ଅଶ୍ୱିନ ହେବେ ୧୫ ବ୍ରାଣ୍ଡର ଆମ୍ବାସାଡର: ଆଇଟିଡବ୍ଲ୍ୟୁ

ଚେନ୍ନାଇ: ସ୍ପୋର୍ଟ କନସୋଲଟିଂ ଆଣ୍ଡ ଟାଲେଣ୍ଟ ମ୍ୟାନେଜମେଣ୍ଟ ସଲୁଶନ କମ୍ପାନୀ (ଆଇଟିଡବ୍ଲ୍ୟୁ) କନସୋଲଟିଂ ପ୍ରାଇଭେଟ୍‌ ଲିମିଟେଡ ଭାରତୀୟ କ୍ରିକେଟ୍‌ ଦଳର ଅଲରାଉଣ୍ଡ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ୧୫ଟି ବ୍ରାଣ୍ଡରର ଆମ୍ବାସାଡର ଭାବେ ନିଯୁକ୍ତି ଦେଇଛି। କମ୍ପାନୀ ବ୍ୟବସାୟୀକ ବିଜ୍ଞାପନ କରିବାକୁ ଅଶ୍ୱିନଙ୍କ ସହ ଏକ ବର୍ଷର ଚୁକ୍ତି କରିଛି। ଆଇଟିଡବ୍ଲ୍ୟୁ କନସୋଲଟିଂ କୋ ଫାଉଣ୍ଡର ଭୈରବ ସନ୍ଥ କହିଛନ୍ତି,“ଅଶ୍ୱିନ ବ୍ରାଣ୍ଡରର ବହୁତ କ୍ଷମତା ରହିଛି। ଆମେ ତାଙ୍କୁ ୧୫ରୁ ଅଧିକ ବ୍ରାଣ୍ଡରେ ନେବାକୁ ଚାହୁଁଛୁ। ବର୍ଷ ଶେଷ ସୁଦ୍ଧା […]

aswani

Rakesh Mallick
  • Published: Friday, 06 January 2017
  • , Updated: 06 January 2017, 05:33 PM IST

ଚେନ୍ନାଇ: ସ୍ପୋର୍ଟ କନସୋଲଟିଂ ଆଣ୍ଡ ଟାଲେଣ୍ଟ ମ୍ୟାନେଜମେଣ୍ଟ ସଲୁଶନ କମ୍ପାନୀ (ଆଇଟିଡବ୍ଲ୍ୟୁ) କନସୋଲଟିଂ ପ୍ରାଇଭେଟ୍‌ ଲିମିଟେଡ ଭାରତୀୟ କ୍ରିକେଟ୍‌ ଦଳର ଅଲରାଉଣ୍ଡ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ୧୫ଟି ବ୍ରାଣ୍ଡରର ଆମ୍ବାସାଡର ଭାବେ ନିଯୁକ୍ତି ଦେଇଛି। କମ୍ପାନୀ ବ୍ୟବସାୟୀକ ବିଜ୍ଞାପନ କରିବାକୁ ଅଶ୍ୱିନଙ୍କ ସହ ଏକ ବର୍ଷର ଚୁକ୍ତି କରିଛି।

ଆଇଟିଡବ୍ଲ୍ୟୁ କନସୋଲଟିଂ କୋ ଫାଉଣ୍ଡର ଭୈରବ ସନ୍ଥ କହିଛନ୍ତି,“ଅଶ୍ୱିନ ବ୍ରାଣ୍ଡରର ବହୁତ କ୍ଷମତା ରହିଛି। ଆମେ ତାଙ୍କୁ ୧୫ରୁ ଅଧିକ ବ୍ରାଣ୍ଡରେ ନେବାକୁ ଚାହୁଁଛୁ। ବର୍ଷ ଶେଷ ସୁଦ୍ଧା ଅଶ୍ୱିନ ଅଧିକାଂଶ ବ୍ରାଣ୍ଡର ବିଜ୍ଞାପନରେ ନଜରକୁ ଆସିବେ।”

Related story