ଆସନ୍ତାକାଲି ବାରବାଟୀରେ ଭାରତ–ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି ମ୍ୟାଚ୍

ଭୁବନେଶ୍ୱର: ଆସନ୍ତାକାଲି କଟକ ବାରବାଟୀ ଷ୍ଟାଡିୟମରେ ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚ ଖେଳାଯିବ । ପୂର୍ବରୁ ବରବାଟୀରେ ଦିନିକିଆ ଓ ଆଇପିଏଲ ମ୍ୟାଚ ହୋଇସାରିଥିବା ବେଳେ କାଲି ପ୍ରଥମ ଅର୍ନ୍ତଜାତୀୟ ଟି-ଟ୍ୱେଣ୍ଟି ମ୍ୟାଚ ଖାଳାଯିବ । ସନ୍ଧ୍ୟା ୭ଟାରେ  ଆରମ୍ଭ ହେବ ଏହି ମ୍ୟାଚ୍। ମ୍ୟାଚ୍ ପୂର୍ବରୁ ଆଜି ଉଭୟ ଦଳ ବାରବାଟୀରେ ଜୋରଦାର ପ୍ରାକଟିସ୍ କରିଛନ୍ତି। ଆଜି ପାଗ ଭଲ ଥିବାରୁ ମ୍ୟାଚ୍ ନେଇ ସମ୍ଭାବନା ବଢିଛି। ସେପଟେ ପ୍ରଥମ ମ୍ୟାଚରେ ପରାସ୍ତ […]

cuttack

cuttack

Rakesh Mallick
  • Published: Sunday, 04 October 2015
  • Updated: 04 October 2015, 05:46 PM IST

Sports

Latest News

ଭୁବନେଶ୍ୱର: ଆସନ୍ତାକାଲି କଟକ ବାରବାଟୀ ଷ୍ଟାଡିୟମରେ ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚ ଖେଳାଯିବ । ପୂର୍ବରୁ ବରବାଟୀରେ ଦିନିକିଆ ଓ ଆଇପିଏଲ ମ୍ୟାଚ ହୋଇସାରିଥିବା ବେଳେ କାଲି ପ୍ରଥମ ଅର୍ନ୍ତଜାତୀୟ ଟି-ଟ୍ୱେଣ୍ଟି ମ୍ୟାଚ ଖାଳାଯିବ । ସନ୍ଧ୍ୟା ୭ଟାରେ  ଆରମ୍ଭ ହେବ ଏହି ମ୍ୟାଚ୍। ମ୍ୟାଚ୍ ପୂର୍ବରୁ ଆଜି ଉଭୟ ଦଳ ବାରବାଟୀରେ ଜୋରଦାର ପ୍ରାକଟିସ୍ କରିଛନ୍ତି। ଆଜି ପାଗ ଭଲ ଥିବାରୁ ମ୍ୟାଚ୍ ନେଇ ସମ୍ଭାବନା ବଢିଛି। ସେପଟେ ପ୍ରଥମ ମ୍ୟାଚରେ ପରାସ୍ତ ହୋଇଥିବା ମାହି ସେନା ବାରବାଟୀରେ ଜିତି ସିରିଜି ବରାବରକୁ ଆଣିବାକୁ ସବୁ ପ୍ରକାର ଉଦ୍ୟମ କରିବେ ।cri

ବାରବାଟୀ ମ୍ୟାଚ ଜିତିବାକୁ ଉଭୟ ଦଳର କପ୍ତାନ ରଣନୀତି ପ୍ରସ୍ତୁତ କରିଛନ୍ତି । ବିଶେଷ କରି ବାରବାଟୀରେ ଦକ୍ଷିଣ ଆଫ୍ରିକା ପାଇଁ ପୁଣି ଥରେ ଡେଞ୍ଜରମ୍ୟାନ ହୋଇପାରନ୍ତି ଧର୍ମଶାଳାରେ ଶତକ ଜମାଇଥିବା ରୋହିତ ଶର୍ମା। ବିରାଟ କୋହଲି, ସୁରେଶ ରୈନା, ଧୋନି ଓ ଶିଖରଙ୍କ ବ୍ୟାଟରୁ ଚୌକା ଛକ୍କାକୁ ଅପେକ୍ଷା କରିଛନ୍ତି ଦର୍ଶକ। ସେପଟେ ଧୋନିଙ୍କ ପାଇଁ ଟ୍ରମ୍ପକାର୍ଡ ହୋଇପାରନ୍ତି ସ୍ପିନର ଆର. ଅଶ୍ୱୀନ। ସେହିପରି ଇଣ୍ଡିଆନ ବୋଲରଙ୍କ ଟାର୍ଗେଟରେ ଇନଫର୍ମ ଜେ.ପି. ଡୁମିନି ଓ ଏ.ବି. ଡିଭିଲିୟର୍ସ ରହିବେ। ଡୁମିନି ଧୂଆଁଧାର ୬୮ ରନ କରି ଧର୍ମଶାଳାରେ ଭାରତଠାରୁ ମ୍ୟାଚ୍ ଛଡାଇ ନେଇଥିଲେ। ମିଲାର, ଡୁପ୍ଲେସିସ୍ ବି ଅଡୁଆରେ ପକାଇ ପାରନ୍ତି ଭାରତୀୟ ବୋଲରଙ୍କୁ।cri3

ସେପଟେ ଆସନ୍ତାକାଲିର ମ୍ୟାଚ ପାଇଁ ବାରବାଟୀ ପୂରା ପ୍ରସ୍ତୁତ ହୋଇ ରହିଛନ୍ତି । ଗତକାଲି ବର୍ଷା ହୋଇଥିଲେ ମଧ୍ୟ ଆଜି ପାଗ ଭଲ ଥିବାରୁ ଆଉଟ ଫିଲ୍ଡ ଶୁଖିଯାଇଛି। ପିଚରେ ବି ସମସ୍ୟା ନାହିଁ। ମ୍ୟାଚର ୬ରୁ ୭ ଘଣ୍ଟା ପୂର୍ବରୁ ବର୍ଷା ନ ହେଲେ କିଛି ସମସ୍ୟା ହେବନାହିଁ ବୋଲି ପିଚ୍ କ୍ୟୁରେଟର ପଙ୍କଜ ପଟ୍ଟନାୟକ କହିଛନ୍ତି ।cri2

ସେପଟେମ୍ୟାଚ ପାଇଁ ଷ୍ଟାଡିୟମ ପରିସରରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଡଗ ସ୍କ୍ୱାର୍ଡ ଓ ଆଣ୍ଟି ଟେରରିଷ୍ଟ ସ୍କ୍ୱାର୍ଡ ତନ୍ନତନ୍ନ ଯାଞ୍ଚ କରିଛନ୍ତି। କଟକରେ ମୋଟ ୬୦ ପ୍ଲାଟୁନ ଫେ।ର୍ସ ମୁତୟନ କରାଯାଇଛି । ଏବେ କଟକ-ଭୁବନେଶ୍ୱରରେ ଏବେ କ୍ରିକେଟର କ୍ରେଜ୍ ଦେଖିବାକୁ ମିଳୁଛି। ଷ୍ଟାର ପ୍ଲେୟାରଙ୍କୁ ଦେଖିବା ପାଇଁ ହୋଟେଲ୍ ସାମ୍ନାରେ ଦର୍ଶକଙ୍କ ଭିଡ ଜମୁଛି । ପ୍ରାକଟିସ୍ ପାଇଁ ଖେଳାଳି ଯିବା ସମୟରେ ସେମାନଙ୍କ ଟିକେ ଝଲକ ଦେଖିବା ପାଇଁ ହୋଟେଲ ମେ ଫେୟାର ସାମ୍ନାରେ ଦର୍ଶକଙ୍କ ଭିଡ ଲାଗିଥିଲା । ଅନେକ ସମୟ ଧରି ଏମିତି ଅପେକ୍ଷା କରି ରହିଥିଲେ ବିଭିନ୍ନ ବର୍ଗର ଦର୍ଶକ। ସେପଟେ ବାରବାଟୀ ଷ୍ଟାଡିୟମରେ ବି ଖେଳାଳିଙ୍କ ପ୍ରାକଟିସ ଦେଖିବା ପାଇଁ ଦର୍ଶକଙ୍କ ଭିଡ ଜମିଥିଲା।cri1

ବାରବାଟୀରେ ବି ପ୍ଲେୟାରଙ୍କ ପାଇଁ ହୋଇଛି ବିଶେଷ ବ୍ୟବସ୍ଥା। ଖାସ୍ କରି ସେମାନଙ୍କ ଖାଇବା ମେନୁ ଉପରେ ଗୁରୁତ୍ୱ ଦିଆଯାଇଛି। ଡ୍ରେସିଂ ରୁମରେ ଖେଳାଳିଙ୍କ ଖାଇବା ପାଇଁ ଖାସ୍ ବ୍ୟବସ୍ଥା କରାଯାଇଛି । ସାଉଥ୍ ଆଫ୍ରିକାନ୍ ଖେଳାଳିଙ୍କ ପାଇଁ ସ୍ପେଶାଲ୍ ମଟନ୍ ଆଇଟମ ବନାଇବେ କୁକ୍। ଯେଉଁଥିରେ ରହିବ ମଟନ୍ ଗୋଟି କବାବ୍। ସବୁ ଖାଦ୍ୟ ଅଏଲ୍ ଫ୍ରି ରହିବ । ଇଣ୍ଡିଆନ ପ୍ଲେୟାରଙ୍କ ପାଇଁ ପ୍ରସ୍ତୁତ ହେବ ବ୍ରାଉନ ରାଇସ୍। ଏହାସହ ଚିକେନ୍ ଓ ମଟନର ବିଭିନ୍ନ ଆଇଟମ୍। ଖାସ୍ ପାଲକ ପନିର ବି ପ୍ରସ୍ତୁତ ହେବ ଖେଳାଳିଙ୍କ ପାଇଁ। ଆଜି ବି ଖେଳାଳିଙ୍କୁ ପରସା ଯାଇଥିଲା ବିଭିନ୍ନ ଡିସ୍। ଓସିଏ କ୍ଲବରେ ଖାଇଥିଲେ ଧୋନି, କୋହଲି, ଭୁବନେଶ୍ୱର କୁମାର ଓ ଆର. ଅଶ୍ୱୀନ। ସେମାନଙ୍କ ପାଇଁ ଖାସ୍ କରି ପ୍ରସ୍ତୁତ ହୋଇଥିଲା ଚିକେନ ଟିକ୍କା ଓ ଫିସ୍ ଟିକ୍କା।  ଏହାସହ ଥିଲା ବିଦେଶରୁ ଆସିଥିବା ଫ୍ରୁଟସ। ଆଫଗାନିସ୍ତାନରୁ ଆସିଥିବା ଆମ୍ୱ ବି ଥିଲା ଏଥିରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story