ଏସିଆନ୍ ବକ୍ସିଂ ଚାମ୍ପିଅନଶିପ୍: ପଦକ ପକ୍କା କଲେ ପୂଜା

ବ୍ୟାଙ୍ଗକକ୍: ଦୁଇଥରର ପୂର୍ବତନ ଚାମ୍ପିଅନ୍ ପୂଜା ରାନୀ (୮୧ କେଜି) ଏଠାରେ ଚାଲିଥିବା ଏସିଆନ୍ ଏଲିଟ୍ ବକ୍ସିଂ ଚାମ୍ପିଅନଶିପର ସେମିଫାଇନାଲରେ ପହଞ୍ଚି ଭାରତ ପାଇଁ ପଦକ ପକ୍କା କରିଛନ୍ତି। ଟୁର୍ଣ୍ଣାମେଣ୍ଟରେ ୬ଜଣ ଭାରତୀୟ ବକ୍ସରଙ୍କୁ ପ୍ରଥମ ରାଉଣ୍ଡରେ ବାଇ ମିଳିଛି। ମହିଳାଙ୍କ ୮୧ କେଜି ଭାର ବର୍ଗରେ କେବଳ ପାଞ୍ଚଜଣ ବକ୍ସର ଥିବାରୁ ପୂଜା ସହଜରେ ସେମିଫାଇନାଲରେ ପହଞ୍ଚିପାରିଛନ୍ତି ଏବଂ ସେ ଟୁର୍ଣ୍ଣାମେଣ୍ଟରେ ଭାରତ ପାଇଁ ପ୍ରଥମ ପଦକ ପକ୍କା କରିଛନ୍ତି। ପ୍ରଥମ ରାଉଣ୍ଡରେ ବାଇ ପାଇଥିବା […]

pooja

pooja

Ranjit Kumar Jena
  • Published: Friday, 19 April 2019
  • Updated: 19 April 2019, 01:25 PM IST

Sports

Latest News

ବ୍ୟାଙ୍ଗକକ୍: ଦୁଇଥରର ପୂର୍ବତନ ଚାମ୍ପିଅନ୍ ପୂଜା ରାନୀ (୮୧ କେଜି) ଏଠାରେ ଚାଲିଥିବା ଏସିଆନ୍ ଏଲିଟ୍ ବକ୍ସିଂ ଚାମ୍ପିଅନଶିପର ସେମିଫାଇନାଲରେ ପହଞ୍ଚି ଭାରତ ପାଇଁ ପଦକ ପକ୍କା କରିଛନ୍ତି। ଟୁର୍ଣ୍ଣାମେଣ୍ଟରେ ୬ଜଣ ଭାରତୀୟ ବକ୍ସରଙ୍କୁ ପ୍ରଥମ ରାଉଣ୍ଡରେ ବାଇ ମିଳିଛି।

ମହିଳାଙ୍କ ୮୧ କେଜି ଭାର ବର୍ଗରେ କେବଳ ପାଞ୍ଚଜଣ ବକ୍ସର ଥିବାରୁ ପୂଜା ସହଜରେ ସେମିଫାଇନାଲରେ ପହଞ୍ଚିପାରିଛନ୍ତି ଏବଂ ସେ ଟୁର୍ଣ୍ଣାମେଣ୍ଟରେ ଭାରତ ପାଇଁ ପ୍ରଥମ ପଦକ ପକ୍କା କରିଛନ୍ତି। ପ୍ରଥମ ରାଉଣ୍ଡରେ ବାଇ ପାଇଥିବା ଏସିଆନ୍ ଗେମ୍ସ ସ୍ୱର୍ଣ୍ଣ ପଦକ ବିଜେତା ଅମିତ୍ ଫାଙ୍ଗାଲ ପୁରୁଷ ୫୨ କେଜି ବର୍ଗର କ୍ୱାର୍ଟରଫାଇନାଲରେ ଡିଫେଣ୍ଡିହ ଅଲିମ୍ପିକ୍ ଚାମ୍ପିଅନ୍ ଉଜବେକିସ୍ତାନର ହାସାନବୟ ଦୁସମାତୋଭଙ୍କୁ ଭେଟିପାରନ୍ତି।

ପୂର୍ବତନ ୱାର୍ଲ୍ଡ ଜୁନିୟର ଚାମ୍ପିଅନ୍ ନିଖତ୍ ଜରୀନ୍ (୫୧ କେଜି) କାମ୍ବୋଡିଆର ଶ୍ରେ ପୋଭ୍ ନାଓଙ୍କ ବିପକ୍ଷରେ ଅଭିଯାନ ଆରମ୍ଭ କରିବେ। ସେହିପରି ଲଭଲିନା ବୋର୍ଗୋହେନ୍ (୬୪ କେଜି) ଚୀନର ୱାର୍ଲ୍ଡ ଚାମ୍ପିଅନ୍ ଚେନ୍ ନିଏନ୍-ଚିନଙ୍କୁ ଭେଟିବେ। ରେକର୍ଡ ଚତୁର୍ଥ ପଦକ ଆଶାରେ ଥିବା ଶିବ ଥାପ୍ପା (୬୦ କେଜି) ପ୍ରଥମ ରାଉଣ୍ଡରେ କୋରିଆର କିମ୍ ୱନହୋଙ୍କୁ ଭେଟିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story