ମହମ୍ମଦ ଶାମିଙ୍କ ବିରୋଧରେ ଗିରଫ ୱାରେଣ୍ଟ୍

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର ଷ୍ଟାର୍ ପେସ୍ ବୋଲର ମହମ୍ମଦ ଶାମିଙ୍କ ବିରୋଧରେ ସୋମବାର ଗିରଫ ୱାରେଣ୍ଟ ଜାରି ହୋଇଛି। ଶାମିଙ୍କ ପତ୍ନୀ ହସିନ୍ ଜାହାନଙ୍କ ଦ୍ୱାରା ଦାୟର କରାଯାଇଥିବା ଘରୋଇ ହିଂସା ମାମଲାରେ ପଶ୍ଚିମବଙ୍ଗର ଅଲୀପୁଲର କୋର୍ଟ ଏହି ଗିରଫ ୱାରେଣ୍ଟ ଜାରି କରିଛନ୍ତି। ଶାମି ଓ ତାଙ୍କ ଭାଇ ହାସିଦ୍ ଅହମ୍ମଦଙ୍କୁ ୧୫ ଦିନ ଭିତରେ କୋର୍ଟରେ ସରେଣ୍ଡର୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଶାମିଙ୍କ ବିରୋଧରେ ଘରୋଇ ହିଂସାର ମାମଲା ଦାୟର ହୋଇଛି। ୨୦୧୮ରେ […]

shami

shami

Ranjit Kumar Jena
  • Published: Monday, 02 September 2019
  • Updated: 02 September 2019, 08:01 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର ଷ୍ଟାର୍ ପେସ୍ ବୋଲର ମହମ୍ମଦ ଶାମିଙ୍କ ବିରୋଧରେ ସୋମବାର ଗିରଫ ୱାରେଣ୍ଟ ଜାରି ହୋଇଛି। ଶାମିଙ୍କ ପତ୍ନୀ ହସିନ୍ ଜାହାନଙ୍କ ଦ୍ୱାରା ଦାୟର କରାଯାଇଥିବା ଘରୋଇ ହିଂସା ମାମଲାରେ ପଶ୍ଚିମବଙ୍ଗର ଅଲୀପୁଲର କୋର୍ଟ ଏହି ଗିରଫ ୱାରେଣ୍ଟ ଜାରି କରିଛନ୍ତି। ଶାମି ଓ ତାଙ୍କ ଭାଇ ହାସିଦ୍ ଅହମ୍ମଦଙ୍କୁ ୧୫ ଦିନ ଭିତରେ କୋର୍ଟରେ ସରେଣ୍ଡର୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଶାମିଙ୍କ ବିରୋଧରେ ଘରୋଇ ହିଂସାର ମାମଲା ଦାୟର ହୋଇଛି। ୨୦୧୮ରେ ଶାମିଙ୍କ ଉପରେ ତାଙ୍କ ପତ୍ନୀ ହସିନ୍ ମାରପିଟ୍, ଦୁଷ୍କର୍ମ, ହତ୍ୟାର ପ୍ରୟାସ ଏବଂ ଘରୋଇ ହିଂସା ଆଦି ଅନେକ ଗୁରୁତର ଅଭିଯୋଗ ଲଗାଇଥିଲେ। ଏ ନେଇ ହସିନ୍ ଶାମିଙ୍କ ବିରୋଧରେ ମୋକଦ୍ଦମା ମଧ୍ୟ ଦାୟର କରିଛନ୍ତି। ଶାମିଙ୍କର ତଲାକ୍ ମାମଲା ମଧ୍ୟ କୋର୍ଟରେ ଚାଲିଛି।

ଶାମିଙ୍କ ବିରୋଧରେ କୋଲକାତା କୋର୍ଟରେ ମୋକଦ୍ଦମା ଚାଲିଛି। କୋଲକାତା କୋର୍ଟ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ଯଦି ୧୫ ଦିନ ଭିତରେ ମହମ୍ମଦ ଶାମି କୋର୍ଟଙ୍କ ହାଜର ନହୁଅନ୍ତି, ତାହେଲେ ତାଙ୍କୁ ଗିରଫ କରାଯିବ। ବର୍ତ୍ତମାନ ଶାମି ଭାରତୀୟ କ୍ରିକେଟ୍ ଟିମ୍ ସହ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଅଛନ୍ତି, ଯେଉଁଠାରେ ସେ ଜାମାଇକାରେ ଦ୍ୱିତୀୟ ଟେଷ୍ଟ ଖେଳୁଛନ୍ତି।

ଗତବର୍ଷ ହସିନଙ୍କ ଅଭିଯୋଗ ପରେ କୋଲକାତା ପୁଲିସ୍ ଶାମିଙ୍କ ଉପରେ ଆଇପିସିର ସାତୋଟି ଧାରା ଆଧାରରେ ମାମଲା ଦାୟର କରିଥିଲା । ହସିନ୍ ଶାମି ଏବଂ ତାଙ୍କ ଭାଇଙ୍କ ବିରୋଧରେ ମଧ୍ୟ ମୋକଦ୍ଦମା ଦାୟର କରିଛନ୍ତି। ଶାମିଙ୍କ ବିରୋଧରେ ଆଇପିସି ଧାରା ୪୯୮-ଏ (ଯୌତୁକ ନିର୍ଯାତନା), ଧାରା ୩୫୪ (ଯୌନ ନିର୍ଯାତନା) ମାମଲା ଦାୟର ହୋଇଛି। ତାଙ୍କ ଭାଇ ହାସିଦଙ୍କ ବିରୋଧରେ ଧାରା ୩୫୪ (ଯୌନ ନିର୍ଯାତନା) ଆଧାରରେ ମାମଲା ଦାୟର ହୋଇଛି।

ହସିନ୍ ନିଜ ପତୀଙ୍କ ଉପରେ ଶାରୀରିକ ଶୋଷଣ କରିବା ଏବଂ ତାଙ୍କୁ ଧୋକା ଦେବାର ଅଭିଯୋଗ ମଧ୍ୟ ଲଗାଇଥିଲେ। ଏହା ପରେ ହସିନ୍ ଶାମିଙ୍କ ବିରୋଧରେ ପୁଲିସ୍ ନିକଟରେ ମାମଲା ଦାୟର କରିଥିଲେ। ହସିନଙ୍କ ଏହି ଗୁରୁତର ଅଭିଯୋଗ ପରେ ବିସିସିଆଇ ଶାମିଙ୍କର ବାର୍ଷିକ ପ୍ରାପ୍ୟରେ ରୋକ୍ ଲଗାଇଥିଲା। ତେବେ ପରେ ବୋର୍ଡ ଶାମିଙ୍କୁ କ୍ଲିନଚିଟ୍ ଦେଇ ଗ୍ରେଡ୍-ବି'ରେ ରଖିଥିଲା। ଏହା ପରେ ଶାମି ଆଇପିଏଲରେ ଦମଦାର ପ୍ରଦର୍ଶନ କରିଥିଲେ ଏବଂ ନିକଟରେ ଶେଷ ହୋଇଥିବା ଆଇସିସି ବିଶ୍ୱକପରେ ହ୍ୟାଟ୍ରିକ୍ ନେଇ ବେଶ୍ ଚର୍ଚ୍ଚିତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story