ନୀରଜଙ୍କ ପରେ ଫାଇନାଲରେ ରୋହିତ, ଟ୍ରିପଲ ଜମ୍ପରେ ପଦକ ଆଶା ଦେଲେ ଏଲଡୋଶ ପଲ୍‌

ନୂଆଦିଲ୍ଲୀ: ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପରେ ଚମକିଛନ୍ତି ଭାରତର ଆଉ ଦୁଇ ଆଥଲେଟ। ଜାଭେଲିନ ଥ୍ରୋ ଇଭେଣ୍ଟର ଫାଇନାଲରେ ପୂର୍ବରୁ ସୁନା ପୁଅ ନୀରଜ ପ୍ରବେଶ କରିଥିବା ବେଳେ ଏବେ ରୋହିତ ଯାଦବ ମଧ୍ୟ ପଦ ଦୌଡ଼ରେ ସାମିଲ ହୋଇଛନ୍ତି। ନୀରଜ ଗ୍ରୁପ ଏର ପ୍ରଥମ ସ୍ଥାନରେ ରହି ଫାଇନାଲରେ ପ୍ରବେଶ କରିଥିଲେ। ରୋହିତ ଗ୍ରୁପ୍‌ ବିରେ ରହିଥିଲେ। ସେ ମଧ୍ୟ ଚମତ୍କାର ପ୍ରଦର୍ଶନ କରି ରବିବାର ଫାଇନାଲ ପାଇଁ ଟିକେଟ ହାସଲ କରିଛନ୍ତି। ପ୍ରଥମଥର ପାଇଁ ଭାରତର […]

Elodesh-Paul

Elodesh-Paul

Hemant Lenka
  • Published: Friday, 22 July 2022
  • Updated: 22 July 2022, 12:43 PM IST

Sports

Latest News

ନୂଆଦିଲ୍ଲୀ: ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପରେ ଚମକିଛନ୍ତି ଭାରତର ଆଉ ଦୁଇ ଆଥଲେଟ। ଜାଭେଲିନ ଥ୍ରୋ ଇଭେଣ୍ଟର ଫାଇନାଲରେ ପୂର୍ବରୁ ସୁନା ପୁଅ ନୀରଜ ପ୍ରବେଶ କରିଥିବା ବେଳେ ଏବେ ରୋହିତ ଯାଦବ ମଧ୍ୟ ପଦ ଦୌଡ଼ରେ ସାମିଲ ହୋଇଛନ୍ତି। ନୀରଜ ଗ୍ରୁପ ଏର ପ୍ରଥମ ସ୍ଥାନରେ ରହି ଫାଇନାଲରେ ପ୍ରବେଶ କରିଥିଲେ।

ରୋହିତ ଗ୍ରୁପ୍‌ ବିରେ ରହିଥିଲେ। ସେ ମଧ୍ୟ ଚମତ୍କାର ପ୍ରଦର୍ଶନ କରି ରବିବାର ଫାଇନାଲ ପାଇଁ ଟିକେଟ ହାସଲ କରିଛନ୍ତି। ପ୍ରଥମଥର ପାଇଁ ଭାରତର ଦୁଇ ଜାଭେଲିନ ଥ୍ରୋୟର ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପର ଫାଇନାଲରେ ପ୍ରବେଶ କରିବାର ରେକର୍ଡ କରିଛନ୍ତି। ଏହାବାଦ ଟ୍ରିପଲ ଜମ୍ପ ଇଭେଣ୍ଟରେ ଏଲଡୋଶ ପଲ୍‌ ପ୍ରଥମ ଭାରତୀୟ ଭାବେ ଫାଇନାଲରେ ପ୍ରବେଶ କରିଛନ୍ତି। ସେ ବି ନୀରଜ ଓ ରୋହିତଙ୍କ ଭଳି ପଦକ ପାଇଁ ଲଢ଼େଇ କରିବେ।

ରୋହିତ ଗ୍ରୁପ ବିରେ ଆଖି ଦୃଶିଆ ପ୍ରଦର୍ଶନ କରିପାରି ନାହାନ୍ତି। ସେ ମାତ୍ର ୮୦.୪୨ ମିଟର ଦୂରତାକୁ ଜାଭେଲିନ ଥ୍ରୋ କରିପାରିଥିଲେ। ହେଲେ ଏହି ଗ୍ରୁପ୍‌ରେ ଆଉ କୌଣସି ଖେଳାଳି ଭଲ ପ୍ରଦର୍ଶନ ନ କରିବାରୁ ଓଭର ଅଲ ରାଙ୍କରେ ରୋହିତ ୧୧ତମ ସ୍ଥାନ ହାସଲ କରିଥିଲେ। ଫାଇନାଲ ପାଇଁ ଟପ୍‌ ୧୨ ଖେଳାଳିଙ୍କୁ ଚୟନ କରଯିବାର ଥିଲା। ତେଣୁ ସେହି ଆଧାରରେ ଭାରତର ରୋହିତ ଯାଦବ ଫାଇନାଲରେ ପ୍ରବେଶ କରିଛନ୍ତି।

ଗ୍ରୁପ୍‌ ବି’ରେ ଥିବା ଡିଫେଣ୍ଡି ଚାମ୍ପିୟନ ଗ୍ରେନେଡାର ଆଣ୍ଡେରସନ ପିଟର୍ସ ଯୋଗ୍ୟତା ପର୍ଯ୍ୟାୟରେ ଦମଦାର ପ୍ରଦର୍ଶନ କରିଛନ୍ତି। ସେ ୮୯.୯୧ ମିଟର ଦୂରତାକୁ ଜାଭେଲିନ ଫୋପାଡ଼ି ନିଜ ଦକ୍ଷତାର ପରିଚୟ ଦେଇଛନ୍ତି। ଭାରତର ନୀରଜ ଚୋପ୍ରା ୮୮.୩୯ ମିଟର ଦୂରତାକୁ ଜାଭେଲିନ ଫୋପାଡ଼ି ପ୍ରଥମଥର ପାଇଁ ବିଶ୍ୱ ଚାମ୍ପିୟନର ଫାଇନାଲରେ ପ୍ରବେଶ କରିଛନ୍ତି। ଏବେ ଫାଇନାଲରେ ତାଙ୍କର ଟକ୍କର ପିଟର୍ସଙ୍କ ସହ ହେବ।

ଅନ୍ୟପକ୍ଷରେ ଟ୍ରପିଲ ଜମ୍ପ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ରେ ଭାରତର ଏଲଡୋଶ ପଲ ଦମଦାର ପ୍ରଦର୍ଶନ କରିଛନ୍ତି। ସେ ଯୋଗ୍ୟତା ପର୍ଯ୍ୟାୟର ଗ୍ରୁପ ଏରେ ରହିଥିଲେ। ସେ ଗ୍ରୁପ ପର୍ଯ୍ୟାୟରେ ୬ଷ୍ଠ ଓ ଓଭର ଅଲ ୧୨ତମ ସ୍ଥାନରେ ରହି ରବିବାର ସକାଳ ୬.୫୦ରେ ଖେଳାଯିବାକୁ ଥିବା ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।

୨୫ ବର୍ଷୀୟ ପଲଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ହେଉଛି ୧୬.୯୯ ମିଟର। ସେ ଏପ୍ରିଲରେ ଖେଳା ଯାଇଥିବା ଫେଡରସନ କମ ଟ୍ରିପଲ ଜମ୍ପରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ବଳରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ପଲ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପର ଫାଇନାଲରେ ପ୍ରବେଶ କରିଥିଲେ ହେଁ ଭାରତ ଅନ୍ୟ ଦୁଇ ଖେଳାଳି ପ୍ରବୀଣ ଚିତ୍ରାଭେଲ ଓ ଅବଦୁଲ୍ଲା ଅବୋବାକେର ଏହି ରେସ୍‌ରୁ ବାଦ ପଡ଼ିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story