ଏସିଆନ୍ ଆଥଲେଟିକ୍ ମିଟ୍: ଦ୍ୱିତୀୟ ଦିନରେ ଦୂତି ଓ ଅମୀୟଙ୍କ ଉପରେ ନଜର

ଭୁବନେଶ୍ୱର: ଏସିଆନ୍ ଆଥଲେଟିକ୍ ମିଟରେ ଆଜି ହେଉଛି ଦ୍ୱିତୀୟ ଦିନ। ଆଜିର ଇଭେଣ୍ଟରେ ଓଡ଼ିଶା ଆଥଲେଟ୍ ଦୂତି ଚାନ୍ଦ ଓ ଅମୀୟ ମଲ୍ଲିକଙ୍କ ଉପରେ ନଜର ରହିଛି। କାରଣ ଶହେ ମିଟର ଦୌଡରେ ଆଜି ଖେଳାଯିବ ସେମିଫାଇନାଲ।  ମହିଳା ଶହେ ମିଟର ଦୌଡର ଦୂତୀ ଚାନ୍ଦ ସେମି ଫାଇନାଲରେ ପହଞ୍ଚିଛନ୍ତି। ସେହିପରି ଅମୀୟ ମଲ୍ଲିକ ମଧ୍ୟ ପୁରୁଷ ଶହେ ମିଟର ଦୌଡ଼ରେ ସେମିଫାଇନାଲକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ଗତକାଲି ପ୍ରଥମ ଦିନରେ ଦୁଇ ସ୍ୱର୍ଣ୍ଣ ଓ ଗୋଟିଏ […]

duti

duti

Rakesh Mallick
  • Published: Friday, 07 July 2017
  • Updated: 07 July 2017, 08:50 AM IST

Sports

Latest News

ଭୁବନେଶ୍ୱର: ଏସିଆନ୍ ଆଥଲେଟିକ୍ ମିଟରେ ଆଜି ହେଉଛି ଦ୍ୱିତୀୟ ଦିନ। ଆଜିର ଇଭେଣ୍ଟରେ ଓଡ଼ିଶା ଆଥଲେଟ୍ ଦୂତି ଚାନ୍ଦ ଓ ଅମୀୟ ମଲ୍ଲିକଙ୍କ ଉପରେ ନଜର ରହିଛି। କାରଣ ଶହେ ମିଟର ଦୌଡରେ ଆଜି ଖେଳାଯିବ ସେମିଫାଇନାଲ।  ମହିଳା ଶହେ ମିଟର ଦୌଡର ଦୂତୀ ଚାନ୍ଦ ସେମି ଫାଇନାଲରେ ପହଞ୍ଚିଛନ୍ତି। ସେହିପରି ଅମୀୟ ମଲ୍ଲିକ ମଧ୍ୟ ପୁରୁଷ ଶହେ ମିଟର ଦୌଡ଼ରେ ସେମିଫାଇନାଲକୁ ଯୋଗ୍ୟତା ଅର୍ଜନ କରିଛନ୍ତି।

ଗତକାଲି ପ୍ରଥମ ଦିନରେ ଦୁଇ ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ସହ ଭାରତକୁ ୭ ପଦକ ମିଳିଛି। କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଇ ମେଗା ଇଭେଣ୍ଟରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣପଦକ ଆସିଥିଲା ସଟପୁଟ୍ ଇଭେଣ୍ଟରୁ। ସଟପୁଟରେ ମନପ୍ରୀତ କୌର ଏହି ସ୍ୱର୍ଣ୍ଣପଦକ ଜିତିଛନ୍ତି। ପୁରୁଷ ୫ହଜାର ମିଟର ଦୌଡ଼ରେ ଜି. ଲକ୍ଷ୍ମଣଙ୍କ ସ୍ୱର୍ଣ୍ଣ ପଦକ ଲାଭ କରିଛନ୍ତି। ମହିଳା ଲଙ୍ଗଜମ୍ପରେ ନୀନା ଭି.ଙ୍କୁ ରୌପ୍ୟ ଓ ନୟନା ଜେମ୍ସଙ୍କୁ ବ୍ରୋଞ୍ଜ ପଦକ ମିଳିଛି।

ସେହିପରି ଡିସକସ୍‌ ଥ୍ରୋରେ ବିକାଶ ଗୌଡ଼ା, ମହିଳା ୫ ହଜାର ମିଟର ଦୌଡ଼ରେ ସଞ୍ଜିବନୀ ଯାଦବ ଓ ମହିଳା ଜାଭେଲିନ୍ ଥ୍ରୋରେ ଅନୁରାଣୀଙ୍କୁ ବ୍ରୋଞ୍ଜ ପଦକ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story