ଆଫଗାନ କ୍ରିକେଟର ଜାଦରାନଙ୍କ ଉପରକୁ ଗୁଳିମାଡ଼

କାବୁଲ: ଆଫଗାନିସ୍ତାନ କ୍ରିକେଟର ଶାପୋର ଜାଦରାନଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ସେ ତାଙ୍କ ଭାଇକୁ ବାଇକ୍‌ରେ ବସାଇ ବୁଲୁଥିବା ବେଳେ କିଛି ବନ୍ଧୁକଧାରୀ ତାଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ। ତେବେ ଏଥିରେ ଜାଦରାନ କି ତାଙ୍କ ଭାଇଙ୍କର କିଛି କ୍ଷତି ହୋଇନାହିଁ। ଗୁଳି ମାଡ଼ କରିବା ପରେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି। ଏହି ଘଟଣା ଗତ ଶନିବାର ଘଟିଥିବା ପାକିସ୍ତାନୀ ଡେଲି ଡନ୍‌ରେ ପ୍ରକାଶ ପାଇଛି। ତେବେ ଏପରି ଖବରକୁ ଆଫଗାନିସ୍ତାନ ନ୍ୟୁଜ୍‌ ଏଜେନ୍ସି ଖାମ୍ମା […]

Shapoor-Zadran

Shapoor-Zadran

Rakesh Mallick
  • Published: Monday, 09 January 2017
  • Updated: 09 January 2017, 06:48 PM IST

Sports

Latest News

କାବୁଲ: ଆଫଗାନିସ୍ତାନ କ୍ରିକେଟର ଶାପୋର ଜାଦରାନଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ସେ ତାଙ୍କ ଭାଇକୁ ବାଇକ୍‌ରେ ବସାଇ ବୁଲୁଥିବା ବେଳେ କିଛି ବନ୍ଧୁକଧାରୀ ତାଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ। ତେବେ ଏଥିରେ ଜାଦରାନ କି ତାଙ୍କ ଭାଇଙ୍କର କିଛି କ୍ଷତି ହୋଇନାହିଁ।

ଗୁଳି ମାଡ଼ କରିବା ପରେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି। ଏହି ଘଟଣା ଗତ ଶନିବାର ଘଟିଥିବା ପାକିସ୍ତାନୀ ଡେଲି ଡନ୍‌ରେ ପ୍ରକାଶ ପାଇଛି।

ତେବେ ଏପରି ଖବରକୁ ଆଫଗାନିସ୍ତାନ ନ୍ୟୁଜ୍‌ ଏଜେନ୍ସି ଖାମ୍ମା ପ୍ରେସ୍‌ ଖଣ୍ଡନ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story