ଏସିଆନ ଆଥଲେଟିକ୍‌ ଚାମ୍ପିୟନସିପ୍‌: ଆଜି ଜଉନା, ଦୂତୀ, ଶ୍ରାବଣୀ ଓ ଅମୀୟଙ୍କ ଉପରେ ନଜର

ଭୁବନେଶ୍ୱର: ଏସିଆନ ଆଥଲେଟିକ୍‌ ଚାମ୍ପିୟନସିପ୍‌ର ଆଜି ତୃତୀୟ ଦିନ। ନଜର ରହିବ ରାଜ୍ୟର ସମସ୍ତ ୫ ଖେଳାଳିଙ୍କ ଉପରେ। ବିଶେଷକରି ଆଥଲେଟ୍ ଜଉନା ମୁର୍ମୁଙ୍କ ଉପରେ ରହିବ ସମସ୍ତଙ୍କ ନଜର।  ୪୦୦ମିଟର ହର୍ଡଲ୍ସ ଫାଇନାଲରେ ଟ୍ରାକକୁ ଓହ୍ଲାଇବେ ଜଉନା ମୁର୍ମୁ। ଅନ୍ୟପଟେ ୨ଶହ ମିଟର ରେସ୍‌ରେ ଟ୍ରାକରେ ଦୌଡିବେ ଧାବକ ଅମୀୟ ମଲ୍ଲିକ। ୪ ଗୁଣା ଶହେ ମିଟର ରିଲେରେ ଭାଗ ନେବେ ଦୂତି ଚାନ୍ଦ ଓ ଶ୍ରାବଣୀ ନନ୍ଦ।  ପୂର୍ବରୁ ଆଜି ସକାଳେ ମହିଳା ହେପ୍ଟାଥଲନରେ […]

Odia-athletes

Odia-athletes

Rakesh Mallick
  • Published: Saturday, 08 July 2017
  • Updated: 08 July 2017, 04:20 PM IST

Sports

Latest News

ଭୁବନେଶ୍ୱର: ଏସିଆନ ଆଥଲେଟିକ୍‌ ଚାମ୍ପିୟନସିପ୍‌ର ଆଜି ତୃତୀୟ ଦିନ। ନଜର ରହିବ ରାଜ୍ୟର ସମସ୍ତ ୫ ଖେଳାଳିଙ୍କ ଉପରେ। ବିଶେଷକରି ଆଥଲେଟ୍ ଜଉନା ମୁର୍ମୁଙ୍କ ଉପରେ ରହିବ ସମସ୍ତଙ୍କ ନଜର।  ୪୦୦ମିଟର ହର୍ଡଲ୍ସ ଫାଇନାଲରେ ଟ୍ରାକକୁ ଓହ୍ଲାଇବେ ଜଉନା ମୁର୍ମୁ। ଅନ୍ୟପଟେ ୨ଶହ ମିଟର ରେସ୍‌ରେ ଟ୍ରାକରେ ଦୌଡିବେ ଧାବକ ଅମୀୟ ମଲ୍ଲିକ। ୪ ଗୁଣା ଶହେ ମିଟର ରିଲେରେ ଭାଗ ନେବେ ଦୂତି ଚାନ୍ଦ ଓ ଶ୍ରାବଣୀ ନନ୍ଦ।  ପୂର୍ବରୁ ଆଜି ସକାଳେ ମହିଳା ହେପ୍ଟାଥଲନରେ ଟ୍ରାକ୍‌କୁ ଓହ୍ଲାଇଥିଲେ ପୂର୍ଣ୍ଣିମା ହେମ୍ବ୍ରମ୍। ଆଜି ସକାଳ ସେସନ୍‌ରେ ହୋଇଥିବା ହେପଟାଥଲନର ୧୦୦ ମିଟର ହର୍ଡଲ୍ସରେ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ହାଇଜମ୍ପରେ ପଞ୍ଚମରେ ରହିଥିଲେ। ସନ୍ଧ୍ୟା ସେସନ୍‌ରେ ସେ ସଟ୍ପୁଟ୍ ଏବଂ ୨୦୦ ମିଟର ରେସ୍‌ରେ ପୁଣି ଭାଗ ନେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story