ଅଞ୍ଜୁଙ୍କ ବଡ଼ ଖୁଲାସା, ସମସ୍ତେ ଆଶ୍ଚର୍ଯ୍ୟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କ୍ରୀଡ଼ା ଜଗତରେ ଅଞ୍ଜୁ ବବି ଜର୍ଜ ଏକ ଜଣାଶୁଣା ନାଁ। ପଦ୍ମଶ୍ରୀ ଓ ଅର୍ଜୁନ ଆୱାର୍ଡରେ ସମ୍ମାନିତ ହୋଇଥିବା ଅଞ୍ଜୁ ୨୦୦୩ ୱାର୍ଲ୍ଡ ଆଥ୍‌ଲେଟିକ୍ସ ଚାମ୍ପିଅନ୍‌ସିପ୍‌ରେ ଲଙ୍ଗ୍ ଜମ୍ପରେ ବ୍ରୋଞ୍ଜ ପଦକ ପାଇଥିଲେ। ଆଉ ଏହା ଏକ ଐତିହାସିକ ସଫଳତା ଥିଲା। କାରଣ ୱାର୍ଲ୍ଡ ଆଥ୍‌ଲେଟିକ୍ ଚାମ୍ପିଅନ୍‌ସିପ୍‌ରେ ପଦକ ଜିତିବାରେ ସେ ଥିଲେ ପ୍ରଥମ ଭାରତୀୟ। ତେବେ ଏଭଳି ସଫଳତା ପାଇଥିବା ଅଞ୍ଜୁଙ୍କ ସଂପର୍କରେ ଏକ ଚକିତ କରି ଦେବା ଭଳି କଥା […]

anju

anju

Jitendra Garnayak
  • Published: Tuesday, 08 December 2020
  • Updated: 08 December 2020, 01:32 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କ୍ରୀଡ଼ା ଜଗତରେ ଅଞ୍ଜୁ ବବି ଜର୍ଜ ଏକ ଜଣାଶୁଣା ନାଁ। ପଦ୍ମଶ୍ରୀ ଓ ଅର୍ଜୁନ ଆୱାର୍ଡରେ ସମ୍ମାନିତ ହୋଇଥିବା ଅଞ୍ଜୁ ୨୦୦୩ ୱାର୍ଲ୍ଡ ଆଥ୍‌ଲେଟିକ୍ସ ଚାମ୍ପିଅନ୍‌ସିପ୍‌ରେ ଲଙ୍ଗ୍ ଜମ୍ପରେ ବ୍ରୋଞ୍ଜ ପଦକ ପାଇଥିଲେ। ଆଉ ଏହା ଏକ ଐତିହାସିକ ସଫଳତା ଥିଲା। କାରଣ ୱାର୍ଲ୍ଡ ଆଥ୍‌ଲେଟିକ୍ ଚାମ୍ପିଅନ୍‌ସିପ୍‌ରେ ପଦକ ଜିତିବାରେ ସେ ଥିଲେ ପ୍ରଥମ ଭାରତୀୟ। ତେବେ ଏଭଳି ସଫଳତା ପାଇଥିବା ଅଞ୍ଜୁଙ୍କ ସଂପର୍କରେ ଏକ ଚକିତ କରି ଦେବା ଭଳି କଥା ସାମ୍ନାକୁ ଆସିଛି। ତାଙ୍କ ଶରୀରରେ ମାତ୍ର ଗୋଟିଏ କିଡ୍‌ନୀ ଅଛି। ସେ ନିଜେ ଏହି ଖୁଲାସା କରିଛନ୍ତି।

ଅଞ୍ଜୁ ଲେଖିଛନ୍ତି ଯେ ବିଶ୍ୱାସ କରନ୍ତୁ ବା ନକରନ୍ତୁ ସେ ସେହି ଅଳ୍ପସଂଖ୍ୟକ ଭାଗ୍ୟବାନ ମଣିଷଙ୍କ ମଧ୍ୟରୁ ଜଣେ ଯିଏ ଗୋଟିଏ କିଡ୍‌ନୀରେ ସଫଳତା ପାଇଛନ୍ତି। କେବଳ ଏତିକି ନୁହେଁ ଆହୁରି ସମସ୍ୟା ରହିଥିଲା। ପେନ୍‌କ୍ଲିଅର ସହିତ ତାଙ୍କର ଏଲର୍ଜି ଥିଲା। ଗୋଡ଼ରେ ସମସ୍ୟା ଥିଲା। ତଥାପି ସେ ସଫଳ ହୋଇପାରିଲେ। ଆପଣମାନେ ଏହାକୁ କୋଚ୍‌ଙ୍କ ଯାଦୁ କହି ପାରନ୍ତି ଅବା ତାଙ୍କ ଦକ୍ଷତାର ଯାଦୁ ବୋଲି କହିପାରନ୍ତି।

ଏହି ଟ୍ୱିଟ୍‌ରେ ସେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ କିରଣ ରିଜିଜୁଙ୍କୁ ଟ୍ୟାଗ୍ କରିଥିଲେ। ଶ୍ରୀ ରିଜିଜୁ ତାଙ୍କ ପ୍ରତିକ୍ରିୟାରେ ଅଞ୍ଜୁଙ୍କୁ ତାଙ୍କ କଠିନ ପରିଶ୍ରମ ଓ ଦୃଢ଼ ପ୍ରତିଜ୍ଞାକୁ ପ୍ରଶଂସା କରିଛନ୍ତି, ଯାହା ଦେଶ ପାଇଁ ଗୌରବ ଆଣି ଦେଇଥିଲା।

ସୂଚନାଯୋଗ୍ୟ, ଅଞ୍ଜୁଙ୍କ କ୍ୟାରିୟର ତାଙ୍କ ସ୍ୱାମୀ ତଥା କୋଚ୍ ରବର୍ଟ ବବି ଜର୍ଜଙ୍କ ତତ୍ତ୍ୱାବଧାନରେ ଚମକି ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story