଇଁ ସତର୍କ ଘଣ୍ଟି। କାରଣ ରାହୁଲ ଯେଉଁଭଳି ଫର୍ମରେ ଅଛନ୍ତି ଏହି ଫର୍ମରେ ରହିଲେ ସେ କୋହଲିଙ୍କୁ ଆଗମୀ ସିରିଜରେ ପଛରେ ପକାଇ ପାରିବେ।

ସେପଟେ ନିଜର ବିବାହ କରାଣରୁ ସେ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ଓ ଟି-ଟ୍ୱେଣ୍ଟି ସିରିଜ ଖେଳିପାରିନଥିଲେ। ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ବିବାହ ପାଇଁ  କୋହଲି ବିସିସିଆଇ ଠାରୁ ଲମ୍ବା ଛୁଟି ନେଇଥିଲେ। ଏହି କାରଣରୁ ସେ ଶ୍ରୀଲଙ୍କା ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ ଖେଳିପାରି ନଥିଲେ। ଏହାର ଫାଇଦା ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍‌ ଆରୋନ ଫିଞ୍ଚ୍‌ ଓ ୱେଷ୍ଟଇଣ୍ଡିଜ୍‌ ବ୍ୟାଟ୍ସମ୍ୟାନ୍‌ ଇଭିନ୍‌ ଲୁଇସ୍‌ଙ୍କୁ ମିଳିଛି। ଫିଞ୍ଚ୍‌ ଏବେ ଆଇସିସି ମାନ୍ୟତାରେ ୭୮୪ ଅଙ୍କ ପାଇ ଏକ ନମ୍ବର ଥିବା ବେଳେ ଲୁଇସ୍‌ ୭୮୦ ଅଙ୍କ ପାଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

ଅନ୍ୟପଟେ ସୋସିଆଲ ମିଡିଆରେ ଏବେ ଚର୍ଚ୍ଚା ହେଉଛି ଅନୁଷ୍କା ଶର୍ମାଙ୍କୁ ବିବାହ କରିବା ପରେ ବିରାଟଙ୍କ କ୍ୟାରିୟର ପଛରେ ପଡ଼ିଯାଇଛି। ଏବଂ ବିରାଟ ଆଇସିସି ମାନ୍ୟତାରେ ତଳକୁ ଖସିଆସିଛନ୍ତି। ଏବଂ ଆଗାମୀ ଦକ୍ଷିଣ ଆଫ୍ରିକା ସିରିଜରେ  ବିରାଟଙ୍କ ପ୍ରଦର୍ଶନ ଯଦି ଭଲନ ହୁଏ ତେବେ ଅନୁଷ୍କା ତାଙ୍କ ପାଇଁ ଅନଲକି ସାବ୍ୟସ୍ତ ହେବେ।

https://youtu.be/XYPk0rFsf6E

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story