ଦ୍ୱିତୀୟ ଆଶେସ୍ ଟେଷ୍ଟ୍: ଅଷ୍ଟ୍ରେଲିଆ ସ୍କ୍ୱାଡରେ ଷ୍ଟାର୍କ ଓ ହେଜଲଉଡ୍

ଲଣ୍ଡନ: ବୁଧବାରଠାରୁ ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଆଶେସ୍ ଟେଷ୍ଟ ଖେଳାଯିବ। ଏଥିପାଇଁ ଅଷ୍ଟ୍ରେଲିଆ ତା’ର ୧୨ଜଣିଆ ସ୍କ୍ୱାଡର ଘୋଷଣା କରିଛି। ଏହି ସ୍କାଡରୁ ପେସ୍ ବୋଲର ଜେମ୍ସ ପ୍ୟାଟିନସନ୍ ବାଦ୍ ପଡ଼ିଛନ୍ତି। ତେବେ ଆହତ ଯୋଗୁ ପ୍ରଥମ ଟେଷ୍ଟ ଖେଳିପାରିନଥିବା ପେସର୍ ମିଚେଲ୍ ଷ୍ଟାର୍କ ଓ ଜୋଶ୍ ହେଜଲଉଡଙ୍କୁ ସ୍କ୍ୱାଡରେ ସାମିଲ୍ କରାଯାଇଛି। ପ୍ୟାଟିନସନ୍ ପ୍ରଥମ ଟେଷ୍ଟରେ ୨ଟି ୱିକେଟ୍ ନେଇଥିବା ବେଳେ ଦ୍ୱିତୀୟ ଇନିଂସରେ ୪୭ ରନର ନିର୍ଣ୍ଣାୟକ […]

aus-team

aus-team

Ranjit Kumar Jena
  • Published: Tuesday, 13 August 2019
  • Updated: 13 August 2019, 06:00 PM IST

Sports

Latest News

ଲଣ୍ଡନ: ବୁଧବାରଠାରୁ ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଆଶେସ୍ ଟେଷ୍ଟ ଖେଳାଯିବ। ଏଥିପାଇଁ ଅଷ୍ଟ୍ରେଲିଆ ତା'ର ୧୨ଜଣିଆ ସ୍କ୍ୱାଡର ଘୋଷଣା କରିଛି। ଏହି ସ୍କାଡରୁ ପେସ୍ ବୋଲର ଜେମ୍ସ ପ୍ୟାଟିନସନ୍ ବାଦ୍ ପଡ଼ିଛନ୍ତି।

ତେବେ ଆହତ ଯୋଗୁ ପ୍ରଥମ ଟେଷ୍ଟ ଖେଳିପାରିନଥିବା ପେସର୍ ମିଚେଲ୍ ଷ୍ଟାର୍କ ଓ ଜୋଶ୍ ହେଜଲଉଡଙ୍କୁ ସ୍କ୍ୱାଡରେ ସାମିଲ୍ କରାଯାଇଛି। ପ୍ୟାଟିନସନ୍ ପ୍ରଥମ ଟେଷ୍ଟରେ ୨ଟି ୱିକେଟ୍ ନେଇଥିବା ବେଳେ ଦ୍ୱିତୀୟ ଇନିଂସରେ ୪୭ ରନର ନିର୍ଣ୍ଣାୟକ ଇନିଂସ୍ ଖେଳିଥିଲେ, ଯାହା ବଳରେ ଅଷ୍ଟ୍ରେଲିଆ ଟେଷ୍ଟକୁ ୨୫୧ ରନରେ ଜିତି ନେଇଥିଲେ।

୨୦୧୯ ବିଶ୍ୱକପର ସର୍ବାଧିକ ୱିକେଟ୍ ହାସଲକାରୀ ଷ୍ଟାର୍କ ଆଣ୍ଠୁଜନିତ ଆଘାତ କାରଣରୁ ମଇଦାନରୁ ବାହାରେ ବସିଥିଲେ। ତାଙ୍କର ଖେଳିବା ଦ୍ୱାରା ଅଷ୍ଟ୍ରେଲିଆ ବୋଲିଂ ଆହୁରି ମଜଭୁତ୍ ହେବ। ପ୍ୟାଟିନସନଙ୍କୁ ଛାଡ଼ିଦେଲେ ଟିମରେ ଆଉ କୌଣସି ପରିବର୍ତ୍ତନ ହୋଇନାହିଁ।

ଅଷ୍ଟ୍ରେଲିଆ ସ୍କ୍ୱାଡ୍: କ୍ୟାମେରନ୍ ବ୍ୟାନକ୍ରଫ୍ଟ, ଡେଭିଡ୍ ୱାର୍ଣ୍ଣର୍, ଉସମାନ୍ ଖୱାଜା, ଷ୍ଟିଭ୍ ସ୍ମିଥ୍, ଟ୍ରେଭିସ୍ ହେଡ୍ (ଭାଇସ୍ କ୍ୟାପଟେନ୍), ମାଥ୍ୟୁ ୱେଡ୍, ଟିମ୍ ପେନ୍ (କ୍ୟାପଟେନ୍ ଓ ୱିକେଟକିପର୍), ପ୍ୟାଟ୍ କମିନ୍ସ, ପିଟର୍ ସିଡଲ୍, ନେଥନ୍ ଲାୟନ୍, ଜୋଶ୍ ହେଜଲଉଡ୍, ମିଚେଲ୍ ଷ୍ଟାର୍କ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story