କୋଲମ୍ବୋ ଟେଷ୍ଟକୁ ୨୭୮ ରନରେ ଜିତି ସିରିଜ ୧-୧ରେ ବରାବର କଲା ଭାରତ

କୋଲମ୍ବୋ: କୋଲମ୍ବୋ ଟେଷ୍ଟର ଶେଷ ଦିନରେ ଭାରତ ବୋଲରଙ୍କ ଆଗରେ ଆତ୍ମସର୍ମପଣ କରିଛି ଶ୍ରୀଲଙ୍କାର ବ୍ୟାଟିଂ ଲାଇନ। ଅଶ୍ୱିନୀ ୪୨ ରନ ଦେଇ ୪ ୱିକେଟ ଓ ଅମିତ ମିଶ୍ରା ୨୯ ରନ ଦେଇ ୩ ୱିକେଟ ନେଇ ଶ୍ରୀଲଙ୍କାକୁ ପରାଜୟର ସ୍ୱାଦ ଚଖାଇଛନ୍ତି। ଲଞ୍ଚବ୍ରେକ ସରିବାର ମାତ୍ର କିଛି ସମୟ ମଧ୍ୟରେ ଅଲଆଉଟ ହୋଇଯାଇଛି ଟିମ ଶ୍ରୀଲଙ୍କା। ଏହି ବିଜୟ ସହ ଭାରତ ଟେଷ୍ଟ ସିରଜକୁ ୧-୧ରେ ବରାବର କରିଛି।ଶ୍ରୀଲଙ୍କା ୪୩ ଓଭର ୪ଟି ବଲରେ […]

ind-vs-srilanka-test match

ind-vs-srilanka-test match

Rakesh Mallick
  • Published: Monday, 24 August 2015
  • Updated: 24 August 2015, 07:57 AM IST

Sports

Latest News

ind-vs-srilanka-test matchକୋଲମ୍ବୋ: କୋଲମ୍ବୋ ଟେଷ୍ଟର ଶେଷ ଦିନରେ ଭାରତ ବୋଲରଙ୍କ ଆଗରେ ଆତ୍ମସର୍ମପଣ କରିଛି ଶ୍ରୀଲଙ୍କାର ବ୍ୟାଟିଂ ଲାଇନ। ଅଶ୍ୱିନୀ ୪୨ ରନ ଦେଇ ୪ ୱିକେଟ ଓ ଅମିତ ମିଶ୍ରା ୨୯ ରନ ଦେଇ ୩ ୱିକେଟ ନେଇ ଶ୍ରୀଲଙ୍କାକୁ ପରାଜୟର ସ୍ୱାଦ ଚଖାଇଛନ୍ତି। ଲଞ୍ଚବ୍ରେକ ସରିବାର ମାତ୍ର କିଛି ସମୟ ମଧ୍ୟରେ ଅଲଆଉଟ ହୋଇଯାଇଛି ଟିମ ଶ୍ରୀଲଙ୍କା। ଏହି ବିଜୟ ସହ ଭାରତ ଟେଷ୍ଟ ସିରଜକୁ ୧-୧ରେ ବରାବର କରିଛି।ଶ୍ରୀଲଙ୍କା ୪୩ ଓଭର ୪ଟି ବଲରେ ମାତ୍ର ୧୩୪ ରନରେ ଅଲଆଉଟ ହୋଇ ଭାରତଠାରୁ ୨୮୭ ରନରେ ପରାଜିତ ହୋଇଛି। ଦଳ ପକ୍ଷରୁ ଦିମୁଥ କରୁଣାରନ୍ନେ ୪୬ରନକୁ ଛାଡି ଦେଲେ ବାକି ୧୦ ଖେଳାଳି ୨୫ ରନକୁ ଛୁଇଁବାରେ ଅସମର୍ଥ ପ୍ରକାଶ କରିଛନ୍ତି। ଦଳ ପକ୍ଷରୁ ସର୍ବାଧିକ ଭାବେ ସାଙ୍ଗାକାରା (୨୯ ବଲରୁ ୧୮ରନ), ମ୍ୟାଥ୍ୟୁସ୍ (୪୯ ବଲରୁ ୨୩ ରନ), ଚାନ୍ଦିମାଲ (୩୧ ବଲରୁ ୧୫ ରନ) ଓ ଥିରିମାନେ (୩୪ ବଲରୁ ୧୧)ରନ କରିଛନ୍ତି। ମୁବାରକ ଓ ଧମ୍ମିକା ପ୍ରସାଦ ଖାତା ଖୋଲି ନ ପାରି ପ୍ୟାଭିଲୟନକୁ ଫେରି ଯାଇଥିଲେ।

ସୂଚନାଯୋଗ୍ୟ ଭାରତ ଦ୍ୱିତୀୟ ଇନିଂସରେ ଶ୍ରୀଲଙ୍କାକୁ ୪୧୩ ରନର ଟାର୍ଗେଟ ଦେଇଥିଲା। ଏହାକୁ ପିଛା କରୁଥିବା ଶ୍ରୀଲଙ୍କା ଦଳ ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ୨ ୱିକେଟ ହରାଇ କରିଥିଲା ମାତ୍ର ୭୨ ରନ୍ । ପଞ୍ଚମ ଦିନ ଖେଳ ଆରମ୍ଭ ବେଳକୁ ଶ୍ରୀଲଙ୍କା ଦଳ ବହୁ ମୁଲ୍ୟବାନ ୱିକେଟ ହରାଇଥିଲା।

ଭାରତ ପ୍ରଥମ ଇନିଂସରେ ୩୯୩ରନ ଓ ଶ୍ରୀଲଙ୍କା ୩୦୬ ରନ କରି ଅଲଆଉଟ ହୋଇଯାଇଥିଲା। ଦ୍ୱିତୀୟ ଇନିଂସରେ ଭାରତ ୩୨୫/୮ ରନ କରିଥିବା ବେଳେ ପାଳି ଘୋଷଣା କରିଥିଲେ କପ୍ତାନ କୋହିଲି।  ଏହି ମ୍ୟାଚରେ ଉନ୍ନତ ପ୍ରଦର୍ଶନ କରିଥିବା ଲୋକେଶ ରାଉଲଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଘୋଷଣା କରାଯାଇଥିଲା। ଏହି ତିନିଟିକିଆ ସିରିଜର ଶେଷ ମ୍ୟାଚ ଆସନ୍ତା ଅଗଷ୍ଟ ୨୦ରେ କୋଲମ୍ବୋରେ ଖେଳାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story