ଅଧୁରା ରହିଲା ମେସିଙ୍କ ସ୍ୱପ୍ନ: ଫ୍ରାନ୍ସ ନିକଟରୁ ହାରି ବିଶ୍ୱକପରୁ ବିଦା ହେଲା ଆର୍ଜେଣ୍ଟିନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମେସିଙ୍କ ସ୍ୱପ୍ନ ଅଧାରେ ରହିଗଲା। ଶେଷରେ ନିରାଶ ହୋଇ ଫିଫା ବିଶ୍ୱକପରୁ ବିଦାୟ ନେବାକୁ ପଡ଼ିଛି ଆର୍ଜେଣ୍ଟିନାକୁ। ଆଜି ଖେଳାଯାଇଥିବା ପ୍ରଥମ ପ୍ରି-କ୍ୱାଟର୍‌ ମ୍ୟାଚ୍‌ରେ ଫ୍ରାନ୍ସ ନିକଟରୁ ୪-୩ ଗୋଲରେ ପରାସ୍ତ ହୋଇ ବିଶ୍ୱକପର ଦୌଡ଼ରୁ ଓହରି ଯାଇଛି ମେସିଙ୍କ ଟିମ୍‌। ସେପଟେ ଆଜି ମ୍ୟାଚ୍‌ ଜିତି ପ୍ରଥମ ଟିମ୍‌ ଭାବେ ଫିଫା ବିଶ୍ୱକପ ୨୦୧୮ର କ୍ୱାଟର୍‌ ଫାଇନାଲରେ ପହଞ୍ଚିଛି ଫ୍ରାନ୍ସ। ପ୍ରି-କ୍ୱାଟର୍‌ର ପ୍ରଥମ ମ୍ୟାଚରେ ଦମଦାର ଖେଳ ପ୍ରଦର୍ଶନ କରି ଦୁଇ ଦୁଇ […]

unnamed

unnamed

Rakesh Mallick
  • Published: Saturday, 30 June 2018
  • Updated: 30 June 2018, 10:37 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମେସିଙ୍କ ସ୍ୱପ୍ନ ଅଧାରେ ରହିଗଲା। ଶେଷରେ ନିରାଶ ହୋଇ ଫିଫା ବିଶ୍ୱକପରୁ ବିଦାୟ ନେବାକୁ ପଡ଼ିଛି ଆର୍ଜେଣ୍ଟିନାକୁ। ଆଜି ଖେଳାଯାଇଥିବା ପ୍ରଥମ ପ୍ରି-କ୍ୱାଟର୍‌ ମ୍ୟାଚ୍‌ରେ ଫ୍ରାନ୍ସ ନିକଟରୁ ୪-୩ ଗୋଲରେ ପରାସ୍ତ ହୋଇ ବିଶ୍ୱକପର ଦୌଡ଼ରୁ ଓହରି ଯାଇଛି ମେସିଙ୍କ ଟିମ୍‌। ସେପଟେ ଆଜି ମ୍ୟାଚ୍‌ ଜିତି ପ୍ରଥମ ଟିମ୍‌ ଭାବେ ଫିଫା ବିଶ୍ୱକପ ୨୦୧୮ର କ୍ୱାଟର୍‌ ଫାଇନାଲରେ ପହଞ୍ଚିଛି ଫ୍ରାନ୍ସ। ପ୍ରି-କ୍ୱାଟର୍‌ର ପ୍ରଥମ ମ୍ୟାଚରେ ଦମଦାର ଖେଳ ପ୍ରଦର୍ଶନ କରି ଦୁଇ ଦୁଇ ଥର ବିଶ୍ୱକପ ବିଜୟୀ ଆର୍ଜେଣ୍ଟିନାକୁ ୪-୩ ଗୋଲରେ ପରାସ୍ତ କରି କ୍ୱାର୍ଟର ଫାଇନାଲକୁ ପ୍ରବେଶ କରିଛି ଫ୍ରାନ୍ସ।

ପ୍ରଥମ ହାଫରେ ୧-୧ ଗୋଲରେ ବରାବର ରହିଥିଲା ମ୍ୟାଚ। ତେବେ ଦ୍ୱିତୀୟ ହାଫରେ ଫ୍ରାନ୍ସର ଲଢୁଆ ଖେଳ ଆଗରେ ହାର ମାନିଥିଲା ଆର୍ଜେଣ୍ଟିନା।  ୟଂଗ କଲିୟାନ ଦଳ ପାଇଁ ଦୁଇଟି ସ୍କୋର କରିଥିଲେ,  କାମ ଦେଇନଥିଲା ମେସିଙ୍କ ମ୍ୟାଜିକ୍। ଆଜି ପ୍ରିକ୍ୱାର୍ଟର ରାଉଣ୍ଡରେ ଖେଳାଯିବ ଆଉ ଏକ ମ୍ୟାଚ। ଭାରତୀୟ ସମୟ ରାତି ୧୧ଟା ୩୦ ମିନିଟରେ ଖେଳାଯିବ ଏହି ମ୍ୟାଚ। ଉରୁଗୁଏକୁ ସାମ୍ନା କରିବ ପର୍ତ୍ତୁଗା। କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଉପରେ ରହିବ ଫୁଟବଲ ପ୍ରଶଂସକଙ୍କ ନଜର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story