ଇନ୍ଦୋର ଦିନିକିଆ: ଫିଞ୍ଚଙ୍କ ଶତକୀୟ ପାଳି, ଅଷ୍ଟ୍ରେଲିଆ ଦୃଢ ସ୍ଥିତିରେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଇନ୍ଦୋର ଦିନିକିଆରେ ଅଷ୍ଟ୍ରେଲିଆ ଓ ଇଣ୍ଡିଆ ମଧ୍ୟରେ ଚାଲିଛି ଟକ୍କର। ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଛି। ଆଜିର ମ୍ୟାଚ୍‌ରେ ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଫିଞ୍ଚ ଦଳକୁ ଫରିଛନ୍ତି। ଦୀର୍ଘଦିନ ପରେ ଦଳକୁ ଫେରି ସେ ଏକ ଆକର୍ଷଣୀୟ ଶତକୀୟ ପାଳି ଖେଳିଛନ୍ତି। ଅନ୍ୟପଟେ ତାଙ୍କୁ ସାଥ୍ ଦେଇଛନ୍ତି ଅଧିନାୟକ ସ୍ମିଥ। ପୂର୍ବରୁ ଓପନର୍‌ ଡେଭିଡ଼ ୱାର୍ଣ୍ଣର  ୪୨ ରନ କରି ପାଣ୍ଡ୍ୟାଙ୍କ ବଲରେ ଆଉଟ୍‌ ହୋଇଯାଇଥିଲେ। ୫ଟିକିଆ ମ୍ୟାଚ୍‌ […]

finch_555_1506247102_618x347

finch_555_1506247102_618x347

Rakesh Mallick
  • Published: Sunday, 24 September 2017
  • Updated: 24 September 2017, 04:05 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଇନ୍ଦୋର ଦିନିକିଆରେ ଅଷ୍ଟ୍ରେଲିଆ ଓ ଇଣ୍ଡିଆ ମଧ୍ୟରେ ଚାଲିଛି ଟକ୍କର। ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଛି। ଆଜିର ମ୍ୟାଚ୍‌ରେ ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଫିଞ୍ଚ ଦଳକୁ ଫରିଛନ୍ତି। ଦୀର୍ଘଦିନ ପରେ ଦଳକୁ ଫେରି ସେ ଏକ ଆକର୍ଷଣୀୟ ଶତକୀୟ ପାଳି ଖେଳିଛନ୍ତି। ଅନ୍ୟପଟେ ତାଙ୍କୁ ସାଥ୍ ଦେଇଛନ୍ତି ଅଧିନାୟକ ସ୍ମିଥ। ପୂର୍ବରୁ ଓପନର୍‌ ଡେଭିଡ଼ ୱାର୍ଣ୍ଣର  ୪୨ ରନ କରି ପାଣ୍ଡ୍ୟାଙ୍କ ବଲରେ ଆଉଟ୍‌ ହୋଇଯାଇଥିଲେ।

୫ଟିକିଆ ମ୍ୟାଚ୍‌ ବିଶିଷ୍ଟ ସିରିଜରେ ଭାରତ ଚେନ୍ନାଇ ଓ କୋଲକାତା ମ୍ୟାଚ୍‌ ଜିତି ସିରିଜରେ ୨-୦ରେ ଆଗୁଆ ରହିଛି। ଏହାସହ ଆଜିର ମ୍ୟାଚ୍‌ ଜିତି ସିରିଜ ହାତେଇବାକୁ ଟିମ୍‌ ଇଣ୍ଡିଆ ଲକ୍ଷ୍ୟ ରଖିଥିବା ବେଳେ ଅଷ୍ଟ୍ରେଲିଆ ଆଜିର ମ୍ୟାଚ୍‌ ଜିତି ସିରିଜକୁ ଫେରିବାକୁ ଚେଷ୍ଟା କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story