ପ୍ରଥମ ଭାରତୀୟ ଆଥଲେଟ ଭାବେ ଏହି ରେକର୍ଡ କଲେ ମୁରଲୀ ଶ୍ରୀଶଙ୍କର

ନୂଆଦିଲ୍ଲୀ: ରେକର୍ଡ ବୁକରେ ଭାରତୀୟ ଆଥଲେଟ ମୁରଲୀ ଶ୍ରୀଶଙ୍କର। ସେ ପ୍ରଥମ ଭାରତୀୟ ଭାବେ ବିଶ୍ୱ ଦୌଡ଼କୁଦ ଚାମ୍ପିୟନଶିପ ଲଙ୍ଗ ଜମ୍ପ ଫାଇନାଲରେ ନିଜ ସ୍ଥାନ ପକ୍କା କରିଛନ୍ତି। ମୁରଲୀଙ୍କ ବ୍ୟତୀତ ଚାମ୍ପିୟନଶିପର ମେଡାଲ ଦୌଡ଼ରେ ଭାରତର ଅନ୍ୟତମ ଆଥଲେଟ ଅବିନାଶ ସାବଲେ ମଧ୍ୟ ରହିଛନ୍ତି। ମୁରଲୀ ଲଙ୍ଗ ଜମ୍ପ ଇଭେଣ୍ଟରେ ଫାଇନାଲ ଟିକେଟ ହାତେଇ ଥିବା ବେଳେ ଅବିନାଶ ୩୦୦୦ମିଟର ଷ୍ଟେପଲଚେଜର ଶେଷ ରାଉଣ୍ଡରେ ପହଞ୍ଚିଛନ୍ତି। ଚଳିତ ସିଜିନରେ ଏଯାଏ ସ୍ଥିର ପ୍ରଦର୍ଶନ ଦେଇ ଆସିଥିବା […]

Murali

Murali

Hemant Lenka
  • Published: Saturday, 16 July 2022
  • Updated: 16 July 2022, 01:23 PM IST

Sports

Latest News

ନୂଆଦିଲ୍ଲୀ: ରେକର୍ଡ ବୁକରେ ଭାରତୀୟ ଆଥଲେଟ ମୁରଲୀ ଶ୍ରୀଶଙ୍କର। ସେ ପ୍ରଥମ ଭାରତୀୟ ଭାବେ ବିଶ୍ୱ ଦୌଡ଼କୁଦ ଚାମ୍ପିୟନଶିପ ଲଙ୍ଗ ଜମ୍ପ ଫାଇନାଲରେ ନିଜ ସ୍ଥାନ ପକ୍କା କରିଛନ୍ତି। ମୁରଲୀଙ୍କ ବ୍ୟତୀତ ଚାମ୍ପିୟନଶିପର ମେଡାଲ ଦୌଡ଼ରେ ଭାରତର ଅନ୍ୟତମ ଆଥଲେଟ ଅବିନାଶ ସାବଲେ ମଧ୍ୟ ରହିଛନ୍ତି।

ମୁରଲୀ ଲଙ୍ଗ ଜମ୍ପ ଇଭେଣ୍ଟରେ ଫାଇନାଲ ଟିକେଟ ହାତେଇ ଥିବା ବେଳେ ଅବିନାଶ ୩୦୦୦ମିଟର ଷ୍ଟେପଲଚେଜର ଶେଷ ରାଉଣ୍ଡରେ ପହଞ୍ଚିଛନ୍ତି।
ଚଳିତ ସିଜିନରେ ଏଯାଏ ସ୍ଥିର ପ୍ରଦର୍ଶନ ଦେଇ ଆସିଥିବା ମୁରଲୀ ସିଧାସଳଖ ୮ମିଟର ଲମ୍ବ ଡିଆଁ ମାରି ଫାଇନାଲ୍ସ ଟିକେଟ ହାସଲ କରିଛନ୍ତି। ସେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଜେସୱିନ ଅଲଡ୍ରିନ(୭.୭୯ ମିଟର) ଓ ମହମ୍ମଦ ଆନ୍ସ ୟାହିୟା(୭.୭୩ ମିଟର)ଙ୍କ ଠାରୁ ଯଥେଷ୍ଟ ଆଗରେ ରହିଛନ୍ତି। ଚାମ୍ପିୟନଶିପରେ ମୁରଲୀ ସମସ୍ତଙ୍କୁ ମାତ ଦେଇ ଭାରତ ପାଇଁ ପଦ ମଧ୍ୟ ଜିତି ପାରନ୍ତି। କାରଣ ମେ’ ମାସରେ ସେ ୮.୩୬ ମିଟର ଲମ୍ବ ଡିଆଁ ମାରି ନିଜ ଜଲୱା ଦେଖା ସାରିଛନ୍ତି। ସେ ପ୍ରଥମ ଭାରତୀୟ ଭାବେ ବିଶ୍ୱ ଦୌଡ଼କୁଦ ଚାମ୍ପିୟନଶିପର ଫାଇନାଲକୁ ଯାଇଥିବାରୁ ତାଙ୍କ ଠାରୁ ସମସ୍ତେ ପଦକ ଆଶା ରଖିଛନ୍ତି।

ଅନ୍ୟପକ୍ଷରେ ଭାରତର ଆର୍ମି ମ୍ୟାନ ଅବିନାଶ ମଧ୍ୟ ପଦ ଦୌଡ଼ରେ ରହିଛନ୍ତି। ସେ ୩୦୦୦ ମିଟର ଷ୍ଟେପଲଚେଜର ମେଡାଲ ଇଭେଣ୍ଟ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଛନ୍ତି। ସେ ତାଙ୍କ ହିଟ୍ସକୁ ୮.୧୮.୭୫ ଶେଷ କରି ତୃତୀୟ ସ୍ଥାନରେ ରହିଛନ୍ତି। ତୃତୀୟ ସ୍ଥାନରେ ରହିଥିବାରୁ ସେ ସିଧାସଳଖ ମେଡାଲ ରାଉଣ୍ଡରେ ପ୍ରବେଶ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story