ପାଣ୍ଡ୍ୟାଙ୍କ ଛକାରେ ଦର୍ଶକ ଆହତ: ହସପିଟାଲରେ ହେଲେ ଭର୍ତ୍ତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟିମ୍‌ ଇଣ୍ଡିଆର ବିସ୍ଫୋରକ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏବେ ଦମଦାର ଫର୍ମରେ ଅଛନ୍ତି। ପାଣ୍ଡ୍ୟା ଚଳିତ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ବ୍ୟାଟିଂ ଓ ବୋଲିଂରେ କମାଲ ଦେଖାଇଆସୁଛନ୍ତି। ବାଙ୍ଗାଲୋର ଠାରେ ଖେଳାଯାଇଥିବା ଶେଷ ଦିନିକିଆରେ ପାଣ୍ଡ୍ୟା  ୪୦ ବଲରେ ୪୧ ରନର ଏକ ବିସ୍ଫୋରକ ପାଳି ଖେଳିଥିଲେ। ଯେଉଁଥିରେ ସେ ୩ଟି ବିଶାଳ ଛକା ମଧ୍ୟ ମାରିଥିଲେ। ଏହି ଛାକା ମଧ୍ୟରୁ ଗୋଟିଏ ଛକା ଷ୍ଟାଡିୟମରେ ଖେଳଦେଖୁଥିବା ଏକ ଦର୍ଶକଙ୍କ ଉପରେ ଯାଇ […]

555_1506695368_618x347

555_1506695368_618x347

Rakesh Mallick
  • Published: Friday, 29 September 2017
  • Updated: 29 September 2017, 05:58 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟିମ୍‌ ଇଣ୍ଡିଆର ବିସ୍ଫୋରକ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏବେ ଦମଦାର ଫର୍ମରେ ଅଛନ୍ତି। ପାଣ୍ଡ୍ୟା ଚଳିତ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ବ୍ୟାଟିଂ ଓ ବୋଲିଂରେ କମାଲ ଦେଖାଇଆସୁଛନ୍ତି। ବାଙ୍ଗାଲୋର ଠାରେ ଖେଳାଯାଇଥିବା ଶେଷ ଦିନିକିଆରେ ପାଣ୍ଡ୍ୟା  ୪୦ ବଲରେ ୪୧ ରନର ଏକ ବିସ୍ଫୋରକ ପାଳି ଖେଳିଥିଲେ। ଯେଉଁଥିରେ ସେ ୩ଟି ବିଶାଳ ଛକା ମଧ୍ୟ ମାରିଥିଲେ। ଏହି ଛାକା ମଧ୍ୟରୁ ଗୋଟିଏ ଛକା ଷ୍ଟାଡିୟମରେ ଖେଳଦେଖୁଥିବା ଏକ ଦର୍ଶକଙ୍କ ଉପରେ ଯାଇ ବାଜିଥିଲା। ଏହି ଦର୍ଶକଙ୍କ ନାଁ ତୋଶିତ ଅଗ୍ରୱାଲ ବୋଲି ଜଣାପଡିଛି। ଏହାପରେ ତାଙ୍କୁ ସଙ୍ଗେସଙ୍ଗେ ହସପିଟାଲରେ ଭର୍ତ୍ତି କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos