ଏସିଆ କପ୍ ମହିଳା ହକିରେ ଭାରତ ଚାମ୍ପିଅନ୍‌

ନୂଆଦିଲ୍ଲୀ: ଏସିଆ କପ୍ ମହିଳା ହକିରେ ଭାରତ ଚାମ୍ପିଅନ୍‌ ହୋଇଛି। ଦୀର୍ଘ ୧୩ ବର୍ଷ ପରେ ଭାରତୀୟ ମହିଳା ଦଳ ଏହି ବିରଳ କିର୍ତ୍ତୀମାନ ସ୍ଥାପନ କରିଛି। ଆଜି ଖେଳାଯାଇଥି ଫାଇନାଲ ମ୍ୟାଚରେ ଚୀନକୁ ୫-୪ ଗୋଲରେ ହରାଇ ଟାଇଟଲ ହାତେଇଛି ଭାରତ। ଏଥିସହ ଦଳ ୨୦୧୮ ବିଶ୍ୱକପରେ ସ୍ଥାନ ପକ୍କା କରିଛି। ୨୦୦୪ରେ ନୂଆଦିଲ୍ଲୀରେ ଖେଳାଯାଇଥିବା ଏସିଆ କପରେ ଶେଷଥର ପାଇଁ ଭାରତ ଜାପାନକୁ ହରାଇ ଚାମ୍ପିଅନ୍‌ ହୋଇଥିଲା। ରାଣୀ ରାମପାଲଙ୍କ ନେତୃତ୍ୱରେ ଦଳ ଗ୍ରୁପ୍ […]

516704-indian-women-hockey-team-hockey-india-edited

Rakesh Mallick
  • Published: Sunday, 05 November 2017
  • Updated: 05 November 2017, 08:08 PM IST

Sports

Latest News

ନୂଆଦିଲ୍ଲୀ: ଏସିଆ କପ୍ ମହିଳା ହକିରେ ଭାରତ ଚାମ୍ପିଅନ୍‌ ହୋଇଛି। ଦୀର୍ଘ ୧୩ ବର୍ଷ ପରେ ଭାରତୀୟ ମହିଳା ଦଳ ଏହି ବିରଳ କିର୍ତ୍ତୀମାନ ସ୍ଥାପନ କରିଛି। ଆଜି ଖେଳାଯାଇଥି ଫାଇନାଲ ମ୍ୟାଚରେ ଚୀନକୁ ୫-୪ ଗୋଲରେ ହରାଇ ଟାଇଟଲ ହାତେଇଛି ଭାରତ। ଏଥିସହ ଦଳ ୨୦୧୮ ବିଶ୍ୱକପରେ ସ୍ଥାନ ପକ୍କା କରିଛି।

୨୦୦୪ରେ ନୂଆଦିଲ୍ଲୀରେ ଖେଳାଯାଇଥିବା ଏସିଆ କପରେ ଶେଷଥର ପାଇଁ ଭାରତ ଜାପାନକୁ ହରାଇ ଚାମ୍ପିଅନ୍‌ ହୋଇଥିଲା। ରାଣୀ ରାମପାଲଙ୍କ ନେତୃତ୍ୱରେ ଦଳ ଗ୍ରୁପ୍ ପର୍ଯ୍ୟାୟରେ ଶୀର୍ଷ ସ୍ଥାନରେ ରହିଥିବା ବେଳେ କ୍ୱାର୍ଟର ଫାଇନାଲରେ କାଜାଖସ୍ତାନକୁ ଓ ସେମି ଫାଇନାଲରେ ଆୟୋଜକ ଜାପାନକୁ ପରାସ୍ତ କରିଥିଲା।

ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି। ଜାତୀୟ ଟିମ୍‌ରେ ସ୍ଥାନ ପାଇଥିବା ୫ ଜଣ ଓଡ଼ିଆ ଖେଳାଳି ଥିବାରୁ ଓଡ଼ିଶା ପାଇଁ ଏହା ବେଶୀ ଖୁସିର କଥା ବୋଲି ନବୀନ ଲେଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story