୫-୦ରେ ଜିତି କ୍ୱାର୍ଟର ଫାଇନାଲରେ ବକ୍ସର ଅମିତ ପଙ୍ଘଲ

ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ବିଜୟରୁ ନିଜର ଅଭିଯାନ ଆରମ୍ଭ କରିଛନ୍ତି ଭାରତର ଷ୍ଟାର ବକ୍ସର ଅମିତ ପଙ୍ଘଲ। ସେ ୪୮ରୁ ୫୧ କେଜି ଫ୍ଲାଏୱେଟ ବର୍ଗର ପ୍ରଥମ ବାଉଟରେ ଏକତରଫା ବିଜୟ ହାସଲ କରିଛନ୍ତି। ଏହି ବିଜୟ ସେ ଏବେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଅର୍ଥାତ ମେଡାଲ ପକ୍କା କରିବା ପାଇଁ ତାଙ୍କୁ ଆଉ ଗୋଟିଏ ବାଉଟ ଜିତିବାର ଅଛି। ଆଜିର ପ୍ରଥମ ମ୍ୟାଚରେ ଅମିତ ନିଜର ଜଲୱା ଦେଖାଇ ଭାନାଆତୁର ନାମରି ବେରୀଙ୍କୁ […]

amit-paghal

amit-paghal

Hemant Lenka
  • Published: Monday, 01 August 2022
  • Updated: 01 August 2022, 06:05 PM IST

Sports

Latest News

ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ବିଜୟରୁ ନିଜର ଅଭିଯାନ ଆରମ୍ଭ କରିଛନ୍ତି ଭାରତର ଷ୍ଟାର ବକ୍ସର ଅମିତ ପଙ୍ଘଲ। ସେ ୪୮ରୁ ୫୧ କେଜି ଫ୍ଲାଏୱେଟ ବର୍ଗର ପ୍ରଥମ ବାଉଟରେ ଏକତରଫା ବିଜୟ ହାସଲ କରିଛନ୍ତି। ଏହି ବିଜୟ ସେ ଏବେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଅର୍ଥାତ ମେଡାଲ ପକ୍କା କରିବା ପାଇଁ ତାଙ୍କୁ ଆଉ ଗୋଟିଏ ବାଉଟ ଜିତିବାର ଅଛି।

ଆଜିର ପ୍ରଥମ ମ୍ୟାଚରେ ଅମିତ ନିଜର ଜଲୱା ଦେଖାଇ ଭାନାଆତୁର ନାମରି ବେରୀଙ୍କୁ ୫-୦ରେ ପରାସ୍ତ କରିଛନ୍ତି। ଅମିତଙ୍କ ଫୁଟୱର୍କ ଓ କ୍ରମାଗତ ପଞ୍ଚିଂ ଆଗରେ ବେରୀ ଆଦୌ ତିଷ୍ଟି ପାରି ନଥିଲେ। ପ୍ରଥମ ରାଉଣ୍ଡରେ ଅମିତଙ୍କୁ ୫ ଜଣ ଯାକ ୧୦ ପଏଣ୍ଟ ଲେଖାଏ ଦେଇଥିବା ବେଳେ ବେରୀଙ୍କୁ ୯ ପଏଣ୍ଟ ଲେଖାଏ ମିଳିଥିଲା।

ଦ୍ୱିତୀୟ ରାଉଣ୍ଡରେ ଭାରତର ଅମିତ ଆହୁରି ଦମଦାର ପ୍ରଦର୍ଶନ କରିଥିଲେ। ଏହି ରାଉଣ୍ଡରେ ଅମିତଙ୍କୁ ମୋଟ ୫୦ ପଏଣ୍ଟ ମିଳିଥିବା ବେଳେ ବେରୀଙ୍କୁ ୪ ଜଣ ଜଜ୍‌ ୮ ପଏଣ୍ଟ ଲେଖାଏ ଓ ଜଣେ ଜଜ ୯ ପଏଣ୍ଟ ଦେଇଥିଲେ। ଶେଷ ରାଉଣ୍ଡରେ ମଧ୍ୟ ଅମିତଙ୍କୁ ସମସ୍ତେ ୧୦ ପଏଣ୍ଟ ଲେଖାଏ ଦେଇଥିଲେ। ସେହିପରି ବେରୀଙ୍କ ଖାତକୁ ୪ଟି ୮ ପଏଣ୍ଟ ଓ ଗୋଟିଏ ୯ ପଏଣ୍ଟ ଯାଇଥିଲା। ଶେଷରେ ସର୍ବସମ୍ମତି କ୍ରମେ ଅମିତ ୫-୦ରେ ବାଉଟ ଜିତି ପରବର୍ତ୍ତୀ ରାଉଣ୍ଡରେ ପ୍ରବେଶ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story