ଅଷ୍ଟ୍ରେଲିଆକୁ ତୃତୀୟ ଝଟ୍‌କା ପରେ ଦଳୀୟ ସ୍କୋର ୧୮୧/୩

ସିଡ୍‌ନୀ: ଅଷ୍ଟ୍ରେଲିଆ ବିରୋଧରେ ଖେଳାଯାଉଥିବା ୩ ଟିକିଆ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ଅଷ୍ଟ୍ରେଲିଆ। ପୂର୍ବରୁ ବିଶ୍ୱକପ୍‌କୁ ଦୃଷ୍ଟିରେ ରଖି ଯଶପ୍ରୀତ୍‌ ବୁମ୍‌ରାଙ୍କୁ ବିଶ୍ରାମ ଦିଆଯାଇଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ୟା ନିଜର ଅରୁଚିକର ମନ୍ତବ୍ୟ ପାଇଁ ଦଳରୁ ବାସନ୍ଦ ହେବା ଭାରତୀୟ ଦଳର ସମୀକରଣ ବଦଳାଇଦେଇଛି। ଏହି ମ୍ୟାଚ୍‌ରେ ରବୀନ୍ଦ୍ର ଜାଡେଜା ପାଣ୍ଡ୍ୟାଙ୍କ ବିକଳ୍ପ ଭାବରେ ସ୍ଥାନ ପାଇଥିବାବେଳେ ଚତୁର୍ଥ ଟେଷ୍ଟର ଉଲ୍ଲେଖନୀୟ ପ୍ରଦର୍ଶନକାରୀ କୁଲଦୀପ୍‌ ଯାଦବ ମଧ୍ୟ ସ୍ଥାନ ପକ୍କା […]

dhoni-aus

dhoni-aus

Subrat Kumar Nayak
  • Published: Saturday, 12 January 2019
  • Updated: 12 January 2019, 12:15 PM IST

Sports

Latest News

ସିଡ୍‌ନୀ: ଅଷ୍ଟ୍ରେଲିଆ ବିରୋଧରେ ଖେଳାଯାଉଥିବା ୩ ଟିକିଆ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ଅଷ୍ଟ୍ରେଲିଆ। ପୂର୍ବରୁ ବିଶ୍ୱକପ୍‌କୁ ଦୃଷ୍ଟିରେ ରଖି ଯଶପ୍ରୀତ୍‌ ବୁମ୍‌ରାଙ୍କୁ ବିଶ୍ରାମ ଦିଆଯାଇଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ୟା ନିଜର ଅରୁଚିକର ମନ୍ତବ୍ୟ ପାଇଁ ଦଳରୁ ବାସନ୍ଦ ହେବା ଭାରତୀୟ ଦଳର ସମୀକରଣ ବଦଳାଇଦେଇଛି। ଏହି ମ୍ୟାଚ୍‌ରେ ରବୀନ୍ଦ୍ର ଜାଡେଜା ପାଣ୍ଡ୍ୟାଙ୍କ ବିକଳ୍ପ ଭାବରେ ସ୍ଥାନ ପାଇଥିବାବେଳେ ଚତୁର୍ଥ ଟେଷ୍ଟର ଉଲ୍ଲେଖନୀୟ ପ୍ରଦର୍ଶନକାରୀ କୁଲଦୀପ୍‌ ଯାଦବ ମଧ୍ୟ ସ୍ଥାନ ପକ୍କା କରିଛନ୍ତି।

ଟେଷ୍ଟ ସିରିଜ୍‌ରେ ଐତିହାସିକ ବିଜୟ ପରେ ଦିନିକିଆ ସିରିଜ୍‌ ଉପରେ ଆଖି ରଖିଥିବା ଭାରତ ବ୍ୟାଟିଂ ବାହିନୀ ଉପରେ ନିର୍ଭର କରିବାର ସମ୍ଭାବନା ରହିଛି। ୩୬ ଓଭର୍‌ ଶେଷ ସୁଦ୍ଧା ଦଳୀୟ ସ୍କୋର ୩ ୱିକେଟ୍‌ ହରାଇ ୧୮୧ରେ ପହଞ୍ଚିଛି।

ଇନିଂସ୍‌ ଆରମ୍ଭରୁ ଅଧିନାୟକ ଆରୋନ୍‌ ଫିଞ୍ଚ ଏବଂ ଆଲେକ୍ସଙ୍କୁ ହରାଇସାରିଥିବା ଅଷ୍ଟ୍ରେଲିଆର ଇନିଂସ୍‌ ମଜଭୁତ କରିଥିବା ଉସ୍‌ମାନ୍‌ ଖାୱଜାଙ୍କୁ ଏଲ୍‌ବିଡବ୍ଲୟୁ ଆଉଟ୍‌ କରି ପ୍ୟାଭିଲିଅନ୍‌ ପଠାଇଛନ୍ତି ରବୀନ୍ଦ୍ର ଜାଡେଜା। ସେ ୫୯ ରନ୍‌ କରି ଆଉଟ୍‌ ହେବାବେଳକୁ ଅଷ୍ଟ୍ରେଲିଆର ସ୍କୋର ୧୩୩ରେ ପହଞ୍ଚିଥିଲା।

ଏହା ପୂର୍ବରୁ ଅଧିନାୟକ ଆରୋନ୍‌ ଫିଞ୍ଚ ଇନିଂସ୍‌ର ତୃତୀୟ ଓଭରରେ ହିଁ ବିଦାୟ ନେଇଥିଲେ। ଭୁବନେଶ୍ୱର କୁମାର ତାଙ୍କୁ କ୍ଲିନ୍‌ ବୋଲ୍ଡ କରି ମାତ୍ର ୬ ରନ୍‌ରେ ସୀମିତ ରଖିଥିଲେ। ସେତେବେଳେ ଦଳୀୟ ସ୍କୋର ମାତ୍ର ୮ ରନ୍‌ଥିଲା। ଏହାପରେ ଇନିଂସ୍‌ ସାମାନ୍ୟ ସୁଦୃଢ଼ ହୋଇ ଆସିବାବେଳକୁ ଆଲେକ୍ସ ବ୍ୟକ୍ତିଗତ ସ୍କୋର ୨୪ ରନ୍‌ କରିଥିବାବେଳେ କୁଲଦୀପ ଯାଦବଙ୍କ ବୋଲିଂରେ ରୋହିତ ଶର୍ମାଙ୍କ ହାତରେ ଧରା ପଡ଼ିଥିଲେ।

ଏହି କ୍ରମରେ କ୍ରିଜ୍‌କୁ ଓହ୍ଲାଇଥିବା ଉସ୍‌ମାନ୍‌ ୬ଟି ଚୌକା ସହ୫୯ ରନ୍‌ର ଯୋଗଦାନ କରିଥିବାବେଳେ ତାଙ୍କ ପରେ ଆସିଥିବା ସନ୍‌ ମାର୍ଶ ୫୩ ରନ୍‌ରେ ଏବଂ ପିଟର ହ୍ୟାଣ୍ଡସକମ୍ବ ୩୦ ରନ୍‌ କରି ଅପରାଜିତ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story