ଆସନ୍ତାକାଲି ଆରମ୍ଭ ହେବ ଆନ୍ତଃ ସ୍କୁଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ

ଭୁବନେଶ୍ୱର: ଶୁକ୍ରବାରଠାରୁ ଆନ୍ତଃସ୍କୁଲ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଯାଉଛି। ମ୍ୟାଚ ଗୁଡିକ ବିଜେବି କଲେଜ୍ ଗ୍ରାଉଣ୍ଡ ଓ ୟୁନିଟ୍ ଟୁ ବାଳିକା ସ୍କୁଲ୍ ଗ୍ରାଉଣ୍ଡରେ ଖେଳାଯିବ। ଭେଟେରାନସ୍ କ୍ରିକେଟ୍ ଆସୋସିଏସନ୍ ଅଫ୍ ଓଡିଶା ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଛି। ଟୁର୍ଣ୍ଣାମେଣ୍ଟରେ ୨୬ଟି ଟିମ୍ ଭାଗ ନେବେ ବୋଲି ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ନଭେମ୍ୱର ୧୩ରେ ଏହି ଟୁର୍ଣ୍ଣାମେଣ୍ଟ ଉଦଯାପିତ ହେବ।

cricket

cricket

Rakesh Mallick
  • Published: Thursday, 05 November 2015
  • Updated: 05 November 2015, 02:33 PM IST

ଭୁବନେଶ୍ୱର: ଶୁକ୍ରବାରଠାରୁ ଆନ୍ତଃସ୍କୁଲ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଯାଉଛି। ମ୍ୟାଚ ଗୁଡିକ ବିଜେବି କଲେଜ୍ ଗ୍ରାଉଣ୍ଡ ଓ ୟୁନିଟ୍ ଟୁ ବାଳିକା ସ୍କୁଲ୍ ଗ୍ରାଉଣ୍ଡରେ ଖେଳାଯିବ। ଭେଟେରାନସ୍ କ୍ରିକେଟ୍ ଆସୋସିଏସନ୍ ଅଫ୍ ଓଡିଶା ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଛି। ଟୁର୍ଣ୍ଣାମେଣ୍ଟରେ ୨୬ଟି ଟିମ୍ ଭାଗ ନେବେ ବୋଲି ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ନଭେମ୍ୱର ୧୩ରେ ଏହି ଟୁର୍ଣ୍ଣାମେଣ୍ଟ ଉଦଯାପିତ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos