ସବୁଠୁ କନିଷ୍ଠ ଭାରତୀୟ କୋଚ ହେଲେ ଓଡିଆ ଝିଅ ଅପରାଜିତ
ଭୁବନେଶ୍ୱର :ଓଡିଆ ଝିଅ କ୍ୟାଣ୍ଡିଡେଟ୍ ମାଷ୍ଟର (ସିଏମ୍)ଅପରାଜିତା ଗୋଛିକାର ଏସିଆନ ୟୁଥ୍ ଚାମ୍ପିୟନସିପ ପାଇଁ ଭାରତୀୟ ଜାତୀୟ ଟିମର କୋଚ୍ ଭାବେ ନିଯୁକ୍ତି ପାଇଛନ୍ତି । ଉଜ୍ବେକିସ୍ତାନର ତାସକେଣ୍ଟ୍ ଠାରେ ଆସନ୍ତା ମାର୍ଚ୍ଚ ୩୧ରୁ ଏପ୍ରିଲ୍ ୧୦ତାରିଖ ପର୍ଯ୍ୟନ୍ତ ଏହିପ୍ରତିଯୋଗିତା ଅନୁଷ୍ଠିତ ହେବ। ଯେଉଁଥିରେ ୮ରୁ ୧୮ ବର୍ଷ ବୟସର ପ୍ରତିଯଯୋଗୀମାନେ ଅଶଂଗ୍ରହଣ କରିବେ । ଭାରତୀୟ କୋଚ୍ ଭାବେ ସବୁଠୁ କମ ବୟସରେ ଅପରାଜିତା ଏହି କୃତିତ୍ୱ ଅର୍ଜନ କରିଛନ୍ତି ।