ଏସିଆ କପ୍‌: ପ୍ରଥମ ମ୍ୟାଚ୍‌ରେ ଭାରତ-ବାଂଲାଦେଶ ମୁକାବିଲା

ମୀରପୁର: ଆସନ୍ତାକାଲି ମୀରପୁରର ଶେର-ଏ-ବାଂଲା ଷ୍ଟାଡିୟମରେ ଏସିଆ କପ୍‌ ଟି-୨୦ର ପ୍ରଥମ ମ୍ୟାଚ୍‌ରେ ବାଂଲାଦେଶକୁ ଭେଟିବ ଭାରତ। ଏହ ମ୍ୟାଚ ସନ୍ଧ୍ୟା ୭ଟାରେ ଖେଳାଯିବ। ଏଥିପାଇଁ ଉଭୟ ଦଳ ବେଶ୍ ଉତ୍ସାହିତ ରହିଛନ୍ତି। ଆଜି ଦୀର୍ଘ ସମୟ ଧରି ଫତୁଲ୍ଲାରେ ଅଭ୍ୟାସ ମଧ୍ୟ କରିଛନ୍ତି। ଆସନ୍ତାକାଲିର ମ୍ୟାଚ୍‌ ପାଇଁ ଦୁଇ ଦଳ ସ୍ୱତନ୍ତ୍ର ରଣକୌଶଳ ନେଇ ପଡିଆକୁ ଓହ୍ଲାଇବ। ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ବିପକ୍ଷ ଟି-ଟ୍ୱେଣ୍ଟିର ସଫଳତାକୁ ବାଂଲାଦେଶରେ ଦୋହରାଇବାକୁ ଭାରତ ଚେଷ୍ଟା କରିବ। ଦଳ ମୁଖ୍ୟତଃ […]

India-vs-Bangladesh-Live-Stream-Highlights

Rakesh Mallick
  • Published: Tuesday, 23 February 2016
  • Updated: 24 February 2016, 04:22 AM IST

Sports

Latest News

ମୀରପୁର: ଆସନ୍ତାକାଲି ମୀରପୁରର ଶେର-ଏ-ବାଂଲା ଷ୍ଟାଡିୟମରେ ଏସିଆ କପ୍‌ ଟି-୨୦ର ପ୍ରଥମ ମ୍ୟାଚ୍‌ରେ ବାଂଲାଦେଶକୁ ଭେଟିବ ଭାରତ। ଏହ ମ୍ୟାଚ ସନ୍ଧ୍ୟା ୭ଟାରେ ଖେଳାଯିବ। ଏଥିପାଇଁ ଉଭୟ ଦଳ ବେଶ୍ ଉତ୍ସାହିତ ରହିଛନ୍ତି। ଆଜି ଦୀର୍ଘ ସମୟ ଧରି ଫତୁଲ୍ଲାରେ ଅଭ୍ୟାସ ମଧ୍ୟ କରିଛନ୍ତି। ଆସନ୍ତାକାଲିର ମ୍ୟାଚ୍‌ ପାଇଁ ଦୁଇ ଦଳ ସ୍ୱତନ୍ତ୍ର ରଣକୌଶଳ ନେଇ ପଡିଆକୁ ଓହ୍ଲାଇବ। ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ବିପକ୍ଷ ଟି-ଟ୍ୱେଣ୍ଟିର ସଫଳତାକୁ ବାଂଲାଦେଶରେ ଦୋହରାଇବାକୁ ଭାରତ ଚେଷ୍ଟା କରିବ। ଦଳ ମୁଖ୍ୟତଃ ଅଲରାଉଣ୍ଡର ଓ ବୋଲରଙ୍କ ଉପରେ ଫୋକସ କରିବ। ଦଳର ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ ଶିଖର ଧାୱନ, ରୋହିତ ଶର୍ମା, ବିରାଟ କୋହଲି, ଯୁବରାଜ ସିଂହ, ସୁରେଶ ରାଇନା ଓ ଏମଏସ ଧୋନି ବାଂଲାଦେଶର ବୋଲିଂ ଲାଇନ୍‌କୁ ଭାଙ୍ଗିବାକୁ ଚେଷ୍ଟା କରିବେ। ଅନ୍ୟପକ୍ଷରେ ବାଂଲାଦେଶର ବ୍ୟାଟିଂ ଲାଇନକୁ ଭାଙ୍ଗିବାକୁ ଦଳ ଅଶ୍ୱିନ୍, ଜାଡେଜା, ନେହରା ଓ ବୁମ୍‌ରାଙ୍କ ଉପରେ ନିର୍ଭର କରିବ ଦଳ।

ଅନ୍ୟପକ୍ଷରେ ବାଂଲାଦେଶ ମଧ୍ୟଭାରତକୁ କଡ଼ା ଟକ୍କର ଦେବାକୁ ପ୍ରସ୍ତୁତି ଚଳାଇଛି। ଭାରତର ବ୍ୟାଟିଂ ଲାଇନ୍‌କୁ ବିଗାଡିବାକୁ ଦଳ ସକିବ୍ ଅଲ ହାସନ୍,ଶବୀର ହାସନ୍‌,ନୁରୁଲ୍ ହାସନ୍ ଓ ସୌମ୍ୟ ସରକାରଙ୍କୁ ପ୍ରାଧାନ୍ୟ ଦେବ। ଏହାସହ ଭାରତୀୟ ବୋଲିଂକୁ ମୁକାବିଲା କରିବାକୁ ଏମ୍ ମୋର୍ତାଜା, ଆବୁ ହାଇଦର, ଅଲ-ଅମୀନ୍ ହାସନ୍,ଏ ସୋନୀ ଓ ଇମ୍ରୁଲ କେୟାଜ୍ ମେହମ୍ମୁଦଉଲ୍ଲା ପ୍ରସ୍ତୁତ ରହିଛନ୍ତି।

ଅଭ୍ୟାସ ବେଳେ ଏମଏସ ଧୋନି ଆହତ ହୋଇଥିବାରୁ ଭାରତ ପାଇଁ ଚିନ୍ତା ବଢି ଯାଇଛି। ତାଙ୍କ ବଦଳରେ ପ୍ରାର୍ଥିବ ପଟେଲ୍‌ ସ୍ଥାନ ପାଇଛନ୍ତି। ଭାରତ ଏହି ସିରିଜ୍‌ରେ ମୋଟ୍‌ ୪ଟି ମ୍ୟାଚ ଖେଳିବ।

ପୂର୍ବରୁ ଏସିଆ କପ୍‌ରେ ୫୦ ଓଭର ବିଶିଷ୍ଟ ହେଉଥିବା ବେଳେ ଚଳିତ ବର୍ଷ ଟି-୨୦ ଫର୍ମାଟରେ ଖେଳାଯିବ। ଏଥିରେ ଭାରତ ସମେତ ଗତବର୍ଷର ଚାମ୍ପିଅନ ଶ୍ରୀଲଙ୍କା, ଗତବର୍ଷର ରନର୍ସଅପ୍ ବାଂଲାଦେଶ, ପାକିସ୍ତାନ ଓ ୟୁଏଇ ଅଂଶଗ୍ରହଣ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story