ଆସନ୍ତାକାଲି ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ

ପର୍ଥ: ମଙ୍ଗଳବାର ଠାରୁ ଅଷ୍ଟ୍ରେଲିଆ ବିପକ୍ଷରେ ୫ ଟିକିଆ ଦିନିକିଆ ଶୃଙ୍ଖଳାର ଅଭିଯାନ ଆରମ୍ଭ କରିବ ଭାରତ। ଆସନ୍ତାକାଲି ପ୍ରଥମ ମ୍ୟାଚ୍ ଅଷ୍ଟ୍ରେଲିଆର ପର୍ଥରେ ଖେଳାଯିବ। ଭାରତୀୟ ସମୟ ସକାଳ ୮ ଟା ୫୦ରୁ ମ୍ୟାଚ୍ ଆରମ୍ଭ ହେବ। ଏଥିପାଇଁ ମଇଦାନରେ ଦୁଇ ଦଳ ଲଢେଇ କରିବାକୁ ପ୍ରସ୍ତୁତ। ଶୁକ୍ରବାର ଓ ଶନିବାର ୱାର୍ମ ଅଫ୍ ମ୍ୟାଚ ଦୁଇଟି ଜିତି ନେଇଥିବାରୁ ଭାରତୀୟ ଦଳର ମନବଳ ଦୃଢ ରହିଛି। ଭାରତ ୨୦୧୫ରେ ବଙ୍ଗଳାଦେଶ ଓ ଦ.ଆଫ୍ରିକା ବିପକ୍ଷରେ […]

Australia-vs-India

Australia-vs-India

Rakesh Mallick
  • Published: Monday, 11 January 2016
  • Updated: 11 January 2016, 11:31 AM IST

Sports

Latest News

ପର୍ଥ: ମଙ୍ଗଳବାର ଠାରୁ ଅଷ୍ଟ୍ରେଲିଆ ବିପକ୍ଷରେ ୫ ଟିକିଆ ଦିନିକିଆ ଶୃଙ୍ଖଳାର ଅଭିଯାନ ଆରମ୍ଭ କରିବ ଭାରତ। ଆସନ୍ତାକାଲି ପ୍ରଥମ ମ୍ୟାଚ୍ ଅଷ୍ଟ୍ରେଲିଆର ପର୍ଥରେ ଖେଳାଯିବ। ଭାରତୀୟ ସମୟ ସକାଳ ୮ ଟା ୫୦ରୁ ମ୍ୟାଚ୍ ଆରମ୍ଭ ହେବ। ଏଥିପାଇଁ ମଇଦାନରେ ଦୁଇ ଦଳ ଲଢେଇ କରିବାକୁ ପ୍ରସ୍ତୁତ। ଶୁକ୍ରବାର ଓ ଶନିବାର ୱାର୍ମ ଅଫ୍ ମ୍ୟାଚ ଦୁଇଟି ଜିତି ନେଇଥିବାରୁ ଭାରତୀୟ ଦଳର ମନବଳ ଦୃଢ ରହିଛି। ଭାରତ ୨୦୧୫ରେ ବଙ୍ଗଳାଦେଶ ଓ ଦ.ଆଫ୍ରିକା ବିପକ୍ଷରେ ଦିନିକିଆ ଶୃଙ୍ଗଳାରେ ପରାଜିତ ହୋଇଥିବା ବେଳେ ଅଷ୍ଟ୍ରେଲିଆକୁ ମାତ୍ ଦେବାକୁ ନୂଆ ରଣକୌଶଳ ନେଇ ପଡିଆକୁ ଓହ୍ଲେଇବ। ଦଳ ୪ ବୋଲର ଓ ୬ ବ୍ୟାଟ୍ସମ୍ୟାନଙ୍କୁ ନେଇ ଆସନ୍ତାକାଲିର ମ୍ୟାଚ ଖେଳିବାକୁ ମନସ୍ଥ କରିଥିବା ବେଳେ ଭାରତର ଦ୍ରୁତ ବୋଲର ମହମ୍ମଦ ସାମି ଆହତ କାରଣରୁ ବାଦ ପଡ଼ିବା ଦଳ ପାଇଁ ମହଙ୍ଗା ପଡ଼ିଛି। ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବାକୁଥିବା ବରିନ୍ଦର ଶ୍ରାନଙ୍କୁ ପରୀକ୍ଷାମୂଳକ ଭାବେ ଦଳରେ ସାମିଲ କରଯିବା ନେଇ ଚର୍ଚ୍ଚା ଜୋର ଧରିଛି। ଦ୍ରୁତ ବୋଲର ଇଶାନ୍ତ ଶର୍ମା, ସ୍ପିନର ଆର ଅଶ୍ୱିନ ଓ ରବୀନ୍ଦ୍ର ଜାଡେଜାଙ୍କ ଫର୍ମରେ ଥିବାରୁ ଦଳ ଅଷ୍ଟେଲିଆକୁ ମାତ୍ ଦେବା ନେଇ ଆସନ୍ତାକାଲି ପଡିଆକୁ ଓହ୍ଲେଇବ। ଫାଷ୍ଟ ଅର୍ଡର ବ୍ୟାଟ୍ସମ୍ୟାନ ଶିଖର ଧୱାନ୍, ରୋହିତ ଶର୍ମା, ଆଜିଙ୍କ୍ୟ ରାହାଣେ ଓ ଗୁରୁକ୍ରୀତ୍ ସିଂହ ମନଙ୍କ ଉପରେ ବେଶ ଗୁରୁତ୍ୱ ଦେବ ଦଳ। ବାଉନ୍ସର ଓ ଇନସୁଇଂ ବଲକୁ କିପରି ଖେଳାଯିବ ସେ ନେଇ ଦଳ ଗୁରୁତ୍ୱ ଦେଇଛି।

ଅନୁରୂପ ଭାବେ ଘରୋଇ ପିଚର ଭରପୁର ଫାଇଦା ଉଠାଇବାକୁ ଚେଷ୍ଠା କରିବ ଅଷ୍ଟ୍ରେଲିଆ ଦଳ। ଦଳ ବୋଲିଂ ଓ ବ୍ୟାଟିଂ ଉପରେ ବିଶେଷ ଗୁରୁତ୍ୱ ଦେବ। ଦଳ ୬ ବ୍ୟାଟ୍ସମ୍ୟାନ ଓ ୪ ଦ୍ରୁତ ବୋଲରଙ୍କୁ ନେଇ ପଡ଼ିଆକୁ ଓହ୍ଲେଇବା ଆଶା କରାଯାଉଛି। ଭାରତୀୟ ସ୍ପିନକୁ ମାତ୍ ଦେବାକୁ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନଙ୍କୁ ରକ୍ଷଣାତ୍ମକ ଭାବେ ଖେଳିବାକୁ ଦଳ ପକ୍ଷରୁ ତାଗିତ କରାଯାଇଛି।

ଭାରତ ସମ୍ଭାବିତ ଦଳ: ଏମଏସ ଧୋନି(ଅଧିନାୟକ), ଶିଖର ଧୱାନ୍, ରୋହିତ ଶର୍ମା, ବିରାଟ କୋହଲି, ଆଜିଙ୍କ୍ୟ ରାହାଣେ, ଗୁରୁକ୍ରୀତ ସିଂହ ମନ୍, ଆର ଅଶ୍ୱିନ୍, ରବୀନ୍ଦ୍ର ଜାଡେଜା, ବରିନ୍ଦର ଶ୍ରାନ୍, ଉମେଶ ଯାଦବ୍, ଇଶାନ୍ତ ଶର୍ମା ଓ ଭୁବନେଶ୍ୱର କୁମାର।

ଅଷ୍ଟ୍ରେଲିଆ ସମ୍ଭାବିତ ଦଳ: ଷ୍ଟିଭ୍ ସ୍ମିଥ(ଅଧିନାୟକ), ଆରୋନ୍ ଫିଞ୍ଜ, ଡେଭିଡ୍ ୱାର୍ଣ୍ଣର, ଜର୍ଜ ବେଇଲି, ଗ୍ଲେନ୍ ମ୍ୟାକ୍ସୱେଲ୍, ଶ୍ୱାନ୍ ମାର୍ସ, ମିଚେଲ ମାର୍ସ, ଜେମ୍ସ ଫଲ୍କନର, ମାଥ୍ୟୁ ୱାଡେ, କେନେ ରିଚାର୍ଡସନ୍ ଓ ସ୍କଟ ବୋଲାଣ୍ଡ।

ଏହି ୫ ଟିକିଆ ଦିନିକିଆ ଶେଷ ହେବା ପରେ ଦୁଇ ଦେଶ ମଧ୍ୟରେ ୩ଟି ଟି-ଟ୍ୱେଣ୍ଟି ଖେଳାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story