ସବୁଠୁ କନିଷ୍ଠ ଭାରତୀୟ କୋଚ ହେଲେ ଓଡିଆ ଝିଅ ଅପରାଜିତ

ଭୁବନେଶ୍ୱର :ଓଡିଆ ଝିଅ  କ୍ୟାଣ୍ଡିଡେଟ୍‌ ମାଷ୍ଟର (ସିଏମ୍‌)ଅପରାଜିତା ଗୋଛିକାର ଏସିଆନ ୟୁଥ୍‌ ଚାମ୍ପିୟନସିପ ପାଇଁ ଭାରତୀୟ ଜାତୀୟ ଟିମର କୋଚ୍‌ ଭାବେ ନିଯୁକ୍ତି ପାଇଛନ୍ତି । ଉଜ୍‌ବେକିସ୍ତାନର ତାସକେଣ୍ଟ୍‌ ଠାରେ ଆସନ୍ତା ମାର୍ଚ୍ଚ ୩୧ରୁ ଏପ୍ରିଲ୍‌ ୧୦ତାରିଖ ପର୍ଯ୍ୟନ୍ତ ଏହିପ୍ରତିଯୋଗିତା ଅନୁଷ୍ଠିତ ହେବ।  ଯେଉଁଥିରେ ୮ରୁ ୧୮ ବର୍ଷ ବୟସର ପ୍ରତିଯଯୋଗୀମାନେ ଅଶଂଗ୍ରହଣ କରିବେ ।  ଭାରତୀୟ କୋଚ୍‌ ଭାବେ ସବୁଠୁ କମ ବୟସରେ ଅପରାଜିତା ଏହି କୃତିତ୍ୱ ଅର୍ଜନ କରିଛନ୍ତି ।

Aparajita-Gochhikar

Aparajita-Gochhikar

Rakesh Mallick
  • Published: Thursday, 09 March 2017
  • Updated: 09 March 2017, 06:36 PM IST

ଭୁବନେଶ୍ୱର :ଓଡିଆ ଝିଅ  କ୍ୟାଣ୍ଡିଡେଟ୍‌ ମାଷ୍ଟର (ସିଏମ୍‌)ଅପରାଜିତା ଗୋଛିକାର ଏସିଆନ ୟୁଥ୍‌ ଚାମ୍ପିୟନସିପ ପାଇଁ ଭାରତୀୟ ଜାତୀୟ ଟିମର କୋଚ୍‌ ଭାବେ ନିଯୁକ୍ତି ପାଇଛନ୍ତି । ଉଜ୍‌ବେକିସ୍ତାନର ତାସକେଣ୍ଟ୍‌ ଠାରେ ଆସନ୍ତା ମାର୍ଚ୍ଚ ୩୧ରୁ ଏପ୍ରିଲ୍‌ ୧୦ତାରିଖ ପର୍ଯ୍ୟନ୍ତ ଏହିପ୍ରତିଯୋଗିତା ଅନୁଷ୍ଠିତ ହେବ।  ଯେଉଁଥିରେ ୮ରୁ ୧୮ ବର୍ଷ ବୟସର ପ୍ରତିଯଯୋଗୀମାନେ ଅଶଂଗ୍ରହଣ କରିବେ ।  ଭାରତୀୟ କୋଚ୍‌ ଭାବେ ସବୁଠୁ କମ ବୟସରେ ଅପରାଜିତା ଏହି କୃତିତ୍ୱ ଅର୍ଜନ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos