ଅଷ୍ଟମଥର ପାଇଁ ୱିମ୍ବଲଡନ ଫାଇନାଲରେ ସେରେନା

ଲଣ୍ଡନ: ଗୁରୁବାର ମାରିଆ ସାରେପଭାଙ୍କ ହରାଇ ଅଷ୍ଟମଥର ପାଇଁ ୱିମ୍ବଲଡନ ଫାଇନାଲର ପହଞ୍ଚିଛନ୍ତି ସେରେନା ୱିଲିୟମସ୍। ଆମେରିକାର ଏହି ଅଭିଜ୍ଞ ଟେନିସ ତାରକା ସେରେନା ୱିଲିୟମସ୍ ୬-୨, ୬-୪ ସେଟରେ ରୁଷିଆର ଷ୍ଟାରଟେନିସ ତାରକା ମାରିଆ ସାରେପଭାଙ୍କୁ ହରାଇଛନ୍ତି। ଏହି ବିଜୟ ସହ ସେ ୧୭ ଥର ପାଇଁ ମାରିଆଙ୍କ ଉପରେ ବିଜୟ ହାସଲ କରିଛନ୍ତି। ଶନିବାର ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ସେରେନା ୨୦ତମ ସିଡରେ ସ୍ପାନିଆର୍ଡ ଗାରର୍ବିନେ ମୁଗୁରୁଜାଙ୍କୁ ଭେଟିବେ।

serena

Rakesh Mallick
  • Published: Thursday, 09 July 2015
  • , Updated: 09 July 2015, 05:28 PM IST

Related story