ନୂଆଦିଲ୍ଲୀ: ଆସନ୍ତାକାଲି ଗାନ୍ଧି-ମାଣ୍ଡେଲା ଟେଷ୍ଟ ସିରିଜର ଶେଷ ବା ଚତୁର୍ଥ ଟେଷ୍ଟ ମ୍ୟାଚ। ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା କାଲି ସକାଳ ୯ଟା ୩୦ରେ ଦିଲ୍ଲୀର ଫିରୋଜ ଶାହା କୋଟଲାରେ ଭାରତକୁ ଭେଟିବ। ଭାରତ ୩-୦ ରେ ସିରିଜ ପୋଛିବା ଲକ୍ଷ୍ୟ ରଖିଥିବା ବେଳେ ଦ.ଆଫ୍ରିକା ସମ୍ମାନ ରଖିବାକୁ ପଡିଆକୁ ଓହ୍ଲେଇବ। ଭାରତ ଗତ ମ୍ୟାଚ୍ ପରି ସ୍ପିନକୁ ପ୍ରାଧାନ୍ୟ ଦେଇ ପଡିଆକୁ ଓହ୍ଲେଇବାକୁ ଥିବା ବେଳେ ଦଳର ଆର. ଅଶ୍ୱିନ୍, ରବୀନ୍ଦ୍ର ଜାଡେଜା ଓ ଅମିତ ମିଶ୍ରା ମୁଖ୍ୟ ଭୂମିକା ନିଭାଇବା ଆଶା କରାଯାଉଛି। ଭାରତ ୬ ଜଣ ବ୍ୟାଟ୍ସମ୍ୟାନ, ୩ ସ୍ପିନର ଓ ଜଣେ ଫାଷ୍ଟ ବୋଲରଙ୍କୁ ନେଇ ପଡିଆକୁ ଓହ୍ଲେଇବା ଆଶା କରାଯାଉଛି।
ଏହା ସହ ଦ.ଆଫ୍ରିକା ମଧ୍ୟ ଦିଲ୍ଲୀ ଟେଷ୍ଟକୁ ଜିତିବାକୁ ପ୍ରାଣପ୍ରଣେ ଚେଷ୍ଟା କରିବ। ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟକୁ ଏଡେଇବା ପାଇଁ ବ୍ୟାଟିଂଲାଇନକୁ ଦୃଢ କରି ପଡିଆକୁ ଓହ୍ଲେଇବ ଦ.ଆଫ୍ରିକା। ବିଶେଷ କରି ଅଶ୍ୱିନଙ୍କୁ ଦୃଷ୍ଟିରେ ରଖି ଦଳ ରଣନୀତି ପ୍ରସ୍ତୁତ କରଥିବ। ଦଳ ୭ ବ୍ୟାଟ୍ସମ୍ୟାନ ଓ ୩ ବୋଲରଙ୍କୁ ନେଇ ଭାରତକୁ ସାମ୍ନା କରିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଦିଲ୍ଲୀ ପ୍ରଦୂଷଣ: ସ୍କୁଲ ଖୋଲିବା ଉପରେ CAQM ନେବ ନିଷ୍ପତ୍ତି, ଶ୍ରମିକଙ୍କୁ ମିଳୁ ଭତ୍ତା
ବାୟୁ ପ୍ରଦୂଷଣ ଭିତରେ ଦିଲ୍ଲୀରେ ସ୍କୁଲ ଖୋଲିବା ନିଷ୍ପତ୍ତି ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (CAQM) ଉପରେ ଛାଡ଼ିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ନିର୍ମାଣ କାର୍ଯ୍ୟ ବନ୍ଦ ଥିବାରୁ ଶ୍ରମିକମାନଙ୍କୁ ଭତ୍ତା ପ୍ରଦାନ କରିବାକୁ ନିର୍ଦ୍ଦେଶ।
National
ସୁପ୍ରିମକୋର୍ଟଙ୍କ ବଡ଼ ରାୟ; ସମ୍ବିଧାନରୁ ହଟିବନି 'ସମାଜବାଦୀ' ଓ 'ଧର୍ମନିରପେକ୍ଷ' ଶବ୍ଦ
ସମ୍ବିଧାନରୁ 'ସମାଜବାଦୀ' ଓ 'ଧର୍ମନିରପେକ୍ଷ' ଶବ୍ଦ ହଟାଇବା ପାଇଁ ହୋଇଥିବା ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ। ୧୯୭୬ ମସିହାରେ ସମ୍ବିଧାନ ସଂଶୋଧନ ଜରିଆରେ ଏହି ଶବ୍ଦ ଯୋଡ଼ାଯାଇଥିଲା।
Business
ଆଦାନୀ ଗ୍ରୁପ୍ ଦାନକୁ ବି ନା; ୧୦୦ କୋଟି ଟଙ୍କା ଫେରାଇବେ ତେଲାଙ୍ଗାନା ସରକାର
ୟଙ୍ଗ ଇଣ୍ଡିଆ ସ୍କିଲ୍ସ ୟୁନିଭରସିଟି ପାଇଁ ଆଦାନୀ ଗ୍ରୁପ୍ ତେଲାଙ୍ଗାନାକୁ ୧୦୦କୋଟି ଟଙ୍କା ଦାନ କରିଥିଲେ।
National
ଦିଲ୍ଲୀ ପ୍ରଦୂଷଣ; ଚେକ୍ ପୋଷ୍ଟରେ ଜଗୁନି ପୁଲିସ, ତାତିଲେ ସୁପ୍ରିମକୋର୍ଟ
ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ ରୋକିବା ଲାଗି ନିର୍ମାଣ କାର୍ଯ୍ୟ ଠାରୁ ଆରମ୍ଭ କରି ସହରରେ ଗାଡ଼ି ଚଳାଚଳ ଉପରେ ମଧ୍ୟ କଟକଣା ଲାଗିଛି। ହେଲେ ଏସବୁକୁ ତଦାରଖ କରିବା ପାଇଁ ସହରର ଚେକ୍ ପୋଷ୍ଟରେ ନାହାନ୍ତି ପୁଲିସ ଅଧିକାରୀ।
Politics
ସଞ୍ଜୟ ରାଉତଙ୍କ ବିସ୍ଫୋରକ ବୟାନ, ପରାଜୟ ପାଇଁ ପୂର୍ବତନ CJI ଦାୟୀ
ମହାରାଷ୍ଟ୍ରରେ ପରାଜୟ ପାଇଁ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କୁ ଦାୟୀ କରିଛନ୍ତି ସଞ୍ଜୟ ରାଉତ।