ଏସିଆନ୍ ଆଥଲେଟିକ୍ସର ଆଜି ଉଦଯାପନୀ, ଅମୀୟ, ଶ୍ରାବଣୀ,ଦୂତୀ ଓ ପୂର୍ଣ୍ଣିମାଙ୍କ ଉପରେ ନଜର

ଭୁବନେଶ୍ୱର: ଏସିଆନ୍ ଆଥଲେଟିକ୍ସର ଆଜି ହେବ ଉଦଯାପନୀ। ଆଜି ଅନ୍ତିମ ଦିନରେ ମଧ୍ୟ ଓଡ଼ିଆ ଆଥଲେଟଙ୍କ ସମେତ ଅନ୍ୟ ଭାରତୀୟ ଉପରେ ରହିଛି ପଦକ ଆଶା। ପୁରୁଷ ୨୦୦ ମିଟରରେ ଅମୀୟ ମଲ୍ଲିକ, ମହିଳା ୨୦୦ ମିଟରରେ ଶ୍ରାବଣୀ ଓ ଦୂତୀ ଏବଂ ପୂର୍ଣ୍ଣିମା ହେମ୍ବ୍ରମଙ୍କ ଉପରେ ରହିବ ନଜର। ଗତକାଲି ଚାମ୍ପିୟନସିପ୍‌ର ତୃତୀୟ ଦିନରେ ଭାରତକୁ ଗୋଟିଏ ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଏବଂ ୩ଟି ବ୍ରୋଞ୍ଜ ପଦକ ମିଳିଥିଲା। ଦୁଇ ଓଡ଼ିଆ ଆଥଲେଟ୍ ଦୂତୀ ଚାନ୍ଦ […]

hh

hh

Rakesh Mallick
  • Published: Sunday, 09 July 2017
  • Updated: 09 July 2017, 09:04 AM IST

ଭୁବନେଶ୍ୱର: ଏସିଆନ୍ ଆଥଲେଟିକ୍ସର ଆଜି ହେବ ଉଦଯାପନୀ। ଆଜି ଅନ୍ତିମ ଦିନରେ ମଧ୍ୟ ଓଡ଼ିଆ ଆଥଲେଟଙ୍କ ସମେତ ଅନ୍ୟ ଭାରତୀୟ ଉପରେ ରହିଛି ପଦକ ଆଶା। ପୁରୁଷ ୨୦୦ ମିଟରରେ ଅମୀୟ ମଲ୍ଲିକ, ମହିଳା ୨୦୦ ମିଟରରେ ଶ୍ରାବଣୀ ଓ ଦୂତୀ ଏବଂ ପୂର୍ଣ୍ଣିମା ହେମ୍ବ୍ରମଙ୍କ ଉପରେ ରହିବ ନଜର।

ଗତକାଲି ଚାମ୍ପିୟନସିପ୍‌ର ତୃତୀୟ ଦିନରେ ଭାରତକୁ ଗୋଟିଏ ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଏବଂ ୩ଟି ବ୍ରୋଞ୍ଜ ପଦକ ମିଳିଥିଲା। ଦୁଇ ଓଡ଼ିଆ ଆଥଲେଟ୍ ଦୂତୀ ଚାନ୍ଦ ଓ ଶ୍ରାବଣୀ ନନ୍ଦ ବ୍ରୋଞ୍ଜ ପଦକ ଦେଇଥିଲେ। ୪ ଗୁଣା ୧୦୦ ମିଟର ମହିଳା ରିଲେ ଇଭେଣ୍ଟରେ ଭାରତ ୪୪. ୫୭ ସେକେଣ୍ଡ ଟାଇମିଂ ସହ ତୃତୀୟ ସ୍ଥାନରେ ରହିଥିଲା। ସେପଟେ ୨୦୦ ମିଟର୍ ସେମିରେ ପହଞ୍ଚିଛନ୍ତି  ଓଡ଼ିଆ  ସ୍ପ୍ରିଣ୍ଟର ଅମୀୟ ମଲ୍ଲିକ।  ପୂର୍ବରୁ ୧୦୦ ମିଟର ବ୍ୟକ୍ତିଗତ ଏବଂ ରିଲେ ଇଭେଣ୍ଟରେ ନିରାଶ କରିଥିବା ଅମୀୟ ଗତକାଲି ସାରେ ୨୦୦ ମିଟର ତୃତୀୟ ହିଟ୍ସରେ ଦ୍ୱିତୀୟ ସ୍ଥାନରେ ରହିଥିଲେ। କିନ୍ତୁ ନିରାଶ କରିଥିଲେ ଅନ୍ୟତମ ଓଡ଼ିଆ ଆଥଲେଟ୍ ଜଉନା ମୁର୍ମୁ। ୪୦୦ ମିଟର ହର୍ଡଲ୍ସରେ ଜଉନା ଷଷ୍ଠ ସ୍ଥାନରେ ରହିଥିଲେ। ଏହି ଇଭେଣ୍ଟରେ ଭାରତର ଅନୁ.ଆର୍ ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ପଦକ ହାସଲ କରିଥିଲେ।  ୩୦୦୦ ମିଟର ଷ୍ଟିପଲ୍ ଚେଜରେ ସୁଧା ସିଂ ଭାରତ ପାଇଁ ସପ୍ତମ ସ୍ୱର୍ଣ୍ଣ ଆଣିଦେଇଥିଲେ।

ଅନ୍ୟପକ୍ଷରେ ୧୧୦ ମିଟର ପୁରୁଷ ହର୍ଡଲ୍ସ ଏବଂ ମହିଳା ଲଙ୍ଗଜମ୍ପରେ ଭାରତକୁ  ବ୍ରୋଞ୍ଜ ପଦକ ମିଳିଛି। ଏସବୁ ପଦକୁ ମିଶାଇ ଏସିଆନ୍ ଆଥଲେଟିକ୍ସ ଚାଂପିଅନ୍ସିପରେ ବର୍ତ୍ତମାନ ସୁଦ୍ଧା ଭାରତର ପଦକ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି। ୭ଟି ସ୍ୱର୍ଣ୍ଣ, ୪ଟି ରୌପ୍ୟ ଏବଂ ୯ଟି କାଂସ୍ୟ ପଦକ ସହ ଭାରତ ଶୀର୍ଷ ସ୍ଥାନରେ ରହିଛି ।

ସୌଜନ୍ୟ ଫଟୋ- ଡିଡି ସ୍ପୋର୍ଡ୍ସ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story